• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Medicinal Plants In Odisha

ଅଁଳାର ଔଷଧୀୟ ଗୁଣ
Health Benefits Of Amla:୧୫ଟି ରୋଗ ପାଇଁ ଅଁଳାରୁ ଘରେ ପ୍ରସ୍ତୁତ କରନ୍ତୁ ମେଡିସିନ୍, ପାଚିବନି ଚୁଟି, ହେବନି ହାର୍ଟ ଆଟାକ୍

ଆପଣଙ୍କ ବାଡ଼ିରେ ଥିବା ଏହି ଗଛର ପତ୍ରଠାରୁ ଫଳ ଯାଏ ସବୁକିଛି ଔଷଧ। କେଶ ସମସ୍ୟା ରହିବନି, ହୃଦରୋଗ ଆସିବନି, ନପୁଂସକତା ଦୂରହେବ, ଆଜମା ଓ ଶ୍ୱାସରୋଗ ଉଡ଼ିଯିବ। କିନ୍ତୁ କିଛି ପଇସା ଖର୍ଚ୍ଚ ହେବନି। ପଢ଼ନ୍ତୁ ୧୫ଟି ରୋଗର ସହଜ ଆୟୁର୍ବେଦିକ ଔଷଧ ତିଆରିର ଉପାୟ।

Cultivation of medicinal plants in Odisha
ଓଡ଼ିଶାରେ ଔଷଧୀୟ ଗଛର ତ୍ଵରାନ୍ଵିତ କରିବାର ଉପାୟ

ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି । କିନ୍ତୁ ଦିନକୁ ଦିନ ଏହିସବୁ ଔଷଧୀୟ ବୃକ୍ଷ ଗୁଡିକ ନଷ୍ଟ ହୋଇଯାଉଥିବାରୁ ବର୍ତ୍ତମାନ ସ୍ଥିତିରେ ଔଷଧୀୟ ବୃକ୍ଷ ଓ ଏହାର ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ କେତେକ ଉଦ୍ୟୋଗୀର ଚାହିଦା ମେଣ୍ଟାଇବା ପାଇଁ ଏହାର କୃଷିକରଣ ଅନିବାର୍ଯ୍ୟ ହୋଇପଡିଛି ।