• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Veer Vikram Yadav
ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ

ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନ ଯିବା ପରେ ପଦ ଥିଲା ଖାଲି ।

 drinking water problem
ପାଣି ଟୋପେ ପାଇଁ ଡହଳ ବିକଳ, ଉତ୍କଟ ରୂପ ନେଇଛି ପାନୀୟ ଜଳ ସମସ୍ୟା

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି ବଢୁଛି ଆଉ ତା ସାଙ୍ଗକୁ ଭୂତଳ ଜଳସ୍ତର ବି ହ୍ରାସ ପାଉଛି । କେଉଁଠି ସରକାରୀ ଯୋଜନାର ବିଫଳ ଯୋଗୁଁ ଲୋକେ ପାଣି ମୁନ୍ଦେରୁ ବଞ୍ଚିତ ରହୁଛନ୍ତି ତ ଅନ୍ୟ କେଉଁଠି କୋଶେ ବାଟ ଚାଲି ଚାଲି ଗଲେ ବି ସୁଦ୍ଧା ସ୍ୱଚ୍ଛ ପାଣି ମିଳିବାର ସୁଯୋଗ ମିଳୁନି । ତତଲା ଓଡ଼ିଶାରେ ଏବେ କେବଳ ଦୁର୍ଗମ ନୁହେଁ । ସହରାଞ୍ଚଳରେ ମଧ୍ୟ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି ।

Birmaharajpur Block Vice Chairman
ବ୍ଲକ ଉପାଧ୍ୟକ୍ଷଙ୍କ ମହାନତା; ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ

ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ ବ୍ଲକ୍‌ ଉପାଧ୍ୟକ୍ଷ...କେବଳ ଏତିକି ନୁହେଁ ବରଂ ଅଚଳ ଥିବା ପାଣିଟାଙ୍କିକୁ କଲେ ସଚଳ...ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ...

Woman Averts Major Mishap
ଟ୍ରେନ୍ ଲାଇନ୍‌ରେ ବଡ଼ ଫାଟ; ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଦେଲେ ଶହଶହ ଜୀବନ

ଟ୍ରେନ ଲାଇନ୍‌ରେ ଥିଲା ବଡ଼ ଫାଟ। କ୍ଷେତକୁ ଯାଉଥିବା ବେଳେ ଦେଖିଦେଇଥିଲେ ମହିଳା। ସାଙ୍ଗେ ସାଙ୍ଗେ ନିଜ ପିନ୍ଧା ନାଲି ଶାଢୀ ଟାଙ୍ଗୀ ଅଟକାଇ ଦେଲେ ଟ୍ରେନ୍‌। ବଞ୍ଚିଗଲା ଶହଶହ ପ୍ରାଣ...ଦେଖନ୍ତୁ ଏହି ଭିଡ଼ିଓ

Life Imprisonment To former MLA Anup Sai In A Murder Case
ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ। କଳ୍ପନା ଦାସ ଓ ଝିଅ ବବ୍‌ଲି ହତ୍ୟା ମାମଲାରେ ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।

Viral Video
ବାଉଳା କଲା ମଦ ନିଶା; ସ୍ତ୍ରୀ ବଦଳରେ ଶାଶୂ ବେକରେ ପକାଇଲା ଫୁଲମାଳ

ବାଉଳା କଲା ମଦ ନିଶା। ଏତେ ପିଇ ଥିଲେ ଯେ କିଛି ଜାଣିପାରୁନଥିଲେ....ଶେଷରେ ନିଜ ସ୍ତ୍ରୀ ବଦଳରେ ଶାଶୂଙ୍କୁ ପିନ୍ଧାଇ ଦେଲେ ଫୁଲମାଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

If you work hard, you will succeed ...
ରାସ୍ତାରେ ମୁଠାଏ ମାଟି ପଡ଼ିନି, ବିଲ୍‌ ହୋଇଛି ୫ ଲକ୍ଷ...

ରାସ୍ତାରେ ଆଞ୍ଜୁଳାଏ ମାଟି ପଡିନି, ଏପଟେ ୫ ଲକ୍ଷର ବିଲ୍‌ ହୋଇଛି। ଫଳକ ଲଗାଇ କରିଦେଲେ ଖୋଳ...ଦେଖନ୍ତୁ ସେହି ଭିଡ଼ିଓ

Woman Opening Saree To Stop Train
ଫାଟିଥିଲା ଟ୍ରେନ୍‌ ଲାଇନ୍‌, ପିନ୍ଧା ଶାଢୀ ଟାଣି ଅଟକାଇ ଦେଲେ ଟ୍ରେନ୍‌....

