• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ravenshaw College

There are many basic problems in odisha Why sudden ravenshaw issue
ଅନେକ ମୌଳିକ ସମସ୍ୟା ଥାଉ ଥାଉ ଅଚାନକ ରେଭେନ୍ସାକୁ ନେଇ ଏତେ ଚର୍ଚ୍ଚା କାହିଁକି…

ଓଡିଶାର ସର୍ବପୁରାତନ ଦେଢଶହ ବର୍ଷର ଶିକ୍ଷାନୁଷ୍ଠାନ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିତର୍କର ଆହ୍ୱାନ ଦେବା ପରେ ପ୍ରତିବାଦର ନିଆଁ ପ୍ରତିଫଳିତ ହୋଇଛି! ମହୁଫେଣାକୁ ଟେକା ଟିଏ ଫିଙ୍ଗିଲା ମାତ୍ରେ ଭଁ ଭଁ ହୋଇ ମହୁମାଛି ଚାରିଆଡେ ଛାଇଗଲା ଭଳି ଅଚାନକ ଝଡ ସୃଷ୍ଟି ହୋଇଛି ।

Ravenshaw
କିଏ ଏହି ରେଭେନ୍ସା ?

T.E.Ravenshaw. ବା ଟମାସ୍ ଏଡଵାର୍ଡ ରେଭେନ୍ସା । ଯାହାଙ୍କ ପାଇଁ କଟକ ମାଟିରେ ଠିଆ ହୋଇଛି ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ବ ବିଦ୍ୟାଳୟ । ଆଗାମୀ ଦିନରେ ଏହାର ନାମ ପରିବର୍ତ୍ତନ କରାଯିବ କି ନାହିଁ ତାକୁ ନେଇ ଏବେଠାରୁ ତର୍ଜମା ଆରମ୍ଭ ହୋଇଛି । କାରଣ ସ୍ବାୟତ୍ବ ଶାସନ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗରୀମାମୟ ବିଶ୍ବ ବିଦ୍ୟାଳୟର ନାମ ପରିବିର୍ତ୍ତନ ହେବା ଉଚିତ୍ କି ନୁହେଁ ବୋଲି ଓଡ଼ିଶାବାସୀଙ୍କ ଆଗରେ ପ୍ରଶ୍ନଟିଏ ଠିଆ କରିଛନ୍ତି ।

Divyang Students Of Ravenshaw College Lead Miserable Life, Seek Assistance
ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ୍ ନାହିଁ, ବସ୍ତିରେ ରହୁଛନ୍ତି, ଆହାର କେନ୍ଦ୍ରରେ ଖାଉଛନ୍ତି

ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ ନାହିଁ। ସେମାନେ ମଧ୍ୟ ଏତେ ଗରିବ ଯେ, ସେଥିପାଇଁ ପଇସା ନାହିଁ। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ୩ ଜଣ ଦିବ୍ୟାଙ୍ଗ ଛାତ୍ର ଏବେ ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି ଏବଂ ଅନେକ ସମୟରେ ସରକାର ଖୋଲିଥିବା ଆହାର କେନ୍ଦ୍ରରେ ଖାଉଛନ୍ତି।