ଗୋଲାପର ସୌନ୍ଦର୍ଯ୍ୟ ଓ ସୌରଭ ବିଶ୍ଵର ସବୁଆଡେ ବ୍ୟାପକ ଭାବେ ଆଦୃତି ଲାଭ କରିଛି । ଅଧିକାଂଶ ଗୋଲାପର ଉତ୍ପତ୍ତି ଏସିଆ ମହାଦେଶରୁ ହୋଇଛି । ବର୍ତ୍ତମାନ ଗୋଲାପ ଲଗାଇବା ପାଇଁ ଉପଯୁକ୍ତ ସମୟ । ଜଳସେଚନର ସୁବିଧା ଥିଲେ,ଏହା ସବୁ ସମୟରେ ଲଗାଯାଇପାରିବ । ତେବେ ଆଜି ଜାଣିବା ଗୋଲାପ ଚାଷ କିପରି କରାଯାଏ ।
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ମାଝି । କାମରୁ ଟିକିଏ ଫୁରସତ୍ ମିଳିଲେ, କୋଡିକୋଦାଳ ଧରି ନିଜ ଚାଷ ଜମିକୁ ଚାଲି ଯାଆନ୍ତି । ତାଙ୍କର ଉଦ୍ୟମ ଯୋଗୁଁ ଏବେ ହସୁଛି ସବୁଜିମା । ଦିନେ ଚିନ୍ତା କଲେ ନିଜ ଗାଁ ପେଣ୍ଡରେନରେ ତାଙ୍କର ଅନେକ ଜମି ଅଛି । କିନ୍ତୁ ଚାଷବାସ ନ ହୋଇ ପଡିଆ ପଡୁଛି
ଛତୁ ଚାଷ ଏମିତି ଏକ ଅର୍ଗାନିକ ଚାଷ ଯାହାକୁ ଆପଣ ନିର୍ଭୟରେ କରିପାରିବେ । ଆଜି ଆମେ ଜାଣିବା କେମିତି ଅର୍ଗାନିକ ଉପାୟରେ ଆପଣ କିଭଳି ଛତୁ ଚାଷ କରିପାରିବେ । ଏଥିପାଇଁ ଆପଣଙ୍କୁ ବେଶୀ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ମାତ୍ର ୭ ହଜାର ଟଙ୍କାରେ ଆପଣ ଛତୁ ଚାଷ କରି ଭଲ ଲାଭବାନ ହୋଇପାରିବେ ।
ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ସହୃଦୟ ଓ ସ୍ନେହଭରା ଭିଡ଼ିଓ। ୟୁକ୍ରେନରେ ଫସିଥିବା ଭାରତୀୟ ଯୁବତୀ ମାଆଙ୍କୁ ମେସେଜ୍ରେ କହିଲେ, ଯୁଦ୍ଧ ବେଳେ ଏମାନଙ୍କୁ ଛାଡ଼ି ମୁଁ ଯାଇପାରିବିନି। ମୁଁ ନିଜେ ବି ଜାଣିନି ମିଜାଇଲରୁ ନିଜକୁ କେତେ ଦିନ ପର୍ଯ୍ୟନ୍ତ କରିପାରିବି ରକ୍ଷା...
