ଏହି ମାଗଣା ସେବା କେବଳ myAadhaar ପୋର୍ଟାଲରେ ଉପଲବ୍ଧ। UIDAI କହିଛି ଯେ ଏହା ଆଧାର ଡକ୍ୟୁମେଣ୍ଟ୍ ଅପଡେଟ୍ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛି ।
ଏହି ଦୁଇ ନାଁରେ ଯଦି ମୋହର ଲାଗେ ତାହେଲେ ସୁଖବୀର ସାନ୍ଧୁ ଓ ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ନିର୍ବାଚନ କମିଶନର ହେବେ।
ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ / ବିଭାଗ ଏବଂ ଗଣମାଧ୍ୟମ ଏବଂ ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ର ନିୟମ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।
କେରଳ ମାଲାପୁରମ ଜିଲ୍ଲାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟନ ଚାଲିଥିଲା। ଆଫ୍ରିକା ଇଭୋରୀ କୋଷ୍ଟର ଡାଏରାସୁବା ହାସେନ୍ ନାମକ ଜଣେ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ହଠାତ ମ୍ୟାଚ୍ ମଝିରେ ପଡ଼ିଆରେ ବସିଥିବା ଲୋକ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୧୧୦ ଟଙ୍କା ହୋଇଛି।
୧୮ ହଜାର ୬୨୬ ପୃଷ୍ଠାର ବିଶିଷ୍ଟ ଦୀର୍ଘ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । କମିଟି ଗଠନର ୧୯୧ ଦିନ ପରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛି ।
ଏହି ଭଡିଓ ପୋଷ୍ଟ ହେବାପରେ ୟୁଜର୍ସ ଏହାକୁ ନେଇ ଅନେକ ପ୍ରତିକ୍ରୟା ରଖିଛନ୍ତି। ଘର ଭିତରେ ଏପରି ଚାର୍ଜ କରିବା ଅନୁଚିତ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି।
ଫିରୋଜାବାଦ ସଦର SDM କୃତି ରାଜ ମାର୍ଚ୍ଚ ୧୨ରେ ଗୋପନୀୟ ଭାବେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ। ସେ ତାଙ୍କ କାରକୁ ଡାକ୍ତରଖାନଠାରୁ ବହୁ ଦୂରରେ ରଖି ଏକ ରୋଗୀ ବେଶରେ ଆସିଥିଲେ।
ଭାୟାକମ୍ ୧୮ ମିଡିଆରେ ଅଂଶଧନ କିଣିବ ରିଲାଏନ୍ସ । ଏନେଇ ରିପୋର୍ଟ ପ୍ରକାଶ ପାଇଛି ।
ଭୋର ପ୍ରାୟ ୫ଟା ୨୦ରେ ନିଆଁ ଲାଗିଥିବା ଖବର ମିଳିଥିଲା। ଗୀତା କଲେନୀ ନିକଟସ୍ଥ ଶାସ୍ତ୍ରୀ ନାଗରରେ ଏକ ବଡ଼ ଅଗ୍ନିକାଣ୍ଡ ସମ୍ପର୍କରେ ଫୋନ କଲ୍ ଆସିଥିଲା।
୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ। ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ। ଆଇନ୍ ଲାଗୁ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ। କହିଲେ CAA ପ୍ରତ୍ୟାହାର ହେବନି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ବିଗତ କିଛି ଦିନରେ ଘରୋଇ ପୋଷା କୁକୁରଙ୍କ ଆକ୍ରମଣରେ ଅନେକ ଆହତ ହେବା ସହ କେତେଜଣଙ୍କ ଜୀବନ ଯାଇଥିବା ମାମଲା ସାମ୍ନାକୁ ଆସିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।
ଲୋକଙ୍କୁ କେବଳ ଟ୍ୟାଙ୍କର୍ ହିଁ ଭରସା। ତାହା ବି ସମୁଦ୍ରକୁ ଶଙ୍ଖେ। କୁହାଯାଉଛି- ଜୁନ୍ ଜୁଲାଇ ପୂର୍ବରୁ ସ୍ଥିତି ସୁଧୁରିବାର ନାହିଁ।
ସିଲିକନ୍ ସିଟି ବେଙ୍ଗଳୁରୁରେ ପାଣି ପାଇଁ ହାହାକାର। ସକାଳ ହେଲା ମାତ୍ରେ କାମ ଧନ୍ଦା ଛାଡ଼ି ଲୋକଙ୍କ କେବଳ ଗୋଟିଏ ଚିନ୍ତା, ପାଣି। କୂଅ କଥା ଛାଡନ୍ତୁ, ଡିପ୍ ବୋରୱେଲ୍ ମଧ୍ୟ ଶୁଖିଲା।
ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି।
ଅଭିଶପ୍ତ ବ୍ରିଜ୍ । ୨୬ ବର୍ଷରେ ଗଲାଣି ୧୦୦ ଜୀବନ । ସନ୍ଧ୍ୟା ପାଖେଇ ଆସିଲେ ଏଠି ଯାତାୟାତ ହୁଏ ଠପ୍ । ଜାଣନ୍ତୁ କେଉଁଠି ରହିଛି ଏହି ବ୍ରିଜ୍...
ସ୍ୱପନ ବାନାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ସେ ଯାହା ଚାହିଁବେ ତାହା କରିପାରିବେ। ମୁଁ ଚାହୁଁ ନାହିଁ ଆମ ପରିବାରର ନାମ ତାଙ୍କ ସହିତ ଜଡିତ ହେଉ’।
ହ୍ୟାଣ୍ଡ ପମ୍ପରୁ ବାହାରୁଛି ମଦ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଏପ୍ରିଲ ୨୦୧୯ରୁ ୧୫ଫେବ୍ରୁଆରୀ ୨୦୨୪ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୨୨୧୭ଟି ନିର୍ବାଚନୀ ବଣ୍ଡ ଜାରି କରିଛି। ସେଥିରୁ ୨୨୦୩୦ଟି ବଣ୍ଡ ରିଡିମ୍ ହୋଇଥିବା ସତ୍ୟପାଠରେ ସୂଚନା ଦେଇଛି SBI।
ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ । ଏମିତି କିଛି କହିଛନ୍ତି ଆମେରିକାର ଜଣେ ସାଂସଦ...
ବର୍ତ୍ତମାନ UPI କ୍ଷେତ୍ରରେ ଫୋନ ପେ', ଗୁଗଲ ପେ’ର ଦବଦବା ରହିଛି। ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କର କଡା କାର୍ଯ୍ୟାନୁଷ୍ଠାନ ପରେ ଫୋନ ପେ, ଗୁଗଲ ପେ’ର ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ବଢିଛି ।
ଔଷଧର ଦାମ ମାତ୍ର ଶହେ ଟଙ୍କା । କିନ୍ତୁ ବିକ୍ରି ହୋଇଛି ଦୁଇ ଲକ୍ଷ ଟଙ୍କାରେ । ସାମାନ୍ୟ ଫଙ୍ଗସ ମେଡିସିନକୁ କ୍ୟାନସର ମେଡିସିନ କହି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଛି । ଏପରି ଏକ ଘଟଣାର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ ।
7th Pay Commission: କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ପରେ, ବର୍ତ୍ତମାନ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କୁ ଦେଲେ ହୋଲି ଉପହାର ।