• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cp
ଚାଷୀ ଆନ୍ଦୋଳନରେ ହିଂସା ନେଇ ଦିଲ୍ଲୀ ପୋଲିସ କମିଶନର କହିଲେ, ଚାଷୀ ନେତା ହିଁ ଦାୟୀ

ନୁଆଦିଲ୍ଲୀ: ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର ଏସ୍‌ଏନ ଶ୍ରୀବାସ୍ତବ। ଏଥିପାଇଁ ଚାଷୀ ନେତାମାନେ ଦାୟୀ ବୋଲି ପୋଲିସ କମିଶନର କହିଛନ୍ତି। ଏନେଇ ସେ କହିଛନ୍ତି ଯେ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ନ କରିବା ପାଇଁ ଚାଷୀ ନେତାଙ୍କୁ କହିଥିଲୁ। ମାତ୍ର ଚାଷୀ ନେତା ଜିଦ ଧରିବାରୁ ୫ ରାଉଣ୍ଡ କଥାବାର୍ତ୍ତା ହୋଇଥିଲା। ଚାଷୀ ନେତାଏ ଶାନ୍ତି ଶୃଙ୍ଖଳାର ସହ ରାଲି କରିବାକୁ ପ୍ରତିଶ୍ରୁତି […]

  • Tuesday, 27 July 2021
republic-day
ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ; ଏଥର ମୁଖ୍ୟ ଆକର୍ଷଣ କ'ଣ ଜାଣିଛନ୍ତି ?

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ଼ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ହେଲେ କରୋନା ମହାମାରୀ ଲାଗି ସାଧାରଣତନ୍ତ୍ର ଦିବସ ସମାରୋହରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା କଣ୍ଟିଜେଣ୍ଟ୍ ସହ ପ୍ରଜ୍ଞାପନ ମେଢ଼ ସଂଖ୍ୟା ହ୍ରାସ କରାଯାଇଛି। […]

  • Tuesday, 27 July 2021
omen-chandi
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ସିବିଆଇ ତଦନ୍ତ ନିର୍ଦ୍ଦେଶ

ଥିରୁଭନନ୍ତପୁରମ: କଂଗ୍ରେସର ବରିଷ୍ଠ ନେତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କେରଳ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ସରିତା ଏସ୍ ନାୟାର ଏହି ଅଭିଯୋଗ ଆଣିବା ପରେ କେରଳ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଓମେନ ଚାଣ୍ଡି ଓ ବେଣୁ ଗୋପାଳଙ୍କ ସହିତ ଅଦୁର ପ୍ରକାଶ, ହିବୀ ଇଦେନଙ୍କ ସମେତ ଜଣେ ବିଜେପି ନେତା ଏପି […]

  • Tuesday, 27 July 2021
brounsugar
ବାପ୍‌ରେ ବାପ୍ ! ଦିଲ୍ଲୀ ବିମାନବନ୍ଦରରୁ ଜବତ ହେଲା ଏତେ ଟଙ୍କାର ବ୍ରାଉନସୁଗାର

ନୂଆଦିଲ୍ଲୀ: ଏନ୍‌ସିବିକୁ ବଡ଼ ସଫଳତା। ଏନ୍‌ସିବିର ଅବକାରୀ ବିଭାଗ ଦିଲ୍ଲୀ ଏୟାରପୋର୍ଟ ପ୍ରାୟ ୯ କିଲୋ ବ୍ରାଉନସୁଗାର ଜବତ କରିଛି। ଯାହାର ମୂଲ୍ୟ ପାଖାପାଖି ୬୮ କୋଟି ଟଙ୍କା ହେବ। କୌଣସି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏତେ ପରିମାଣରେ ବ୍ରାଉନ୍‌ ସୁଗାର ଜବତ ହେବା ଦେଶର ପ୍ରଥମ ଘଟଣା। ଏହି ଘଟଣାରେ ଦୁଇଜଣ ବିଦେଶୀ ନାଗରିକଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏହି ଦୁଇ ବିଦେଶୀ ନାଗରିକ ଏତେ ପରିମାଣରେ ଡ୍ରଗ୍ସ କେଉଁଠୁ ଆଣିଲେ ? କାହାକୁ ଦେବା ପାଇଁ […]

