ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏଠାରେ ହିଁ ନେତାଜୀଙ୍କ ଏକ ପ୍ରତିମୂର୍ତ୍ତି ଖୁବ୍ ଶୀଘ୍ର ସ୍ଥାପିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…
ଜେନେରାଲ ସର୍ଜନ ଓ ବିଶେଷଜ୍ଞ (ଜେନେରାଲ ମେଡିସିନ୍) ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛି ଏନ୍ଟିପିସି ଲିମିଟେଡ୍। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଅନ୍ଲାଇନ୍ରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ…
ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ପ୍ରତିବାଦ କରାଯିବ । ୩ ଦିନ ପାଇଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ସରକାରୀ କର୍ମଚାରୀ ।
ଚାଷୀଙ୍କ ମୁହଁରେ ଫୁଟିଲା ହସ। ପନିପରିବା, ଫୁଲ ଓ ଫଳର ସୁରକ୍ଷାକୁ ନେଇ ଚାଷୀ ପୂରା ବିନଦାସ୍। ଚାଷୀଟିଏ ତା ଜିନିଷକୁ ଶୀତଳ ଭଣ୍ଡାରରେ ମାସେ ରଖୁ କି ୧୫ ଦିନ। ତାକୁ କିଲୋ ପିଛା ଏକ ଟଙ୍କା ହିଁ ଦେବାକୁ ପଡ଼ିଛି। ଜାଣନ୍ତୁ କେଉଁଠି କେମିତି ମିଳୁଛି ଏ ସୁବିଧା...
ସବୁଦିନେ ମସଲା ଖାଉଛନ୍ତି। ପାଟିକୁ ସ୍ପାଇସରୁ ମୁକ୍ତି ଦେବା ପାଇଁ କିଛି ମିଠା ହୋଇଯାଉ। ଏଥି ପାଇଁ ଆଜି ଘରେ ହିଁ ତିଆରି କରନ୍ତୁ କଦଳୀରେ ତିଆରି ଗୋଲାପ୍ ଜାମୁନ୍। ପରିବାର ସହ ମିଶି ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆଇବାକୁ ଦିଅନ୍ତୁ..
ବିଧାୟକ ହେବାର ୨ ବର୍ଷ ପରେ ଦେଖା ମିଳିଲା। ତାତିଲେ ଲୋକେ। ଦଶପଲ୍ଲା ବିଧାୟକଙ୍କୁ ଉପରେ ଖୁବ ବର୍ଷିଲେ। ସାରି ଦେଲେ ସବୁ ଦିନର ରାଗ। ଆଉ କହିଲେ ଏମିତି କଥା ଯାହାକୁ ଆପଣ ଶୁଣିବା ଜରୁରୀ...
ଗାଁଠୁ ପଡା ସବୁଠି ପଞ୍ଚାୟତ ନିର୍ବାଚନ। କାହାକୁ ଦେବା ଭୋଟ। କେଉଁଠି ଉଡୁଛି ନୋଟ୍। କେଉଁଠି ହେଉଛି ଭୋଜି। କେଉଁଠି ବଣ୍ଟା ଯାଉଛି ମାଲ୍। ଏସବୁ ଦେଖି ପାଇଁ ଗାଁ ଗାଁ ବୁଲୁଛନ୍ତି ସର୍କସର ନନା...
ହଠାତ ପହଂଚିଗଲେ ତହସିଲଦାର ଓ ପୋଲିସ। କହିଲେ ଗୋଦାମ ଖୋଲ। ଆଉ ନିଜ ଆଖିଲେ ଯାହା ଦେଖିଲେ, ତାହାକୁ ଦେଖି ହୋଇଗଲେ ତାଜୁବ୍। ବସ୍ତାଏ ନୁହେଁ, ଗୋଦାମରେ ରହିଥିଲା ପିଲାଙ୍କ ଖାଇବା ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ.
ନିର୍ମାଣଧୀନ ବେସରକାରୀ କୋଠାରୁ ୫୬୪ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଜବତ ହୋଇଛି। ପ୍ରଶାସନ ପକ୍ଷରୁ ଏହି କୋଠାକୁ ସିଜ୍ କରାଯାଇଛି।
ବିବାହ ହେଉଛି ଦୁଇଟି ହୃଦୟର ମିଳନ। ହେଲେ ଆମେ ଆଜି ଆପଣଙ୍କୁ ଯେଉଁ ବିବାହ ଦେଖାଇଛୁ ତାହା ଅନ୍ୟ ବିବାହ ଠାରୁ ପୁରା ଅଲଗା। ଏହି ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା।
ନିର୍ବାଚନ ଆସିଲେ ଏମିତିକି ତରିକା ଦେଖିବାକୁ ମିଳେ। କର୍ମୀଙ୍କୁ ହାତ ଛଡା କରିବାକୁ ଚାହାଁନ୍ତିନି ନେତା। କାଳେ ଭୟ, ଛାଡି ପଲେଇବେ ସେଥି ପାଇଁ କେମିତି ମହାପ୍ରସାଦ ଛୁଆଁ ପର୍ବ ଚାଲିଛି ଆସନ୍ତୁ ଦେଖିବା...
