• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Russia Ukraine war know baba vanga prediction on Putin
ବନ୍ଧ୍ୟା ଦେଶରେ ପରିଣତ ହେବ ୟୁରୋପ, ବିଶ୍ୱର ସ୍ୱାମୀ ହେବ ଋଷ୍; ବାବା ଭେଙ୍ଗା

ଋଷ ବର୍ତ୍ତମାନ ବିଶ୍ୱକୁ ଶାସନ କରିବ କି? ଋଷ୍‌ ଆମେରିକାକୁ ଅତିକ୍ରମ କରି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ହେବ କି? ଏହି ପ୍ରଶ୍ନଗୁଡ଼ିକ ଉଙ୍କିମାରିବା ପଛରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ରହିଛି। ସେ ପୂର୍ବାନୁମାନ କରିଛନ୍ତି ଯେ ଦିନେ ଋଷ୍‌ ବିଶ୍ୱର ସ୍ୱାମୀ ହେବ।

Father  salute to the soldier son who came home from duty
ହ୍ୱିଲ୍‌ ଚେୟାରରୁ ଉଠିପଡିଲେ, ସୈନିକ ପୁଅକୁ ସାଲ୍ୟୁଟ୍ ମାରିଲେ

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଶେୟାର ହେଉଛି ଯାହା ତୁମ ଆଖିକୁ ଛଳ ଛଳ କରିଦେବ। ଏହି ଭିଡିଓରେ ଦେଖାଯାଉଛି ଯେ ହ୍ୱିଲ୍ ଚେୟାରରୁ ଉଠିପଡି ସୈନିକ ପୁଅକୁ ସାଲ୍ୟୁଟ୍ ମାରୁଛନ୍ତି ବାପା।

Woman has friendship with bird who nests in her hair
ମହିଳା ଚୁଟିରେ ବସା କରି ରହୁଥିଲା ଚଢେଇ

ଚଢେଇ ହେଇଗଲା ତାଙ୍କ ବନ୍ଧୁ। ତାଙ୍କୁ ଛାଡି ରହି ପାରିଲା ନାହିଁ। ତାଙ୍କ ଚୁଟିରେ ତିଆରି କଲା ବସା ଆଉ ସେଇଠି ରହିଲା।

Baruni Snana
'ଶ୍ରାଦ୍ଧ ଦେବାକୁ ଆସିଲେ, ତଣ୍ଟିଆ ଖାଇ ଗଲେ'

ଏ ସରକାରକୁ ଧର୍ମ ସହିବନି ଇଲେକ୍ସନ ହେବ, ବାଜା ବାଜିବ, ହେଲେ ପିଣ୍ଡ ଦେଲା ବେଳକୁ କରୋନା ଖାଇବ?

Husband Wife Death
ଭାଉଜ ସାଜିଲା ବୈରୀ ! ସଂସାର ଗଢ଼ିବା ପୂର୍ବରୁ ବିଷ ପିଇ ଜୀବନ ହାରିଲା ଦିଅର

କାନ୍ଥରୁ ବାହା ଚିତା ଲିଭିନି, ଆଉ ଗାଁ ମଶାଣୀରେ ପୁଅ-ବୋହୂଙ୍କ ଚିତା ଲାଗିଲା। ବିବାହର ମାତ୍ର ୮ ମାସ ପରେ ବିଷ ପିଇ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ । ଏଦୃଶ୍ୟକୁ ଭଲରେ ଦେଖନ୍ତୁ, କେମିତି ଏକା ସାଙ୍ଗରେ ପୁଅ-ବୋହୂଙ୍କର ଉଠୁଛି କୋକେଇ।

A conscious earth requires attention to soil : Sadhguru
ମାଟିର କ୍ଷୟ ହେଉଛି ସମସ୍ତ ଜୀବନର କ୍ଷୟ

ଦିନକୁ ଦିନ ମାଟିର ମାନ କମି କମି ଯାଉଛି। ଏହା ଭବିଷ୍ୟତ ବଂଶଧର ପାଇଁ ସତର୍କ ଘଣ୍ଟି। ଏହାକୁ ନେଇ କ’ଣ କୁହନ୍ତି ସନ୍ଥ ସଦଗୁରୁ ଆସନ୍ତୁ ଜାଣିବା…