  • Tuesday, 27 July 2021
ramayan
ମମତା ବାନାର୍ଜୀଙ୍କୁ ରାମାୟଣ ଉପହାର ଦେଲେ ବିଜେପି ନେତା

ନୂଆଦିଲ୍ଲୀ: ଗତକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମଦିନ ଥିଲା। ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିଥିଲେ କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଲକାତାର ଭିକ୍ଟୋରିଆଲ ମେମୋରିଆଲ୍‌ରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯାଇଥିଲେ। କାର୍ଯ୍ୟକ୍ରମରେ ମମତା ଭାଷଣ ଦେବାକୁ ଗଲାବେଳେ ଜୟ ଶ୍ରୀ ରାମର ନାରା ଦେଇଥିଲେ ଲୋକେ। ଏଥିରେ କ୍ଷ୍ୟୁବ୍ଧ ହୋଇ ଭାଷଣ ଦେବାକୁ ମନା […]

  • Tuesday, 27 July 2021
vaccin
କରୋନା ଭ୍ୟାକ୍ସିନ୍‌ ନେବାର କିଛିଦିନ ପରେ ଦୁଇ ଆଶାକର୍ମୀଙ୍କର ମୃତ୍ୟୁ; ପରିବାରର ଅଭିଯୋଗ, ଟିକା ପାଇଁ ମୃତ୍ୟୁ ହେଲା

ବିଶାଖାପାଟନମ୍: ସାରା ଦେଶରେ କରୋନା ଟିକାକରଣ ଚାଲିଛି। କେନ୍ଦ୍ର ସରକାରଙ୍କର ଯୋଜନା ମୁତାବକ ସ୍ୱାସ୍ଥ୍ୟକର୍ମୀ କରୋନା ଯୋଦ୍ଧା ହୋଇଥିବାରୁ ସେମାନଙ୍କୁ ଆଗୁଆ କରୋନା ଟିକା ଦିଆଯାଉଛି। ତେବେ ଟିକା ନେବା ପରେ ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ଏହି ଆଶାକର୍ମୀ ହେଲେ ଆନ୍ଧ୍ରପ୍ରଦେଶର ୪୨ ବର୍ଷୀୟା ବିଜୟ ଲକ୍ଷ୍ମୀ। ବ୍ରେନ୍‌ ଷ୍ଟ୍ରୋକ୍ ଯୋଗୁ ରବିବାର ସକାଳେ ତାଙ୍କର ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜାନୁଆରୀ ୧୯ ତାରିଖରେ ବିଜୟ ଲକ୍ଷ୍ମୀ କରୋନା […]

  • Tuesday, 27 July 2021
n-tomar
'କୃଷକ ସଂଗଠନ କେବଳ କୃଷି ଆଇନ୍‌ ରଦ୍ଦ କରିବାକୁ ଚାହୁଁଛି, ସେଥିରେ ଥିବା ଲାଭକୁ ଦେଖୁନାହିଁ'

ନୂଆଦିଲ୍ଲୀ: ବିକ୍ଷୋଭକାରୀ କୃଷକମାନେ ନୂଆ କୃଷି ଆଇନ୍‌ରେ ଥିବା ଲାଭକୁ ଦେଖିପାରୁ ନାହାନ୍ତି। ସେମାନେ କେବଳ ଏହି ଆଇନ୍‌କୁ ରଦ୍ଦ କରିବାକୁ ଚାହୁଁଛନ୍ତି। କୃଷି ଆନ୍ଦୋଳନକୁ ନେଇ ରବିବାର ଏପରି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଏକ ଜାତୀୟ ଗଣମାଧ୍ୟମକକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି କୃଷିମନ୍ତ୍ରୀ। ଏନେଇ ସେ କହିଛନ୍ତି “ କୃଷକ ସଂଘ କେବଳ ଚାଷୀ ଆଇନ୍‌ ରଦ୍ଦ କରିବା ସମ୍ପର୍କରେ କଥା ହେଉଛି। ସେମାନେ କୃଷି ଆଇନ୍‌ ଲାଭ ସମ୍ପର୍କରେ […]

  • Tuesday, 27 July 2021
farmer
ରୋଚକ ମୋଡ଼ ନେଲା ଚାଷୀ ହତ୍ୟା ଷଡ଼ଯନ୍ତ୍ର: ଅଭିଯୁକ୍ତ କହିଲା, ଚାଷୀ ଯାହା କହିଥିଲେ ତାହା କହିଛି

