ମୁଁ ବିଜେଡ଼ି ଛେଳି, ତୁମ ବାଡ଼ି ପଶି। ନାରଣରେ...ମାରିଦେଲୁ...ବୁଝି ପାରୁନି କି? ଯିଏ ୟାଙ୍କୁ ଭୋଟ୍ ଦେବ ସିଏ ମତେ ଖାଇବ। ଜାଗା ମୁଣ୍ଡରେ ଖେଳ
Published: Pallipuspa Samal
Last updated: 22 March 2022, 01:06 PM IST
ଦିନକୁ ମାତ୍ର ୨ ଘଣ୍ଟା ଶୋଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନି ସଭାରେ ବଡ଼ ଖୁଲାସା କଲେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍। କହିଲେ, ୨୪ ଘଣ୍ଟା କେମିତି କାମ କରିବେ ସେନେଇ ଏକ ପରୀକ୍ଷା ଦେଉଛନ୍ତି ମୋଦି....