• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Divyang Students Of Ravenshaw College Lead Miserable Life, Seek Assistance
ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ୍ ନାହିଁ, ବସ୍ତିରେ ରହୁଛନ୍ତି, ଆହାର କେନ୍ଦ୍ରରେ ଖାଉଛନ୍ତି

ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ ନାହିଁ। ସେମାନେ ମଧ୍ୟ ଏତେ ଗରିବ ଯେ, ସେଥିପାଇଁ ପଇସା ନାହିଁ। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ୩ ଜଣ ଦିବ୍ୟାଙ୍ଗ ଛାତ୍ର ଏବେ ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି ଏବଂ ଅନେକ ସମୟରେ ସରକାର ଖୋଲିଥିବା ଆହାର କେନ୍ଦ୍ରରେ ଖାଉଛନ୍ତି।

US-China Moon mission
ଚନ୍ଦ୍ରକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ଦୌଡ଼

ମହାକାଶକୁ ନେଇ ବର୍ତ୍ତମାନ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି। ଚନ୍ଦ୍ରକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଜାଣନ୍ତୁ ଋଷ କାହା ପକ୍ଷରେ?

In wedding shoot bride and groom pose in coffins
ପ୍ରି-ୱେଡିଂ ଫଟୋସୁଟ୍‌ରେ ମଶାଣିର ଭୟଙ୍କର ଚିତ୍ର

ବିବାହ ଏକ ଶୁଭକାମ ହୋଇଥାଏ। ଏନେଇ ଏହା ସହିତ ଜଡିତ ସବୁ କାମକୁ ସକାରାତ୍ମକ ଭାବେ କରାଯାଏ। କିନ୍ତୁ ଜଣେ ଦମ୍ପତି ଏମିତି କିଛି କରିଛନ୍ତି ଯାହା ଅମଙ୍ଗଳର ସୂଚନା ଦିଏ।

Couple met on a course trying to save their marriages
ସଂପର୍କରେ ଦ୍ୱିତୀୟ ସୁଯୋଗ ଚମକେଇ ପାରେ ଜୀବନ

ସଂପର୍କରେ ତେରୀମେରୀ ହେଲେ ପରସ୍ପର ଠାରୁ ଅଲଗା ହେବା ତ ଭଲ କଥା। କିନ୍ତୁ ଏହା ପୂର୍ବରୁ ଆଉଥରେ ସୁଯୋଗ ଦେବା ବୁଦ୍ଧିମାନର କାମ। ଏହା ହୁଏତ ସଂପର୍କକୁ ଚମକେଇ ପାରେ।

Covid Hospital
ଅତ୍ୟଧିକ ଫି ଦାବି କରିପାରିବେନି ପ୍ରାଇଭେଟ୍‌ ହସ୍ପିଟାଲ: କେନ୍ଦ୍ର

ସଂକ୍ରମଣର ଦ୍ରୁତ ଗତିକୁ ଦେଖି ହସ୍ପିଟାଲ ଆଡମିଶନ ମଧ୍ୟ ବଢିପାରେ ବୋଲି ଆଶଙ୍କା

RAIN THREAT  in Odisha
ଅମଳବେଳକୁ ମାଡ଼ି ଆସୁଛି ଅଦିନିଆ ବର୍ଷା

ଆଗକୁ ରହିଛି ଅଦିନିଆ ବର୍ଷା। ଚିନ୍ତାରେ ପଡିଗଲେଣି ଚାଷୀ। ମଣ୍ଡିଗୁଡ଼ିକ ପଡିଛି ଖୋଲାମେଲା ଅବସ୍ଥାରେ। କ୍ଷେତରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଅମଳ ଫସଲର ସୁରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ।

Cabinet Meeting
ବଢିଲା ସରକାରୀ ଚାକିରି ପାଇଁ ବୟସ ସୀମା

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି

  • Monday, 10 January 2022
Water is hot even without fire
ବିନା ନିଆଁରେ ବି ଗରମ ହେଉଛି ପାଣି

ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରେ । ଏହିଭଳି ରହସ୍ୟ ରହିଛି ତୁର୍କୀର ପମୁକ୍କଲେ ପାହାଡରେ । ଏଠାରେ ପ୍ରାକୃତିକ ଭାବେ ଏକ ସ୍ୱିମିଙ୍ଗ ପୁଲ୍‌ ନିର୍ମିତ ହୋଇଛି, ଯାହା ନିଜର ସୁନ୍ଦରତା ସହ ଲୋକମାନଙ୍କର କୌତୁହଳର ବିଷୟ ହୋଇ ରହିଛି । ‌ଆଉ ଏହି କୌତୁହଳର କାରଣ ଏହି ପୁଲର ଏକ ଝରଣା ‌ଆକାରର ବୋହିଥାଏ । ‌ଆଉ ଏହି ଝରଣାର ପାଣି ଆପେ ଆପେ ଗରମ ହୋଇଯାଏ । ହେଲେ କିଭଳି ଏପରି ହୁଏ ?

Argue with House Owner
ଘର ଦେଲେ ପ୍ରଧାନମନ୍ତ୍ରୀ, ତୁମେ କାଇଁ ମାରୁଛ ମୁଖ୍ୟମନ୍ତ୍ରୀଙ୍କ ଫଟୋ

କାହିଁକି ପୋଷ୍ଟର ଲଗାଉଛ ବୋଲି ଘର ମାଲିକଙ୍କ ପୁଅ ପ୍ରଶ୍ନ କରିଥିଲେ।

Mask Up Better, Or Pay Rs 500 Fine - BMC To Bhubaneswar Residents
ନିୟମ ଭାଙ୍ଗିଲେ ୫୦୦ଟଙ୍କା ଗଣିବ

ଏଥର ରାଜଧାନୀରେ କଡାକଡି ନିୟମ। ଘରୁ ବାହାରିଲେ ସଠିକ୍ ଢଙ୍ଗରେ ମାସ୍କ ନପନ୍ଧିଥିଲେ ଗଣିବେ ୫୦୦ ଟଙ୍କା ଜରିମାନା।

Sumit\'s father went to the High Court
ସୁମିତଙ୍କ ବାପା ଗଲେ ହାଇକୋର୍ଟ, ଟାର୍ଗେଟରେ ଏଥର ପୋଲିସ୍ ଆଉ ପବ୍ଲିକ୍

ସୁମିତ୍ ଆଉ ତପସ୍ୱିନୀ ମାମଲା ପ୍ରତିଦିନ ନେଉଛି ଏକ ନୂଆ ମୋଡ। ସୁମିତଙ୍କ ବାପା ଏବେ ହାଇକୋର୍ଟ ଦ୍ୱାରସ୍ଥ। ଟାର୍ଗେଟରେ ଏଥର ପୋଲିସ୍ ଆଉ ପବ୍ଲିକ୍। ଫୋକସରେ ସେଦିନ ଗେଟ୍ ଭାଙ୍ଗି ଜବରଦସ୍ତ ଏଣ୍ଟ୍ରି

Creative Ways For Spread Awareness About COVID – 19
ମାସ୍କ ନ ପିନ୍ଧିଲେ ସାଙ୍ଗରେ ନେଇଯାଉଛନ୍ତି ଯମରାଜ୍‌

ସହରରେ ବୁଲୁଛନ୍ତି ମୃତ୍ୟୁର ଦେବତା ଯମ । ସାଥିରେ ଅଛନ୍ତି ଚିତ୍ରଗୁପ୍ତ ଏବଂ ନାରଦ । କରୋନା ସଂକ୍ରମଣ ହାରରେ ରୋକ ଲଗାଇବା ପାଇଁ ଦୋକାନ ବଜାର ବୁଲି ବୁଲି ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି ।

father of sumeet sahoo
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ

୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଛନ୍ତି।

Creative Ways For Spread Awareness About COVID – 19
ସହରରେ ବୁଲୁଛନ୍ତି ଯମରାଜ୍‌,ମାସ୍କ ନ ପିନ୍ଧିଲେ ସାଙ୍ଗରେ ନେଇଯାଉଛନ୍ତି

ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି । ବରଗଡ଼ ସହରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