ନୂଆଦିଲ୍ଲୀ: ଦିଲ୍ଲୀରେ ବିକ୍ଷୋଭକାରୀ ଚାଷୀଙ୍କ ହତ୍ୟା ଷଡ଼ଯନ୍ତ୍ର ଘଟଣା ରୋଚକ ମୋଡ଼ ନେଇଛି। ଧରାପଡ଼ିଥିବା ଯୁବକ ଜଣ ନିଜ ବୟାନ ବଦଳାଇ ଚାଷୀଙ୍କ ଆଡ଼କୁ ତୀର ଛାଡ଼ିଛି। ବିକ୍ଷୋଭକାରୀ କୃଷକମାନେ ଯାହା କହିଥିଲେ, ଯେମିତି କହିଥିଲେ ମୁଁ ଗଣମାଧ୍ୟମକୁ ସେମିତି କହିଛି ବୋଲି ଯୁବକ କହିଛି। ଅଭିଯୋଗ ଅନୁସାରେ, ଚାଷୀଙ୍କୁ ହତ୍ୟା କରିବା ପାଇଁ ଯାଇଥିବା ଯୁବକକୁ ଧରିପକାଇଥିଲେ ଚାଷୀ। ଏହାପରେ ତାକୁ ମିଡିଆ ସାମ୍ନାରେ ହାଜର କରାଯାଇଥିଲା। ଯୋଜନା ମୁତବାକ ସେ କୃଷକଙ୍କୁ ହତ୍ୟା କରିବାକୁ […]

  • Tuesday, 27 July 2021
boat
ମଝି ଦରିଆରେ ହୁତ୍ ହୁତ୍ ହୋଇଛି ଜଳୁଛି ନିଆଁ

ରାମେଶ୍ୱରମ: ମଝି ଦରିଆରେ ନିଆଁ ହୁତ୍ ହୁତ୍ ହୋଇଛି ଜଳୁଛି। ନାଁ କାବୁ କରିହେଉଛି ନା ଆୟତ୍ତ କରିବାକୁ କେହି ସାହାସ କରିପାରୁଛନ୍ତି। ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମ୍‌ର ପାମ୍ବନ୍ ଉପକୂଳରେ। କାରଣ ଦରିଆ ବିତରେ ଜଳୁଛି ମତ୍ସଜୀବୀର ବୋଟ୍। ସମୁଦ୍ର ମଧ୍ୟରେ ବହୁ ସଂଖ୍ୟାରେ ମାଛ ଧରା ବୋଟ୍ ଥିବା ବେଳେ ଏଥିରୁ ଗୋଟିଏରେ ହଠାତ୍ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ଜାହାଜଟି ସେଠି ଜଳିବା ଆରମ୍ଭ କରିଥିଲା। Rameswaram: A boat […]

  • Tuesday, 27 July 2021
Queensland-Australia-police
୭ ମାସ କୋମାରେ ଥିଲେ, ହୋସ୍‌ ଆସିବା ପରେ ଦେଖିଲେ ଗିରଫ କରିବାକୁ ବସିଛି ପୋଲିସ୍

ନୂଆଦିଲ୍ଲୀ: ୭ ମାସ ହେଲା କୋମାରେ ଥିଲେ ବ୍ୟକ୍ତି। ହୋସ୍ ଆସିଲା ପରେ ଦେଖିଲା ବେଳକୁ ପାଖରେ ଗରିଫ କରିବାକୁ ବସିଛି ପୋଲିସ। କାରଣ ବ୍ୟକ୍ତିଙ୍କ ବିରୋଧରେ ଲାଗିଛି ପ୍ରେମିକାକୁ ହତ୍ୟା କରିବାର ଅଭିଯୋଗ। ନିଜେ ଯୁବକ ମଧ୍ୟ ଚତୁର୍ଥ ମହଲାରୁ ପଡ଼ିଯାଇଥିଲା। ଆଉ ସେହିଦିନ ଠାରୁ ଦୀର୍ଘ ୭ ମାସ ହେବ କୋମାରେ ଥିଲା। ଆଉ ଡାକ୍ତରଖାନାରେ ତାର ଚିକିତ୍ସା କରାଯାଉଥିଲା। ଦକ୍ଷିଣ ସିଡ୍‌ନୀରେ ରହୁଥିବା ଏହି ବ୍ୟକ୍ତି ଗତ ବର୍ଷ ଜୁନ୍‌ ମାସରୁ ନିଜ […]