କଳିଙ୍ଗରେ ଖେଳିବେ ନବୀନ ବାବୁ। ସାଙ୍ଗରେ ପୁଣି ଅଛନ୍ତି ମୁଖ୍ୟ କୋଚ୍...କଳା ପ୍ୟାଣ୍ଟ ସାଙ୍ଗକୁ ଧଳା ସାର୍ଟ ଦେଖିଲେ କିଏ କହିବ ମୁଖିଆଙ୍କୁ ୭୫ ଛୁଇଁଲାଣି ବୋଲି? ଜାଗା ମୁଣ୍ଡରେ ଶହେ ଶହେରେ ହେଲା ଖେଳ…
କଟକ ଜିଲ୍ଲା ନିଆଳୀ ବ୍ଲକ ସଡାଂଷ ପଞ୍ଚାୟତ ସୁନିନ୍ଦା ଦଣ୍ଡା ସାହିର ସଂଗ୍ରାମ ଜିତ ହାତୀ । ନିଜସ୍ୱ ଉଦ୍ୟମରେ କୁକୁଡା, ମାଛ ଓ କଦଳୀ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ୧ ଏକର ଜମିରେ ସେ କୁକୁଡା, ମାଛ ଓ କଦଳୀ ଚାଷ କରି ମାସକୁ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି ।
ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ମାଲିଡିହି ତପନ ସାହୁ । ୨ ଏକର ଜମିରେ ମଧ୍ୟପ୍ରଦେଶରୁ ସଜନା, କାଜୁ, ଆମ୍ବ ଓ ଡାଲିମ୍ବ ଚାରା ଆଣି ଲଗାଇଛନ୍ତି । ଏବେ ୪ ବର୍ଷ ହେବ ସଜନା ଛୁଇଁ ବାହାରୁଥିବା ବେଲେ ବର୍ଷକୁ ଅନ୍ୟାନ୍ୟ ପରିବା ବିକ୍ରି କରି ପାଖାପାଖି ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ଗାଁର ଗୋବର୍ଦ୍ଧନ ପ୍ରଧାନ । ରେଭେନ୍ସା କଲେଜରେ ପିଜି କରି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିଆସୁଥିଲେ। ହେଲେ ଚାଷ ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଚାକିରି ପ୍ରତି ଆକୃଷ୍ଟ କରିପାରି ନଥିଲା। କିଛି ଦିନ କାମ କରିବା ପରେ ତାଙ୍କୁ ସେଥିରେ ସନ୍ତୋଷ ମିଳିନଥିଲା
କେନ୍ଦୁଝର ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ଆଗ ଅପେକ୍ଷା ଚାଷପ୍ରତି ଲୋକଙ୍କର ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । କରୋନା ମହାମାରୀ ଯୋଗୁଁ ଲୋକେ ବାହାରକୁ ନଯାଇ ନିଜ ଅଞ୍ଚଳରେ ଚାଷବାଷ କରି ପରିବାର ପ୍ରତିପୋଷଣ କରିବାକୁ ମନସ୍ଥିର କରୁଥିବା ଦେଖାଯାଉଛି
ଅନ୍ତେବାସୀ ଛାତ୍ରାଙ୍କ ସନ୍ଦେହଜନକ ମୃତ୍ୟୁ । କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତୁଡ଼ିପାଜୁ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିବା ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି ।
ଭୟଙ୍କର ଦୁର୍ନୀତି। ରାସ୍ତାରେ ମୂଳରୁ ମାଟି ମୁଠାଏ ପଡ଼ିନି...ବିଲ କରି ଖାଇଦେଲେ ୭ ଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ
ବଉଳ ଫୁଲର ବାସ, ଚହଟଇ ଚଉପାସ। ପେନ୍ଥା ପେନ୍ଥା ଗଛ ଭର୍ତ୍ତି ଆମ୍ବ ବଉଳ, ଝରି ପଡ଼ୁଥିବା ଅଜସ୍ର କାଗେଜି ଫୁଲ। ଧୁ ଧୁ ଖରାବେଳେ ଭୁରୁଭୁରୁ ବାସ୍ନା, କେଉଁ ଏକ ଆମ୍ବ ଡାଳରେ କୋଇଲି ଗାଉଛି ବିରହର ଗୀତ। ଏବେ ଯଦି କୋରାପୁଟ ଯିବେ ସ୍ୱାଗତ କରିବ ଋତୁରାଜ ବସନ୍ତ।
ଭାଇଲୋ…ଏ ଭାଇ। ଦେଶୀ ନା ବିଦେଶୀ? ନେତାଏ ପେଟେ ପିଇବାକୁ ଦେଇଛନ୍ତି , ଆଉ ଭାଇ ବି ଜମା ଫୁରସତ ଦେଇନାହାନ୍ତି। ଏ ବ୍ୟାଗ ଭିତରେ କଣ ଅଛି କିରେ ନାରଣ? କୁକୁଡ଼ା ବୋଧହୁଏ ପଶିଛି...