ସୋସିଆଲ୍ ମିଡିଆରେ କରୁଛି ଟ୍ରେଣ୍ଡ। ହସପିଟାଲଠୁ ରୋଗୀ ସବୁଠି ଡୋଲୋ-୬୫୦ର ଚାହିଦା। କରୋନା ମହାମାରୀ ସମୟରେ ଡୋଲୋ-୬୫୦ ଦେଶର ସମସ୍ତ ଔଷଧ କଂପାନୀର ବିକ୍ରିକୁ ପଛରେ ପକାଇ ରେକର୍ଡ କରିଛି। ଆଉ ରାତାରାତି ଏ ମାଲିକ ହୋଇଗଲେ କୋଟିପତି। ଜାଣନ୍ତୁ ଡୋଲୋ-୬୫୦ ମେଡିସିନର ମାଲିକ କିଏ...
ଗାଁରେ ଭାଲୁ ଆତଙ୍କ । ନବରଙ୍ଗପୁର ଉମରକୋଟ ବ୍ଲକ୍ ଅନ୍ତର୍ଗତ UV-୧୧ ନାଏକଗୁଡ଼ା ଗାଁରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା । ଲୋକଙ୍କ ଗହଳି ଦେଖି ଭାଲୁଟି ଭୟରେ ନିକଟରେ ଥିବା ଏକ ନିମ୍ବ ଗଛ ଉପରେ ଚଢ଼ି ଯାଇଛି । ଗଛ ଉପରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇଛନ୍ତି ।
ଗାଁରେ ଭାଲୁ ଆତଙ୍କ । ଗଛ ଉପରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇଛନ୍ତି । ଘଟଣାସ୍ଥଳରେ ନବିଭାଗର ଏକ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଆପଣ ହ୍ୱାଟସଆପ ଗ୍ରୁପର ଆଡମିନ କି। ଯଦି ହଁ, ତାହେଲେ ଜାଣିବା ଦରକାର ଏସବୁ ନିୟମ। ନଚେତ କୌଣସି ମୁହୁର୍ତ୍ତରେ ଆପଣ ଅସୁବିଧାରେ ପଡି ପାରନ୍ତି। ଆଉ ଏସବୁ କାମ କରିବା ଆଗରୁ ଏହା ଉପରେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ।
କ୍ଷମା ମାଗିଲା ନେସ୍ଲେ ଇଣ୍ଡିଆ। ଶେଷରେ କିଟ୍କାଟ୍ ଚକଲେଟକୁ ବଜାରରୁ ଫେରାଇ ନେଲା ସ୍ୱିସ୍ କମ୍ପାନୀ ନେସଲେ ଇଣ୍ଡିଆ। ସାରା ଭାରତରେ ବିରୋଧ ପରେ ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କଂପାନୀ ନେସ୍ଲେ ଇଣ୍ଡିଆ।
କମ୍ ବୟସରେ କମାଲ୍ କଲେ ଯୁକ୍ତ ୩ ବାଣିଜ୍ୟ ଛାତ୍ର । କଟକ ପ୍ରତାପ ନଗରୀ ଅଞ୍ଚଳର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ସୁଶାନ୍ତ ରାଉତ ନିଜ ହାତରେ ତିଆରି କରିଛନ୍ତି ଏକ ସ୍ପୋର୍ଟସ୍ କାର । ଯାହାକୁ ନେଇ ଏବେ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।
ଥମୁନି ହାତୀଙ୍କ ଉପଦ୍ରବ । ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋପାଳପୁର ଗାଁର ଫକୀର ନାୟକ ବୋଲି ସୂଚନା ମିଳିଛି ।
ହ୍ୱାଟସଆପ୍ ଗ୍ରୁପ ଆଡମିନ୍ ଏସବୁ କଥା ନିହାତି ଜାଣିବା କଥା। ନଚେତ୍ କୌଣସି ସମୟରେ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ। ଏସବୁ ଭୁଲ୍ ଯଦି କରୁଥାନ୍ତି, ତେବେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ନଚେତ୍..
ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକ କରୋନା କାଳରେ ସମୟର ସଦୁପୋଯୋଗ କରି ବିଦ୍ୟାଳୟର ପରିବେଶକୁ ଅତି ସୁନ୍ଦର କରି ଗଢି ତୋଳିବା ସହିତ ଅଚଂଳ ପାଇଁ ଉଦାହରଣ ପାଳଟିଯାଇଛନ୍ତି । ଏହି ସୈାର୍ନ୍ଦଯ୍ୟଭରା ପରିବେଶକୁ ଦେଖି ଏଇ ରାସ୍ତାଦେଇ ଯାଉଥିବା ପଥିକ ମଧ୍ୟ ଘଡିଏ ଅଟକି ଯାଉଛି ଏବଂ ବାଧ୍ୟ ହେଉଛି ଫୁଳଗଛ ଓ ଏବଂ ବିଦ୍ୟାଳୟ ସହିତ ଗୋଟିଏ ଫଟୋ ଉଠାଇବା ପାଇଁ
ସେ ଯୁକ୍ତ ୩ ବାଣିଜ୍ୟ ଛାତ୍ର। ୟୁଟ୍ୟୁବ ଦେଖି ନିଜ ହାତରେ ତିଆରି କଲେ ଏକ ସ୍ପୋର୍ଟସ କାର। ଯାହାକୁ ନେଇ ଚାରିଆଡ଼େ ତାଙ୍କ ଚର୍ଚ୍ଚା। ଏବେ ଜାଣନ୍ତୁ ସେ କିଏ? କାହିଁକି ଏମିତି କାର୍ ତିଆରି କରିବାକୁ ହେଲା ମନ?
ସେ ଥିଲେ ଭାରତ ମାଆର ବୀରପୁଅ। ଯାହାଙ୍କ ନାଁ ଶୁଣିଲେ ଥରହର ହେଉଥିଲେ ଇଂରେଜ। ଯୁଦ୍ଧ କରିବା ତ ଦୂରର କଥା ତାଙ୍କ ନାଁ କାନରେ ପଡିଲେ ପଛେଇ ପଛେଇ ଧାଉଁଥିଲେ ଗୋରା ସାହେବ। ଆମେ କହୁଛୁ ଭାରତର ସେହି ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ତଥା ସାରା ବିଶ୍ଵରେ ନେତାଜୀ ଭାବେ ପରିଚିତ ସୁଭାଷ ଚନ୍ଦ୍ର ବୋଷଙ୍କ କଥା। ସେହି ବିସ୍ମୟ ବିଦ୍ରୋହୀ ସଂଗ୍ରାମୀଙ୍କୁ ‘ଓଟିଭି’ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି…
ଏହି ଆପ୍ରେ ଆପଣ ଗ୍ୟାସ୍ ବୁକିଂ କଲେ ୫୦ ଟଙ୍କା କମ୍ରେ ମିଳିବ ଗ୍ୟାସ୍। ତେବେ ଜାଣନ୍ତୁ କେମିତି ଓ କେଉଁ ଆପ୍ରେ ବୁକିଂ କରିବେ ଗ୍ୟାସ୍.
ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ । ୨୩ ଜାନୁଆରି ୧୮୦୯ରେ ଜନ୍ମଗ୍ରହଣ କରିଥିବା ବୀର ସୁରେନ୍ଦ୍ର ସାଏ ୨୮ ଫେବ୍ରୁଆରି ୧୮୮୪ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଇଂରେଜଙ୍କ ବିରୋଧରେ ସ୍ୱାଧିନତା ଆନ୍ଦୋଳନରେ ସକ୍ରିୟ ଭୂମିକା ନିଭାଇଥିଲେ ସୁରେନ୍ଦ୍ର ସାଏ ।
ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଲାଗି ସଜେଇ ହୋଇଛି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟ । ଲଳିତ ଏକାଡେମୀ ପକ୍ଷରୁ ବଛା ବଛା ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ପ୍ରସ୍ତୁତି ସରିଛି । କିଏ ନେତାଜୀଙ୍କ ବିଦେଶ ଗସ୍ତକୁ ଭାସ୍କର୍ଯ୍ୟ କଳା ମାଧ୍ୟମରେ ପ୍ରଦର୍ଶିତ କରିଛି, ତ ଆଉ କିଏ ସ୍ୱାଧୀନତା ସଂଗ୍ରାମକୁ ପ୍ରତିଫଳିତ କରିଛି ।