No Use Of Smart Cycle Track In Bhubaneswar
ସ୍ମାର୍ଟ ସିଟିର ସ୍ମାର୍ଟ ବ୍ୟବସ୍ଥା, ହେଲେ କାମକୁ ନୁହଁ

ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ୍ ଟ୍ରାକ୍। ସ୍ମାର୍ଟ ସିଟିରେ ସାଇକେଲିଂକୁ ପ୍ରୋତ୍ସାହନ ଦେବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଗୋ ଗ୍ରୀନ୍‌ ଯୋଜନାରେ ତିଆରି କରିଛି ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ୍ । ହେଲେ ଏବେ ଏହା ଆଉ କାହା କାମରେ ଲାଗୁ ନାହିଁ ।

Travel From USA to Return Money Owed
ବାକିରେ ଖାଇଥିଲେ ବାଦାମ,୨୫ ଟଙ୍କା ଫେରାଇବା ପାଇଁ ୧୧ ବର୍ଷ ପରେ ଆମେରିକାରୁ ଆସିଲେ ଆନ୍ଧ୍ର,ଦେଲେ ୨୫ ହଜାର

ପାଖରେ ଟଙ୍କା ନଥିବାରୁ ବାକିରେ ୨୫ ଟଙ୍କାର ବାଦାମ କିଣିଥିଲେ। ୧୧ ବର୍ଷ ପରେ ଭାଇଭଉଣୀ ବାକି ଟଙ୍କା ପରିଶୋଧ କରି ମାନବିକତାର ପରିଚୟ ଦେଇଛନ୍ତି। ଆମେରିକାରୁ ଆସିଲେ ଓ ଦେଲେ ୨୫ ହଜାର ଟଙ୍କା ।

bamboo bridges
ସାହା ଭରସା ପାଲଟିଛି ଏକମାତ୍ର ବାଉଁଶ ପୋଲ

ଗଜପତି ଆର.ଉଦୟଗିରି ବାଦପୁର ଗ୍ରାମବାସୀଙ୍କ ସମସ୍ୟା ବଢି ବଢି ଚାଲିଛି । ଗାଁ ନିକଟରେ ଥିବା ଘୋଡାହାଡ ନଦୀରେ ପୋଲ ନଥିବାରୁ ବର୍ଷ ବର୍ଷ ଧରି ୩ଟି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

No Use Of Smart Cycle Track In Bhubaneswar
ଏଇଠି ଯୋଜନା ମାଳମାଳ କିନ୍ତୁ କାର୍ଯ୍ୟକାରୀ ହୁଏ ପୂରା ଦୁର୍ବଳ

ଏଇଠି ଯୋଜନା ମାଳମାଳ କିନ୍ତୁ କାର୍ଯ୍ୟକାରୀ ହୁଏ ପୂରା ଦୁର୍ବଳ....ସାଇକେଲ୍ ଟ୍ରାକ୍‌ ଛାଡ଼ି ମୁଖ୍ୟ ରାସ୍ତାରେ ସାଇକେଲ ଚଳାଉଛନ୍ତି ଲୋକେ, ରାସ୍ତାରେ ବାଧକ ସାଜୁଛି ଉଠାଦୋକାନ

CM Naveen Patnaik likely to review Covid19 situation in the State at 5.30 pm today Odisha
ସାଢେ ୫ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବେଲଗାମ୍‌ କରୋନା : ସାଢେ ୫ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

CM Naveen Patnaik likely to review Covid19 situation in the State at 5.30 pm today Odisha
ଆଜି ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ହେବ କି ବଡ଼ ନିଷ୍ପତ୍ତି ?