ଆପଣଙ୍କ ପାଖରେ ପୁରୁଣାକାଳିଆ ଗାଡ଼ି ଅଛି କି? ଏହି ଗାଡ଼ିର ଅବସ୍ଥା ଏବେ ଭଲ ନାହିଁ କି? ଚାହୁଁଛନ୍ତି କି ଏହି ବାଇକ୍ କୁ ନୂଆ ରୂପ ଦେବା ପାଇଁ? ଖାସ୍ ସେହି କାମ ପାଇଁ ଏବେ ଚର୍ଚ୍ଚାରେ ଗଙ୍ଗା ଗ୍ୟାରେଜ। ପିଲା ଦିନୁ ଏମିତି ଷ୍ଟାଇଲ୍ ପାଇଁ ପାଗଳ ଥିବା ଗଙ୍ଗା ଏବେ ଫୁଲ୍ ଚର୍ଚ୍ଚାରେ
ଜୈବିକ ଚାଷ କହିଲେ ଆମେ କାହାରିକୁ କ୍ଷତି ପହଞ୍ଚାଇବା ବିନା ଚାଷ କାର୍ଯ୍ୟ କରିବା ହିଁ ଜୈବିକ ଚାଷ । ଆପଣ ଏଠି ଭାବୁଥିବେ ଚାଷ କାର୍ଯ୍ୟରେ ବି କ’ଣ କାହାର କେବେ କିଛି କ୍ଷତି ହୋଇଥାଏ ?
ଠିକ୍ ଏମିତି ଏକ ନିଷ୍ଠାପର ବ୍ୟକ୍ତିଙ୍କ ବିଷୟରେ ଆମେ ଆଜି ଆଲୋଚନା କରିବା । ଯିଏ କି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି । ନିଜର ଇଚ୍ଛାଶକ୍ତି ଓ ନିଷ୍ଠାପର ପରିଶ୍ରମ ଯୋଗୁଁ ଜଣେ ଚାଷୀ ଏଭଳି କମାଲ କରିଛନ୍ତି ।
ୟୁକ୍ରେନ୍ ସେନାବାହିନୀରେ ଯୋଗଦେବା ପାଇଁ ଧାଡିରେ ଠିଆ ହୋଇଛନ୍ତି ଜଣେ ୮୦ ବର୍ଷର ବୃଦ୍ଧ। ହାତରେ ଅଛି ଏକ ବ୍ୟାଗ। ତେବେ ତାଙ୍କ ବ୍ୟାଗ୍ରେ ଥିବା ଜିନିଷ ନିଶ୍ଚିତ ଭାବରେ ଆପଣଙ୍କ ଆଖିରେ ଲୁହ ଆଣିଦେବ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି, ମୁଁ ଋଷର ପ୍ରଥମ ଟାର୍ଗେଟ, ମୋ ପରିବାର ଦ୍ୱିତୀୟ ଟାର୍ଗେଟ୍ । ଏହା ଜାଣିଥିଲେ ବି ମୁଁ କିଭ୍ ଛାଡ଼ିବି ନାହିଁ । ଅନ୍ୟପକ୍ଷରେ ୟୁକ୍ରେନ ସେନା ଅସ୍ତ୍ରତ୍ୟାଗ କଲେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛି ଋଷ ।
ପେଟରେ ୯ ମାସର ଛୁଆ । ହାତରେ ଟ୍ରଲି । ଗଳିଗଳିକୁ ବୁଲୁଛନ୍ତି, ଭଙ୍ଗା ଲୁହା, ଟିଣ, ପ୍ଲାଷ୍ଟିକ, କାଗଜ ଆଦି ଗୋଟାଇ ଏଇ ଟ୍ରଲିରେ ନେଇ କବାଡ଼ିଆ ଗୋଦାମରେ ଦେଉଛନ୍ତି। ଆଉ କହୁଛନ୍ତି ଏଥିରୁ ଯେତେ ଟଙ୍କା ମୋର ରୋଜଗାର ହେବ ସେଇଥିଲେ ମୁଁ ମୋ ପିଲାକୁ ଖାଇବାକୁ ଦେବି, ପାଳି ପୋଷି ମଣିଷ କରିବି।