  • Tuesday, 27 July 2021
mask
ଚାଷୀ ନେତାଙ୍କୁ ହତ୍ୟା କରିବାର ହୋଇଥିଲା ଷଡ଼ଯନ୍ତ୍ର: ସୁପାରି କିଲରକୁ ଧରିଲେ କୃଷକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ୍‌କୁ ନେଇ ଦିଲ୍ଲୀ ବୋର୍ଡର ସିଙ୍ଘୁରରେ ଦୁଇ ମାସ ହେଲା ଚାଲିଛି କୃଷକ ଆନ୍ଦୋଳନ। ଚାଷୀ ଓ ସରକାରଙ୍କ ମଧ୍ୟରେ ଅନେକ ଥର ବୈଠକ ବସିଥିଲେ ମଧ୍ୟ ଏଯାଏ ନିଷ୍କର୍ସ ବାହାରିପାରି ନାହିଁ। କିନ୍ତୁ ଏହାରି ଭିତରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ୪ ଚାଷୀ ନେତାଙ୍କୁ ହତ୍ୟା କରିବାକୁ ଚୁକ୍ତି କରିଥିବା ମାସ୍କ ପିନ୍ଧା ଜଣେ ସନ୍ଦିଗ୍ଧକୁ ଧରିଛନ୍ତି ଚାଷୀ। ଆଗକୁ ଜାନୁଆରୀ […]

  • Tuesday, 27 July 2021
rahul-gandhi
ଜୁନରେ କଂଗ୍ରେସକୁ ମିଳିବ ନୂଆ ହାଇକମାଣ୍ଡ

ନୂଆଦିଲ୍ଲୀ: ଜୁନରେ କଂଗ୍ରେସକୁ ମିଳିବ ନୂଆ ହାଇକମାଣ୍ଡ। ଆଜି ଦିଲ୍ଲୀରେ ଅନୁଷ୍ଠିତ ଦଳର ଓ୍ୱାର୍କିଂ କମିଟି ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଦଳର ନୂଆ ସଭାପତି ନିର୍ବାଚନ ହେବ। ଆଜିର ଏ ବୈଠକରେ ଉପସ୍ଥିତ ଥିବା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମୁକୁଲ ଓ୍ୱାସନିକ୍ ଓ ପି. ଚିଦାମ୍ବରମଙ୍କ ଭଳି ବରିଷ୍ଠ ନେତାମାନେ ତୁରନ୍ତ ଦଳର ସାଂଗଠନିକ ନିର୍ବାଚନ ସପକ୍ଷରେ ଯୁକ୍ତି କରିଥିଲେ। ତେବେ ଅଶୋକ […]

  • Tuesday, 27 July 2021
Mamata Banerjee
ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ମମତା ବାନାର୍ଜୀ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ତୃଣମୂଳ କଂଗ୍ରେସ ଦ୍ୱାରା ପ୍ରକାଶିତ ପାଞ୍ଚ ଦିନିଆ କାର୍ଯ୍ୟସୂଚୀ ଅନୁଯାୟୀ ମମତା ବାନାର୍ଜୀ ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ସେହିପରି ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।

mankind pharma
କରୋନା ବିରୋଧୀ ଯୁଦ୍ଧରେ ସାମିଲ ମ୍ୟାନକାଇଣ୍ଡ୍ ଫାର୍ମା : ଦୁଇ ବର୍ଷରେ ଦାନ କଲା ୨୭୦ କୋଟି

୨୦୨୦-୨୧ରେ କରୋନାର ପ୍ରଥମ ଲହରୀ ସମୟରେ ବିଭିନ୍ନ ସ୍ଥାନରେ ୧୩୦ କୋଟି ଟଙ୍କାର ଦାନ କରିଥିଲା ମ୍ୟାନ୍ କାଇଣ୍ଡ୍ ଫାର୍ମା । ଏଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କୁ PPE କିଟ୍ ଏବଂ ଔଷଧ ମଧ୍ୟ ପ୍ରଦାନ କରିଯାଇଥିଲା ।

The Next Karnataka CM
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ କଳ୍ପନାଜଳ୍ପନା : କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ୫ପ୍ରମୁଖ ଦାବିଦାରକୁ ନେଇ ଚର୍ଚ୍ଚା

ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତୃତ୍ୱ ମିଳିତ ଭାବେ ବୈଠକ କରି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେପି ଶୀର୍ଷ ନେତୃତ୍ୱ

vijay mallya
ବିଜୟ ମାଲ୍ୟା ଦେବାଳିଆ, ଜବତ ହେବ ସମ୍ପତ୍ତି

ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବିଜୟ ହୋଇଥିବାରୁ ଏଣିକି ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସଂପତ୍ତି ଜବତ ହୋଇପାରିବ। ସଂପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ।