ରାଜ୍ୟରେ ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିପାରନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହି ପରିସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ କୋଭିଡ କଟକଣା ମଧ୍ୟ ଜାରି କରିଛନ୍ତି ।

  • Monday, 10 January 2022
  • Odisha
Excise Dept Destroys Litres Of Country Liquor In Cuttack
ଗଛ ଉପରେ ଥିଲା ଦେଶୀ ମଦ

ତୁମ ବୁଦ୍ଧିକୁ ଶହେ ସଲାମ : ଅବକାରୀ ବାବୁଙ୍କୁ ଡରି ଗଛ ଉପରେ ଲୁଚାଯାଇଥିଲା ଦେଶୀ ମଦ, ଆଉ ତା'ପରେ ହେଲା କଣ?

police seized liqiour
ଚୋର ଡାଳେ ଡାଳେ ଗଲେ ପୋଲିସ୍‌ ପତ୍ରେ ପତ୍ରେ, ଦେଶୀ ମଦ ପାଇଁ ଗଛରେ ଚଢ଼ିଲେ ପୋଲିସ୍‌

ଘଞ୍ଚ ଜଙ୍ଗଲରେ ଗଛ ଉପରେ ରଖାଯାଇଥିଲା ଦେଶୀ ମଦ ଓ ପୋଚ୍‌। ହେଲେ ଚୋର ଡାଳେ ଡାଳେ ଗଲେ ପୋଲିସ୍‌ ପତ୍ରେ ପତ୍ରେ ଭଳି ଯାଇ ରେଡ୍‌ କରିଥିଲା।

Self-Sufficient Blind Man
ଦିବ୍ୟାଙ୍ଗ ହେଲେ ବି ସ୍ୱାବଲମ୍ବୀ: ସମାଜରେ ପରିଚୟ ସୃଷ୍ଟି କରିବା ଲାଗି ଅଣ୍ଟା ଭିଡିଛନ୍ତି ଏହି ଦିବ୍ୟାଙ୍ଗ

ଜନ୍ମରୁ ଦୃଷ୍ଟିହୀନ, ସଂସାରର ଭଲ-ମନ୍ଦ ଦେଖିପାରୁନଥିଲେ ମଧ୍ୟ ସେମାନେ ସ୍ୱାବଲମ୍ବୀ । ନିଜ ଗୋଡରେ ନିଜେ ଠିଆ ହୋଇଛନ୍ତି । ନିଜ ହାତରେ ଧୂପକାଠି ମଧ୍ୟ ତିଆରି କରୁଛନ୍ତି । ତେବେ ଆସନ୍ତୁ ଭେଟିବା ସେଭଳି କିଛି ଦିବ୍ୟାଙ୍ଗ ମାନଙ୍କୁ ଯିଏକି ନିଜ ଦୃଢ ଆଶା ବଳରେ ଆଜି ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

Khordha Girl have amazing skills
ଗୋଟିଏ ସମୟରେ ଦୁଇ ହାତରେ ଲେଖି ରେକର୍ଡ କଲେ ମୁସକାନ, ୫ ଭାଷାରେ ଅଛି ଦକ୍ଷତା

ଗୋଟିଏ ସମୟରେ ଦୁଇ ହାତରେ ଲେଖି ରେକର୍ଡ କଲେ ମୁସ୍‌କାନ। ଗୋଟିଏ ଟାଇମ୍‌ରେ ସିଧା ଏବଂ ଓଲଟା ଲେଖି ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ କଲେ...ଏମିତି ବିରଳ ପ୍ରତିଭା ପାଇଁ ଅନେକ ଥର ସମ୍ବର୍ଦ୍ଧିତ ମଧ୍ୟ ହେଲେ...ଦେଖନ୍ତୁ ସେହି ଭିଡ଼ିଓ

Humans could live about 200 years old
ଶତାବ୍ଦୀର ଶେଷ ସୁଦ୍ଧା ମଣିଷ ପାଖାପାଖି ୨୦୦ ବର୍ଷ ବଞ୍ଚିବ

ମଣିଷର ଜୀବନ ସରିଯାଏ କିନ୍ତୁ ସରେନି ସ୍ୱପ୍ନ। ଜୀବନର ସ୍ୱଳ୍ପତା ହେତୁ ମଣିଷ ପୂରଣ କରିପାରେନି ଦେଖୁଥିବା ସ୍ୱପ୍ନକୁ। ଥରେ ଭାବନ୍ତୁ ତ ଯଦି ମଣିଷର ବୟସ ୨୦୦ ହୋଇଯାଏ ତେବେ କେମିତି ହେବ?