Puri Temple
ଶ୍ରୀମନ୍ଦିରରେ ରହିଛି ୪୨ ଲକ୍ଷରୁ ଅଧିକ ଟଙ୍କାର ଅଚଳ ନୋଟ

ସଚଳ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କକୁ ଚିଠି କରାଯାଇଥିଲା । ହେଲେ ରିଜର୍ଭ ବ୍ୟାଙ୍କ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ବୋଲି ସେ କହିଛନ୍ତି ।

devotees can also visit puri temple
ଏଣିକି SBIରେ ଜମା ରହିବ ଶ୍ରୀମନ୍ଦିର କର୍ପସ ଫଣ୍ଡ ଓ ମନ୍ଦିର ଫଣ୍ଡ

ଟେଣ୍ଡରରେ ୪ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିବା ବେଳେ ଏସ୍‌ବିଆଇ ସର୍ବାଧିକ ବିଡିଂ ଡାକି ଟଙ୍କା ଜମା କରିବାର ଅଧିକାର ପାଇଛି । ଏକ ବର୍ଷ ପାଇଁ ଏହି ଟେଣ୍ଡର କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।

Budget
ଏଥର କାମଚଳା ବଜେଟରେ, କାଳିଆ ଯୋଜନା ପାଇଁ ୧୮୭୪ ଓ ମିନଶକ୍ତି ପାଇଁ ୨୦୦୦ କୋଟି

ଦେଶର ଅଭିବୃଦ୍ଧି ହାର ୭.୮% ରହିବା ଆକଳନ କରାଯାଇଛି । ଦେଶ  ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ି ୯ରୁ ୯.୨% ରହିବ ବୋଲି ମଧ୍ୟ ଆକଳନ କରାଯାଇଛି ।

Digital Teaching At Odisha Govt School
ଶିକ୍ଷକଙ୍କ ନିଆରା ଉଦ୍ୟମ, ପାଠପଢା ସହ ନାଚୁଛନ୍ତି ପିଲା

ଏମିତି ହେଲେ ସ୍କୁଲରେ ଉପସ୍ଥାନ ବଢିବ ହିଁ ବଢିବ । ଏଠି ନାହିଁ ପାଠପଢାର ବୋଝ । ସରକାରୀ ସ୍କୁଲରେ ଡିଜିଟାଲ ସହାୟତାରେ ପାଠ ପଢାଉଛନ୍ତି ପ୍ରଧାନଶିକ୍ଷକ ।

Youth Turns Millionaire After Viral Video
ଭାଇରାଲ ଭିଡିଓ କଲା ଲକ୍ଷପତି, ବାଳକ ପାଇଲେ ଗାଡ଼ି ସହ ୧୧ ଲକ୍ଷ !

ଭାଗ୍ୟ ବଦଳାଇ ଦେଲା ଭାଇରାଲ ଭିଡ଼ିଓ। ଟର୍ଣ୍ଣାଡୋରେ ଗାଡ଼ି ଭାଙ୍ଗି ଛତୁ ହୋଇଯାଇଥିଲା...ଏବେ ନୂଆ ଗାଡ଼ି ତ ପାଇଲେ ପୁଣି ୧୧ ଲକ୍ଷର ଚେକ୍‌ ବି ପାଇଲେ।

  • Wednesday, 30 March 2022
BJD Candidate Offers Money & Ask To Vote For Party
ଫୁଲମାଳ ପକାଇଲେ ଜନତା, ନୋଟ୍‌ ବଢାଇ ଦେଲେ ନେତା

ବେକରେ ମନ୍ଦାର ମାଳ ଦେଲେ ଜନତା, ପକେଟ୍‌ରୁ ଗାନ୍ଧିମୁଣ୍ଡ ବଢାଇ ଦେଲେ ନେତା। ନେତାଙ୍କ ବେକରେ ମନ୍ଦାର ମାଳ ଦେଲେ ଜନତା।

