ବର୍ଷକ ଭିତରେ ଚାଲିଗଲା ୨ ଜୀବନ । ପ୍ରଥମେ ୮ ମାସ ତଳେ ଶ୍ୱଶୁର ଆଉ ଏବେ ସ୍ୱାମୀ ଚାଲିଗଲେ । ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଗ୍ରାମରକ୍ଷୀ ସିଏଚ୍ ଶେସା ରାଓଙ୍କ ପରିବାରରେ ଏବେ ଘେରିଛି ଦୁଃଖର କଳାବାଦଲ ।
ଦୀର୍ଘ ୧୧ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ଆଖିରେ ସେ ଥିଲେ ଜଣେ ଝିଅ। କିନ୍ତୁ ୧୧ ବର୍ଷ ପରେ କୌଣସି କାରଣକୁ ତାକୁ ଚୁଟି କାଟିବାକୁ ପଡିଲା। ଏବେ ସେ ଝିଅରୁ ହୋଇଗଲେ ପୁଅ।
ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ।
ସୁସ୍ୱାଦୁ ବ୍ୟଞ୍ଜନ ଭିତରେ ପଣସ ତରକାରୀ ନିଆରା। ଏହା ଶାକାହାରୀଙ୍କ ପାଇଁ ଏକ ମାଂସର ବିକଳ୍ପ ଭାବେ କାମ କରେ। ଭାରତର ଗଳି କନ୍ଦିରେ ଏହା ପ୍ରାୟ ଦେଖାଯାଏ। ଏହା ଖୁବ ଶସ୍ତାରେ ମଧ୍ୟ ମିଳିଯାଏ। କିନ୍ତୁ ଏମିତି ଏକ ଜାଗା ଅଛି ଯେଉଁ ଗୋଟେ ପଣସକୁ ୧୬ ହଜାର ଟଙ୍କାରେ ବିକ୍ରି କରାଯାଏ।
ଷ୍ଟାଡିୟମ ପରିସରରେ ର୍ନିମାଣାଧୀନ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ।
ନିଦ ଭାଙ୍ଗିବା ବେଳକୁ ଯଦି ମୋବାଇଲ୍ଟି ହାତ ପାହାନ୍ତାରେ ନଥାଏ ତେବେ ଆମେ ଚମକି ପଡ଼ୁ । ଆଉ ହଠାତ୍ ଚିହିଁକି ଉଠି, ମୋବାଇଲ୍ ଖୋଜିବାରେ ବ୍ୟସ୍ତ ହୋଇଯାଉ ।
ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପୋଲିସ୍ କୌଣସି ପଦକ୍ଷେପ ନେଉନଥିବାରୁ ଆଜି ସୌମ୍ୟଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା ସ୍ୱାଭିମାନ ଅଞ୍ଚଳରେ ମାଟିତଳୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଟିଫିନ୍ ବୋମା, ଦେଶୀ ବନ୍ଧୁକ, ଭଙ୍ଗା ରିଭଲଭର ଆଦି ସୁରକ୍ଷାବାହିନୀ ଜବତ କରିଛନ୍ତି।
ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା...
ପୋଲିସ୍ କମ୍ୟୁନିକେସନ୍ର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଭିଜିଲାନ୍ସ ରେଡ୍ ବେଳେ ତ୍ରିନାଥ ମିଶ୍ରଙ୍କ ପାଖରୁ କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି ମିଳିଥିଲା।
ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା... ଦେଖନ୍ତୁ କେମିତି ହେଲେ ଉଦ୍ଧାର
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଲଷ୍ମୀବାରହ। କରୋନା କଟକଣା ଭିତରେ ପ୍ରଭୁଙ୍କର ଜନ୍ମଦିନ ପାଳନ କରାଯାଇଛି। ଯାଜପୁରରୁ ଆସି କେନ୍ଦ୍ରାପଡ଼ା ଆଳିରେ କେମିତି ପ୍ରଭୁ ପୂଜା ପାଇଲେ ଦେଖନ୍ତୁ ଏହି କାହାଣୀରେ
ମୁଁ ଗୀତ ଲେଖି ବାକୁ ଦେଇଥିଲି। ମୁଁ ଗୋଟାଏ କ୍ୟାଣ୍ଡିଡେଟ୍। ଠିକ୍ ନିର୍ବାଚନ ପ୍ରଚାର ତାଉ ବେଳକୁ ମୋ ବିରୋଧୀ ଗାଁ ଗାଁରେ ପ୍ରଚାର ଗୀତ ବଜେଇ ତାଉ କରିଦେଲେଣି। ଏ ଗୀତିକାର ମୋ ଗୀତ ଭୁଲ୍ କରିଦେଇଛି, ଚିହ୍ନ ବଦଳେଇ ଦେଇଛି।
ଇଲୋ ବୋଉ... ହଇରେ ନାରଣ, ଆମ ପ୍ରମିଳା ଅପା ତ କଥା କହି ଜାଣି ନାହାନ୍ତି। ନିଜ ଦଳ ପାଇଁ ଭୋଟ୍ ମାଗିଲେ ତ ମାଗିଲେ, ହେଲେ ଏଇ ମାଛ ଦଳ କିଏ କିରେ? ଶଙ୍ଖ ଭିତରେ କଣ ମାଛ ପଶିକି ଅଛି?