ଟ୍ରେନ ଲାଇନ୍‌ରେ ଥିଲା ବଡ଼ ଫାଟ। କ୍ଷେତକୁ ଯାଉଥିବା ବେଳେ ଦେଖିଦେଇଥିଲେ ମହିଳା। ସାଙ୍ଗେ ସାଙ୍ଗେ ନିଜ ପିନ୍ଧା ନାଲି ଶାଢୀ ଟାଙ୍ଗୀ ଅଟକାଇ ଦେଲେ ଟ୍ରେନ୍‌। ବଞ୍ଚିଗଲା ଶହଶହ ପ୍ରାଣ...ଦେଖନ୍ତୁ ଏହି ଭିଡ଼ିଓ

Viral Video
ବାୟା କଲା ମଦ ନିଶା, ସ୍ତ୍ରୀ ବଦଳରେ ଶାଶୂଙ୍କୁ ପିନ୍ଧାଇ ଦେଲେ ଫୁଲମାଳ

ବାଉଳା କଲା ମଦ ନିଶା। ଏତେ ପିଇ ଥିଲେ ଯେ କିଛି ଜାଣିପାରୁନଥିଲେ....ଶେଷରେ ନିଜ ସ୍ତ୍ରୀ ବଦଳରେ ଶାଶୂଙ୍କୁ ପିନ୍ଧାଇ ଦେଲେ ଫୁଲମାଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

THE GREAT ODISHA POLITICAL CIRCUS
“ମତେ ଉଠାନା, ଉଠିବି ଯଦି ବହୁତ ଖରାପ ହେବ”

ତୁମେ କ’ଣ ମତେ ଛାଡୁଛ ଯେ ମୁଁ ପଳାଇବି? ତୁମେ ତ ମତେ କୁଣ୍ଢେଇ ଧରୁଛ...ପୁଣି ପଳା ବୋଲି କାହିଁକି କହୁଛ? ତୁମେ ଭାରି ଭଲ ଲୋକ ତ...

Khola Katha
କାହାକୁ ଗାଳି ଦେବାକୁ ଆମେ ପାର୍ଟି କରିନୁ, ବିଜେଡ଼ି କି ବିଜେପିକୁ ଗାଳି ଦେଇନି...

କ୍ୟାମ୍ପେନିଂରେ ବିଜେପି କି ବିଜେଡ଼ିକୁ ଗାଳି ଦେଇନି କି କିଛି କରିନାହାନ୍ତି ବୋଲି କହିନି। ମୋର ଦାମ ରାଉତଙ୍କ ସହ ବହୁତ ଭଲ ସମ୍ପର୍କ। ନିର୍ବାଚନ ସରିବା ପରେ ପୌରଧ୍ୟକ୍ଷଙ୍କୁ ଭେଟିବାର ଅସୁବିଧା କ’ଣ?

If you work hard, you will succeed
ନିଷ୍ଠାର ସହ କାମ କଲେ ନିଶ୍ଚୟ ମିଳେ ସଫଳତା...

ନିଷ୍ଠାର ସହ କାମ କରୁଥିଲେ...କେବଳ ଗୁରୁଙ୍କ ଆଶୀର୍ବାଦ ମିଳିଲେ ଆପଣ ପାଇପାରିବେ ବଡ ସଫଳତା। ଦେଖନ୍ତୁ ସାଧନା ପାଇଁ କେମିତି ନିଋ ପାଇଁ ସୃଷ୍ଟି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ...

Laundryman Now Nilagiri Councillor
କାଉନସିଲର ହେବା ପରେ ବି ବେଉସା ଛାଡି ନାହାଁନ୍ତି ପ୍ରତାପ, ଆଜିବି ଲୁଗା...

ଏ ହେଉଛନ୍ତି ଏମିତି ଜଣେ ଲୋକ ପ୍ରତିନିଧୀ, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି। ଏବେ ରାଜନୀତିକୁ ନିଶା କରି କୌଳିକ ବୃତ୍ତିକୁ ପେଶା ଭାବେ ଆପଣେଇ ନେଇଛନ୍ତି ନୀଳଗିରିର ପ୍ରତାପ ସେଠୀ...