Congress MLAs create ruckus in Assembly
ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉତ୍ତରକୁ ବିରୋଧ, ଧାରଣା ଦେଲେ କଂଗ୍ରେସ ବିଧାୟକ

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଂଗ୍ରେସର ବିରୋଧ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଆସି ଗୃହରେ ଉତ୍ତର ରଖିବାରୁ କଂଗ୍ରେସ ବିରୋଧ ପ୍ରଦର୍ଶନ ସହ ହଟ୍ଟଗୋଳ କରିଛି।

jawan
ବର୍ଷେ ପରେ ଘରକୁ ଫେରିଲେ ଯବାନ, ବାଜା ବଜାଇ ବାଣ ଫୁଟାଇ ସ୍ୱାଗତ କରୁଛନ୍ତି ଗାଁ ଲୋକେ

ବର୍ଷେ ପରେ ଘରକୁ ଫେରିଛନ୍ତି BSF ଯବାନ। ବାଜା ବଜାଇ, ବାଣ ଫୁଟାଇ ବୀର ପୁଅକୁ ବୀର ମାଟିରେ କରଗଲା ସ୍ୱାଗତ। ଭାବବିହ୍ୱଳ ହେଲେ ଗାଁ ଲୋକେ। ସେପଟେ ମାଆ କହିଲେ, ସିଏ ମୋ ପୁଅ ନୁହେଁ ବରଂ ଭାରତ ମାତାର ପୁଅ

Special Story
ବିଚିତ୍ର ପାଇଖାନା... ଗୋଟିଏ ବି ରଡ୍ ନାହିଁ, ବାଉଁଶ-କାଠ ଉପରେ ପଡିଲା ଛାତ

ବିଚିତ୍ର ପାଇଖାନା... ଗୋଟିଏ ବି ରଡ୍ ନାହିଁ, ବାଉଁଶ-କାଠ ଉପରେ ପଡିଲା ଛାତ

Cyber Crime
ଡିଲରସିପ୍‌ ନେବେ ବୋଲି ସ୍ୱପ୍ନ ଦେଖୁଥିଲେ। ଲୋନ୍‌ ଆଣି ବ୍ୟବସାୟ କରିବେ କ’ଣ? ବରଂ ଆକାଉଣ୍ଟ

ଇ-ଗାଡ଼ିର ଡିଲରସିପ୍‌ ନେବାର ଦେଖୁଥିଲେ ସ୍ୱପ୍ନ। ବ୍ୟାଙ୍କରୁ କିସ୍ତି ଆଣି ମାଆଙ୍କ ନାଁରେ ବ୍ୟବସାୟ ଆରମ୍ଭ କରିବେ କ’ଣ? ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା,

Youth Critical In Arrow Attack By In Keonjhar
ମହୁଲ ତୋଳାରୁ ତୀରମାଡ଼; ଜଣେ ଗୁରୁତର

ମହୁଲ ତୋଳାରୁ ତୀରମାଡ଼ । ମହୁଲ ତୋଳିବାକୁ ନେଇ ଜଣଙ୍କୁ ତୀରମାଡ଼ ହୋଇଥିବା ସୂଚନା ମିଳିଛି । କେନ୍ଦୁଝରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

Student Drowns In River Mahanadi At Naraj
କାଳ ହେଲା ନଦୀରେ ଗାଧୋଇବା; କାଠଯୋଡିରେ ବୁଡି ଛାତ୍ର ମୃତ

କଟକ ନରାଜ କାଠଯୋଡିରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ଜଣ ସାଙ୍ଗ କଟକ ନରାଜ ବଙ୍ଗଳା ନିକଟ ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।

Asst Executive Engineer of Rural Works Sub-Division in Nayagarh - Gobinda Sahoo, under Vigilance sca
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ; ୬ ଟି ସ୍ଥାନରେ ଏକକାଳୀନ ରେଡ୍‌

ଭିଜିଲାନ୍ସ ଜାଲରେ ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଦ୍ୱାରା ରେଡ୍ କରାଯାଉଛି ।

