ନୂଆ ସମାଜ ଗଢିବା ଦରକାର। ଧନୀ, ଦରିଦ୍ରର ତାରତମ୍ୟ ରହିବା ଆଦୌ ଠିକ୍ ନୁହେଁ...ଶୁଣନ୍ତୁ ସମାଜସେବୀ କୃଷ୍ଣା ମହାନ୍ତି କଣ କହୁଛନ୍ତି..
Published: Pallipuspa Samal
Last updated: 22 March 2022, 02:17 PM IST
ଏବେ ନୁହେଁ ୧୦ ବର୍ଷ ହେଲାଣି କଂଗ୍ରେସ କମିଙ୍ଗ୍ କମିଙ୍ଗ୍ କହୁଛନ୍ତି ସୁର ଭାଇ। ହେଲେ କଂଗ୍ରେସ ଆସିବ କଣ ବରଂ ଘୁଂଚି ଘୁଚିଂ ପଳାଉଛି...୫ ରାଜ୍ୟର ବିଧାନସଭା ଫଳ ପରେ ଭାବୁଛୁ କଂଗ୍ରେସ ଆସିବ କେଉଁ ଦିଗରୁ?