• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhabanipur Bypoll

Mamata Banerjee
ଦିଦିଙ୍କ ବିପୁଳ ବିଜୟ

ପଶ୍ଚିମବଙ୍ଗ ଭବାନୀପୁର ଆସନରୁ ବିପୁଳ ଭୋଟ୍‌ରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଜିତିଛନ୍ତି। ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଥିଲେ ମମତା ବାନାର୍ଜୀ ।

West Bengal chief minister Mamata Banerjee
ଭବାନୀପୁର ସିଟ୍‌ରେ ଆଗୁଆ ଅଛନ୍ତି ମମତା ବାନାର୍ଜୀ

ଫୋକସ୍‌ରେ ଭବାନୀପୁର । ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ଭବାନୀପୁର ବିଧାନସଭା ଆସନ ନେଇ ଭୋଟ୍ ଗଣନା ଚାଲିଛି । ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ଲିଡ୍‌ରେ ଅଛନ୍ତି । ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଅଛନ୍ତି ମମତା ବାନାର୍ଜୀ ।

Mamata Banerjee,
ଭବାନୀପୁର ସିଟ୍ ନେଇ ଟିଏମସିର ଦୃଢ଼ୋକ୍ତି : ’୫୦ ହଜାର ଭୋଟ୍‌ରେ ବିଜୟୀ ହେବେ ମମତା ବାନାର୍ଜୀ’

ବିପୁଳ ଭୋଟରେ ବିଜୟୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ? ଭବାନୀପୁର ସିଟ୍‌ରୁ ବିଜୟ ହାସଲ କରିବା ମମତା ବାନାର୍ଜୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଦୃଢ଼ୋକ୍ତି କରିଛି ଟିଏମସି ।

Bhabanipur Bypoll
ଭବାନୀପୁରରେ ସମ୍ମାନର ଲଢ଼େଇ : ମମତା ଓ ପ୍ରିୟଙ୍କାଙ୍କ ମଧ୍ୟରେ କଡ଼ା ଟକ୍କର

ତେବେ ଭୋଟିଂ ଆରମ୍ଭରୁ ହିଁ ଭବାନୀପୁରରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପିର ପ୍ରିୟଙ୍କା ଟିବରେୱାଲ ଟିଏମସି ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିଧାୟକ ମଦନ ମିତ୍ର ଭୋଟିଂ ମେସିନକୁ ଜବରଦସ୍ତ ବନ୍ଦ କରିଦେଇଛନ୍ତି, ବୁଥ କ୍ୟାପଚର୍ କରିବାକୁ ପାଇଁ ଉଦ୍ୟମ କରାଯାଉଛି । କାରଣ ଲୋକମାନେ ଭୋଟ୍ ଦେଲେ, ସେମାନଙ୍କ ଇଚ୍ଛା ଅନୁସାରେ ଫଳାଫଳ ମିଳିବ ନାହିଁ ।