News Fuse
ନବୀନ ବାବୁଙ୍କ ପାଇଁ ଫୁଲ ନେଇଥିଲେ...ହେଲେ ମେନ୍‌ ଦିଅଁଙ୍କ ପାଖରେ ଲାଗିହେଲାନି

ହେଇଲୋ !! ଏମାନେ କଣ ଜାଣିନାହାନ୍ତି ନବୀନ ନିବାସକୁ ଫୁଲ ଆଲାଓ ନାହିଁ। କି ଫୁଲରେ ବାବା...ରଜନୀ ଗନ୍ଧା, ଗୋଲାପ...ହେଲେ କଣ ହେବ? ମୁଖିଆ ତ ନେଲେନି...ଏବେ ଏ ଫୁଲର କଣ ହେବ କିରେ ନାରଣ?

Vigilance raids house of Sundargarh Sargipali RMC inspector
ଭିଜିଲାନ୍ସ ଜାଲ୍‌ରେ ଆଉ ଜଣେ ସରକାରୀ ବାବୁ: ଘରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା

ଭିଜିଲାନ୍ସ ଜାଲ୍‌ରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଆର୍‌ଏମ୍‌ସି ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। 

CYBER CRIME
ଅନୁ ଆମେ ଠକି ଗଲେ, ଆମର ଗୋଟିଏ ବି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଯାଇନି...

ଅନୁ ଆମେ ଠକିଗଲେ। ଯିଏ ହଜାର ହଜାର ଲୋକଙ୍କୁ ଠକମୀରେ ପଡ଼ିବା ଆଗରୁ ବଂଚାଇ ଦିଅନ୍ତି ସିଏ ଆଜି ନିଜେ ଠକିଗଲେ..ଦେଖନ୍ତୁ କେମିତି ଏମାନଙ୍କ ଚୁନା ଲଗାଇଥିଲେ ସାଇବର ଲୁଟେରା

Bada Didi Spreading Awareness In Malkangiri
ବଡଦିଦିର ବଡ ପ୍ରୟାସ, ସଚେତନ ହେଉଛନ୍ତି ମାଲକାନଗିରି ଯୁବତୀ

ଋତୁସ୍ରାବ ଏକ ବାୟୋଲୋଜିକାଲ ପ୍ରକ୍ରିୟା। ଏ ନେଇ ଆଦିବାସୀ ଯୁବତୀଙ୍କୁ ସଚେତନ କରୁଛି ବଡଦିଦି । ଏହି ସମୟରେ କେମିତି ନେବେ ଶରୀରର ଯତ୍ନ । କଣ ଖାଇବେ? କେମିତି ଯୋଗ କରିବେ ?

Child Carry Fish
କେଡେ ଚାଲାକ୍‌ ଏ କୁନି ପିଲା ? ଟିକିଏ ପରିଶ୍ରମରେ ଧରୁଛି ୫ କିଲିଆ ରୋହି ଭାକୁର

ଦର୍ଶକ ବନ୍ଧୁ ଏ ଭିଡ଼ିଓକୁ ଟିକିଏ ଭଲରେ ଦେଖନ୍ତୁ। ଆଉ ଚିନ୍ତା କରନ୍ତୁ କେଡେ ଚାଲାକ୍‌ ଏ କୁନି ପିଲା? ନଇ କୂଳକୁ ଏକ ଅରଟ ନେଇକି ଗଲା। ଆଉ ସାଙ୍ଗରେ ଥିଲା ଅଟାଗୁଳା। ବାସ୍‌ ନଇ କୂଳରେ ଆରମ୍ଭ କରିଦେଲା ନିଜର କାମ। ଦେଖୁନାହାନ୍ତି କଣ କରୁଛି ଏ କୁନି ପିଲା...

Kendrapara MP Anubhav Mohanty
ସଂଦରେ Yes Yes କହି କାହାକୁ ଇମ୍ପ୍ରେସ କରିବାକୁ ଚାହୁଁଥିଲେ ଅନୁଭବ?

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସଂସଦରେ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଅପରାଜିତା କହୁଥିଲେ କେମିତି ଖନନ ଚାଲିଛି ପୁରୀରେ? କେତେ ସୁରକ୍ଷିତ ଜଗନ୍ନାଥ ମନ୍ଦିର। ବାସ୍‌ କାଉଣ୍ଟର ପାଇଁ ପୁରୀ ସାଂସଦ ପିନାକୀ ମିଶ୍ର ଉଠି ନିଜ ସରକାରର ଦୋଷ ଲୁଚାଉଥିଲେ। ଆଉ ଏତିକି ବେଳେ ବଡ଼ ପାଟିରେ Yes Yes କହି ପାଟିକରୁଥିଲେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। କୁହାଯାଉଛି ଦଳରୁ ଅଲୋଡ଼ା ହେବା ପରେ ଇମ୍ପ୍ରେସ କରିବାକୁ ଏମିତି ହରକତ୍‌ କରୁଥିଲେ ଅନୁଭବ, ଦେଖନ୍ତୁ ଏହି ଭିଡିଓ...