‘ଆମ ଦଳର ଫାଟ ସକାଶେ ଅନ୍ୟମାନେ ଫାଇଦା ଉଠାଉଛନ୍ତି। ସେଇଥି ପାଇଁ ଆମେ ହାରୁଛୁ। ଏଥିରେ ସନ୍ଦେହ ନାହିଁ!’
ଜାଣତରେ ହେଉ କି ଅଜାଣତରେ କେବେ ହେଲେ ଏପରି ଭୁଲ୍ କରନ୍ତୁନି। ଯଦି କରି ଦିଅନ୍ତି, ତେବେ ଖାଲି ହୋଇ ଯାଇଥାଏ ଆପଣଙ୍କର ସବୁ ଟଙ୍କା। ଏବେ ଜାଣି ନିଅନ୍ତୁ ସେହି ୫ ଭୁଲ୍...
ବିଜ୍ଞାନ ଆଣିଛି ଅଜବ ଖବର। ବର୍ତ୍ତମାନ ମୃତ ବ୍ୟକ୍ତିମାନେ ପୁନର୍ବାର ଜୀବିତ ହୋଇପାରିବେ। ଏହି କଥା ଶୁଣିଲା ପରେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଘୂରି ଯିବଣି। ଆପଣ ଆଶ୍ଚର୍ଯ୍ୟ ହୋଇ ଭାବୁଥିବେ ଏହା କିପରି ସମ୍ଭବ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ପରୀକ୍ଷଣ କରାଯାଉଛି।
ମାର୍କେଟ୍ରେ ଏବେ ହାଇ ଟେକ୍ ଭିକାରୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଡିଜିଟାଲ ଭିକାରୀର କାହାଣୀ। ଯିଏ କହୁଛି ଖୁଚୁରା ନାହିଁ ତାକୁ ଦେଖେଇ ଦେଉଛି ବାର୍ କୋଡ୍ ମେସିନ୍।
ଆଜି ଥିଲା ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନ। ରାତି ପାହିଲା ବେଳକୁ ଚଳଚଞ୍ଚଳ ହୋଇଯାଇଥିଲା ବଡ଼ଦାଣ୍ଡ। ସୁରକ୍ଷାକର୍ମୀଙ୍କ ତନ୍ନତନ୍ନ ଯାଞ୍ଚ୍ ଚାଲିଥିଲା। ଦିନ ପ୍ରାୟ ସାଢ଼େ ୧୦ଟା ବେଳକୁ ପହଞ୍ଚିଲା ରାଷ୍ଟ୍ରପତିଙ୍କ କାର୍କେଡ୍।
ଭୁବନେଶ୍ୱରରେ ଫେବ୍ରୁଆରୀ ୪ରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଥିଲା ୪୯ ହଜାର ୬୫୦ ଟଙ୍କା । ଏ ଭିତରେ ୨ ହଜାର ୮୦ ଟଙ୍କା ବଢ଼ି ଆଜି ପହଞ୍ଚିଛି ୫୧ ହଜାର ୭୩୦ ଟଙ୍କାରେ ।
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନରେ ଚଳଚଞ୍ଚଳ ହୋଇଯାଇଥିଲା ବଡ଼ଦାଣ୍ଡ। କଡ଼ା ସୁରକ୍ଷା ବଳୟରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କଲେ ରାଷ୍ଟ୍ରପତି। ସାଙ୍ଗରେ ଥିଲେ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଓ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ।
କିମ୍ଙ୍କ ବର୍ବରତା। ବାପାଙ୍କ ଶ୍ରାଦ୍ଧ ଦିବସରେ ବଗିଚାରେ ଫୁଟିଲାନି ଫୁଲ...ରାଗି ଗଲେ କିମ୍। ସବୁ ମାଳିଙ୍କୁ ଦେଲେ କଠୋର ଦଣ୍ଡ। ଅଖିଆପିଆ ବଗିଚାରେ ଖଟୁଛନ୍ତି ମାଳି…
ଷ୍ଟାର ପ୍ରଚାରକ ତାଲିକାରେ ୨୦ କଂଗ୍ରେସିଆଙ୍କ ନାଁ ଅଛି। କିନ୍ତୁ ନିର୍ବାଚନରେ ସେମାନଙ୍କ ଦେଖା ଦର୍ଶନ ହିଁ ନାହିଁ... କୁଆଡ଼େ ଗଲେ? କୋଉଠି ଅଛନ୍ତି ଏ କଂଗ୍ରେସିଆ ନେତା... ଶୁଣନ୍ତୁ କଣ କହୁଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା…
କର୍ମଚାରୀଙ୍କ କାମରେ ଖୁସ୍ ହୋଇଗଲେ ମାଲିକ। ଦେଇଦେଲେ ମର୍ସିଡିଜ୍ର କାର୍... ଫିତା କଟାଇଲେ, ମିଠା ଦେଇ କାର ଚାବି ଦେଲେ... ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଉଛି ଭାଇରାଲ…
ରାସ୍ତା ତିଆରି ନାଁରେ ଚୋରି କରିନେଲେ ଲକ୍ଷାଧିକ ଟଙ୍କାର ମୋରମ। ଅଭୟାରଣ୍ୟ ଭିତର ପୁଣି କୋର୍ ଏରିଆରୁ ଉଠାଇ ନେଲେ ମୋରମ୍, ଆଇନ କାନୁନ୍କୁ ଫୁ କରିଦେଲେ ସରକାରୀ ଅଧିକାରୀ…