କଠିନ ପରିଶ୍ରମ କରି ୟୁଟୁବ ଭିଡିଓ ଦେଖି ସେ ଦେଶୀ ଯୋଗାଡ଼ କରିଛନ୍ତି । ପାଖ ପଡ଼ୋଶୀଙ୍କ ମୋବାଇଲ ଦେଖି ସେ ଏହି କୌଶଳକୁ ନିଜେ ନିଜ ବିଲରେ ପ୍ରୟୋଗ କରିଛନ୍ତି । ଏହି ଦେଶୀ ଯୋଗାଡଟିକୁ କରିବା ପାଇଁ ମହେଶ୍ୱର ବେଶି କିଛି ଯନ୍ତ୍ରପାତି ଲଗାଇ ନାହାନ୍ତି । ଖାଲି ଗୋଟେ ଟିଣ ଡ୍ରମ ଆଉ କିଛି କିଛି ପ୍ଲାଷ୍ଟିକ ପାଇପ ଲାଗିଛି
ପାଠ ବେଶି ପଢ଼ି ନାହାନ୍ତି, ପାଖରେ ପଇସା ପତ୍ର ନାହିଁ। ସେ ଗରିବ ନିମ୍ନ ମଧ୍ୟବିତ୍ତ ଚାଷୀ ଜଣେ। ହେଲେ ୟୁଟ୍ୟୁବ ଦେଖି କରିଦେଲେ କମାଲ୍। ଖଣ୍ଡେ ଟିଣ ଡ୍ରମ ଆଉ ଦୁଇ ଚାରିଖଣ୍ଡ ପାଇପରେ ତିଆରି କରିଦେଲେ ପାଣି ଉଠା ମେଶିନ୍। ଏବେ ତାଙ୍କ କ୍ଷେତକୁ ବୁଲି ଆସୁଛନ୍ତି ଲୋକେ।
ମାଆ ମରିଯିବା କଥା କହି ଆକାଉଣ୍ଟରୁ ନେଇଗଲେ ଲକ୍ଷେ ଟଙ୍କା। ପୁଣି ଫୋନ୍ କରି ନେଲେ ୧୭ ହଜାର ଟଙ୍କା...ଚାହୁଁ ଚାହୁଁ ୫ ଲକ୍ଷ ହୋଇଗଲା ଗାଏବ, ଦେଖନ୍ତୁ ତା’ପରେ ହେଲା କଣ?
ନବୀନ ବାବୁ ଆମ୍ବୁଲାନ୍ସ ଖଞ୍ଜିଦେଲେ, କିନ୍ତୁ ସେ ବୋଧେ ଜାଣି ନାହାଁନ୍ତି, ତାଙ୍କ ୨୨ ବର୍ଷର ଶାସନରେ, ଓଡ଼ିଶାର ଅଧେ ଗାଁକୁ ଆମ୍ବୁଲାନ୍ସ ଯିବା ପରି ରାସ୍ତାଟିଏ ମଧ୍ୟ ନାହିଁ। ଏ ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲାର। ଭିଡିଓ ଦେଖି ସାରିଲା ପରେ ଥରେ ଭାବନ୍ତୁ, ଯଦି ଏହି ଆମ୍ବୁଲାନ୍ସ କର୍ମଚାରୀ ନଥାନ୍ତେ, ତେବେ ଏ ଗର୍ଭବତୀଙ୍କର କ’ଣ ହୋଇଥାନ୍ତା।
ଉନ୍ନତି ପାଇଁ ଆସିଥିଲା, ପେଟରେ ପଡ଼ିଲା। ସାମ୍ନାକୁ ଆସିଲା ମହାସଂଘର ମହାଘୋଟଲା...୧୮ ଲକ୍ଷ କୁଆଡ଼େ ଗଲା ମିଳୁନି ତାହାର ହିସାବ, ହାତବାନ୍ଧି ବସିଛନ୍ତି ବିଡ଼ିଓ