Stone Blasting
କୂଅ ଖନନ ପାଇଁ ପଥର ବ୍ଲାଷ୍ଟିଂ ବେଳେ ଯୁବକ ମୃତ

ବୌଦ୍ଧ ପୁରୁଣାକଟକ ଥାନା ରତନପୁର ଗାଁରେ କୂଅ ଖନନ ପାଇଁ ପଥର ବ୍ଲାଷ୍ଟିଂ ବେଳେ ଯୁବକ ମୃତ ।

How earth made
କିପରି ହୋଇଥିଲା ପୃଥିବୀର ତିଆରି

କୁହାଯାଉଛି ଯେ ପୃଥିବୀ ଭିତରୁ ଏକ ଗ୍ୟାସ୍ ଲିକ୍ ହେଉଛି। ବାସ୍ତବରେ, ଏହା ହେଉଛି ସେହି ଗ୍ୟାସ୍ ଯାହା ବ୍ରହ୍ମାଣ୍ଡ ସୃଷ୍ଟି ବେଳେ ନବକଳେବର ପାଇଁ ଆବଶ୍ୟକ ଥିଲା। ଏହାକୁ ହିଲିୟମ୍ ଗ୍ୟାସ୍ କୁହାଯାଏ। ବୈଜ୍ଞାନିକମାନେ ଏହି ଗ୍ୟାସ୍‌ ମାଧ୍ୟମରେ ପୃଥିବୀର ସୃଷ୍ଟି ପ୍ରକ୍ରିୟା ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି।

irrigation potential
ପଦାରେ ପଡ଼ିଲା ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା

ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ସାଙ୍ଗକୁ ଲକ୍ଷ ଲକ୍ଷର ହରିଲୁଟ୍ । ସିଏଜି ଧରିବା ପରେ, ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ଓ ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।

Odia Language
ଶଢ଼େଇ କଳାରେ ଏମିତି ବଞ୍ଚିଛି ଆମ ଓଡ଼ିଆ ଭାଷା

ଓଡ଼ିଶା ବାହାରେ ଓଡ଼ିଆଭାଷୀ ଅଞ୍ଚଳରେ କେମିତି ଅଛନ୍ତି ଓଡ଼ିଆ, କେମିତି ପଢୁଛନ୍ତି, ଆଉ ବଢୁଛନ୍ତି ଆମ ଓଡ଼ିଆ ପିଲା । ଆଜି ଉତ୍କଳ ଦିବସ ଅବସରରେ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସ୍କୁଲର ସ୍ଥିତିକୁ ନେଇ ଆସନ୍ତୁ ଦେଖିବା ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।

Odia Language
ଓଡ଼ିଶା ବାହାରେ କେମିତି ପଢୁଛନ୍ତି, ଆଉ ବଢୁଛନ୍ତି ଆମ ଓଡ଼ିଆ ପିଲା ?

ଦିନେ ଓଡ଼ିଶାର ଅବିଚ୍ଛିନ୍ନ ଅଙ୍ଗ ଥିବା ଝାଡ଼ଖଣ୍ଡ ଷଢ଼େଇକଳାରେ କେମିତି ବଞ୍ଚିଛି ଆମ ଭାଷା? ଏଇ ସୂଚନା ଫଳକ ହୁଏତ ସେ ପ୍ରଶ୍ନର ଉତ୍ତର ଦେଇପାରେ । ହେଲେ ବିଚ୍ଛିନ୍ନାଞ୍ଚଳରେ ଭାଷାକୁ ବଞ୍ଚାଇବାର ଏ ସଂଘର୍ଷ ଭିତରେ ମଧ୍ୟ ଏବେ ବି ମୁଣ୍ଡ ଟେକି ରହି ପାରିଥିବା କିଛି ଓ଼ଡ଼ିଆ ସ୍କୁଲ ଅତ୍ୟନ୍ତ ସଂକଟରେ ।

irrigation potential
ଗଡୁଛି ସମୟ ବଢୁଛି ଖର୍ଚ୍ଚ : ରାଜ୍ୟରେ ସେଚ ପ୍ରକଳ୍ପ କାମର ପୋଲ୍ ଖୋଲିଲେ ସିଏଜି

ପ୍ରକଳ୍ପଗୁଡ଼ିକରେ ୧୨ ହଜାର ୭୪୨ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ମାତ୍ର ୨୪ ଭାଗ ଜମିକୁ ଜଳସେଚନ ହୋଇ ପାରିଛି