Kangaroo Court In Malkangiri
ପ୍ରକୃତ ଦୋଷୀ ଜଣାପଡ଼ିନି, ହେଲେ ବୟସ୍କ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇ କଙ୍ଗାରୁ କୋର୍ଟରେ ଜରିମାନା

ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ। ସବୁଠାରୁ ବଡ଼ କଥା, ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଁ ଲୋକେ କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରିଥିବା ଜଣାପଡ଼ିଛି।

Bolero bike crash
ବୋଲେରୋ ବାଇକ୍ ମୁହାଁମୁହିଁ ଧକ୍କା; ୮ ଛାତ୍ରୀ ଗୁରୁତର

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣୁଥିବା ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୋନପୁର ଜିଲ୍ଲା ତରଭା-ମେଣ୍ଡା ରାସ୍ତାର ମହୁଲପାଲି ଛକଠାରେ ଏକ ବାଇକ ସହିତ ବୋଲେରୋର ଧକ୍କା ହୋବାଫଳରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୮ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି ।

Odisha Assembly
୨୦୨୧-୨୨ ବର୍ଷ ପାଇଁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ଅଭିବୃଦ୍ଧି ହାର ୧୦.୧% ଆକଳନ

ଆଜି ଆସିବ କାମ ଚଳା ବଜେଟ୍। ଏହା ପୂର୍ବରୁ ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧% ରହିବା ନେଇ ଆକଳନ କରାଯାଇଛି।

A bullet can travel 1.5 km after trigger from gun
ଏମିତି ବନ୍ଧୁକ ଯେଉଁଥିରୁ ଗୁଳି ବାହାରିଲେ ଦେଢ କିମି ଯିବ

ଏମିତି ବନ୍ଧୁକ ଯେଉଁଥିରୁ ଗୁଳି ବାହାରିଲେ ଦେଢ କିଲୋମିଟର ଦୂରକୁ ଟାର୍ଗେଟ୍‌ କରାଯାଇପାରେ। ଏହି ବନ୍ଧୁକର ବ୍ୟାରେଲ୍ ଅର୍ଥାତ୍ ଟ୍ୟୁବ୍ ବହୁତ ଲମ୍ବା। ଏହା ବିଷୟରେ ପୂରା ଜାଣିବା ନେଇ ପଢନ୍ତୁ।

War for watermelon; died thousandas soldier
ସାମାନ୍ୟ ତରଭୁଜ ପାଇଁ ହେଲା ଯୁଦ୍ଧ; ମରିଲେ ହଜାର ହଜାର ସୈନିକ

ଅନ୍ୟର ରାଜ୍ୟ ଅଧିକାର ପାଇଁ ଯୁଦ୍ଧ ହେବା ସମସ୍ତେ ଜାଣନ୍ତି। କିନ୍ତୁ କୌଣସି ଏକ ଫଳ ପାଇଁ ଯୁଦ୍ଧ ହେବା ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ଏହା ସତ ଯେ ସାମାନ୍ୟ ଏକ ତରଭୁତ ପାଇଁ ଯୁଦ୍ଧ ହେଇଛି ଆଉ ହଜାର ହଜାର ସୈନିକ ମଧ୍ୟ ମରିଛନ୍ତି।

Jungle Fire
ପୁଣି ଜଙ୍ଗଲ ନିଆଁ ତାଉ, ହୁତୁ ହୁତୁ ଜଳୁଛି ଶିମିଳିପାଳ

ଜଳୁଛି ଶିମିଳିପାଳ ସହ ଖଡ଼ିଆଳ, ଫୁଲବାଣୀ ଓ ନବରଙ୍ଗପୁରର ଜଙ୍ଗଲ I FSI ରିପୋର୍ଟରେ ଜଙ୍ଗଲ ନିଆଁରେ ଦେଶରେ ପ୍ରଥମ ଓଡ଼ିଶା, ମୁଖ୍ୟ ବନପ୍ରାଣୀ ସଂରକ୍ଷକ କହିଲେ ଗତବର୍ଷ ତୁଳନାରେ ବହୁତ କମ୍ I

  • Tuesday, 29 March 2022