Assam Police
ଅନ୍ଧାଧୁନ୍ ଗୁଳିମାଡ଼ରେ ଆସାମ ପୋଲିସର ୬ଜଣ ସୁରକ୍ଷାକର୍ମୀ ସହିଦ

ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ କଥା ହୋଇଛନ୍ତି ଓ ଦରକାର ପଡ଼ିଲେ ମିଜୋରାମ ରାଜଧାନୀ ଆଇଜଲକୁ ନିଜେ ଯାଇ କଥା ହେବେ ବୋଲି କହିଛନ୍ତି। ତେବେ ଆସାମ ସରକାର ପ୍ରଥମେ, ସୀମାରୁ ପୋଲିସ ଫୋର୍ସ ସହ ଅସାମାଜିକ ତତ୍ୱଙ୍କୁ ଅପସାରଣ କରିବାକୁ ଦାବି କରିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ।

congress
“ସ୍କୁଲ ଖୋଲିଲ କିନ୍ତୁ ସୁରକ୍ଷା ବ୍ୟବସ୍ଥା କରିବ କିଏ”

ତେଣୁ କାଳବିଳମ୍ବ ନକରି ଯଥାଶୀଘ୍ର ଟିକାକରଣ କରାଯିବାକୁ କଂଗ୍ରେସ ଦାବି କରିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ାକୁ କଂଗ୍ରେସ ସ୍ୱାଗତ କରୁଛି କିନ୍ତୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ପ୍ରତି ସରକାର ଦୃଷ୍ଟି ଦେଇନାହାନ୍ତି ଯାହାକୁ ନେଇ କଂଗ୍ରେସ ଚିନ୍ତାବ୍ୟକ୍ତ କରୁଥିବା ଦଳୀୟ ନେତା କହିଛନ୍ତି।

maharashtra rain
ବର୍ଷା ନେଲାଣି ୧୫୦ ଜୀବନ: ଆହୁରି ବଢିବାରେ ମୃତକଙ୍କ ସଂଖ୍ୟା

କେବଳ ରାୟଗଡ଼ ଜିଲ୍ଲାରେ ୬୫ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ଆଉ ପୂରା ମହାରାଷ୍ଟ୍ରରେ ୧୫୦ ଲୋକଙ୍କ ଜୀବନ ଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ବେସରକାରୀ ହିସାବରେ ଏହାର ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ବରଂ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାଖାପାଖି ୫୦ ଜଣ ଆହତ ମଧ୍ୟ ହୋଇଛନ୍ତି।

Yediyurappa
କୌଣସି ବିଜେପି ନେତା ୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇପାରିନାହାନ୍ତି କର୍ଣ୍ଣାଟକରେ: ଜାଣନ୍ତୁ ପୂରା ଘଟଣା...

ଏସ୍‌  ନିଜଲିଙ୍ଗପ୍ପା (୧୯୬୨-୬୮),ଡ଼ି ଦେବରାଜ ଉର୍ସ (୧୭୭୨-୧୯୭୭) ଏବଂ ସିଦ୍ଧରମେୟା(୨୦୧୩-୨୦୧୮) ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନେ ସମସ୍ତେ କଂଗ୍ରେସର ନେତା ଥିଲେ କିନ୍ତୁ ଜେଡ଼ିଏସ୍‌ କିମ୍ବା ବିଜେପିର କୌଣସି ନେତା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିଜର କାର୍ଯ୍ୟକାଳ ସମାପନ କରିନାହାନ୍ତି

dharmendra pradhan
କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏଠାରେ କହିରଖୁଛୁ ଯେ, ଉଷ୍ମ ହେବାରେ ଲାଗିଛି କର୍ଣ୍ଣାଟକ ରାଜନୀତି। ଆଜି ବିଧିବଦ୍ଧ ଭାବରେ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କୁହାଯାଉଛି, ଏଥର ଜଣେ ଯୁବବର୍ଗଙ୍କ ହାତରେ ଦାୟିତ୍ୱ ଦିଆଯିବ। ବିଜେପି ଦଳର ରାଷ୍ଟ୍ର ନେତା ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ୍‌ ଶାହା ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ରୁଦ୍ଧଦ୍ୱାର ବୈଠକ କରୁଥିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।