ଜନ୍ମରୁ ସେ ପୋଲିଓ ରୋଗରେ ଆକ୍ରାନ୍ତ। ଦିବ୍ୟାଙ୍ଗ ହୋଇଥିଲେ ବି ପାଠ ପଢ଼ିବାକୁ ଭାରି ମନ। ଶାରୀରିକ ଅକ୍ଷମତା କାରଣରୁ ସ୍କୁଲ ଯାଇ ପାରୁ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଗଣେଶ। ଏବେ ସରକାରଙ୍କୁ ଗୁହାରି କରିଛନ୍ତି ମୋତେ ଗୋଟେ ଟ୍ରାଇ ସାଇକେଲଟିଏ ଦିଅ। ମୁଁ ସ୍କୁଲ୍ ଯିବି, ଆଉ ପାଠ ପଢିବି
Published: Pallipuspa Samal
Last updated: 22 March 2022, 12:10 PM IST
ସେ ୟୁକେଜିରେ ପଢ଼ନ୍ତି। ଯେଉଁ ବୟସରେ ଅକ୍ଷର ଚିହ୍ନିବା କଥା, ସେ ବୟସରେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ। ନିଜ ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଜାଣନ୍ତୁ କିଏ ସେହି ବିସ୍ମୟ ପିଲା ।