ଟୋକନ ପାଇ ବି ଚାଷୀ ଧାନ ବିକ୍ରି କରିନପାରି ହୀନସ୍ତା ହେଉଥିବାର ମାଳ ମାଳ ଚିତ୍ର ସାମ୍ନାକୁ ଆସୁଛି । ଏମିତିକି ଯୋଗାଣ ବିଭାଗର ତଥ୍ୟ ଅନୁସାରେ- ଏବର୍ଷ ୧୫ଲକ୍ଷ ୪୩ହଜାରରୁ ଅଧିକ ଚାଷୀ ଧାନ ବିକିବାକୁ ଟୋକନ ପାଇଥିଲେ ବି ୨ଲକ୍ଷ ୪୯ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି ।
ଜଗନ୍ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି ।
ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଜକେଇକଳା ଗ୍ରାମର ହୀରାଧର ଶବରଙ୍କ ପୁଅ ସୁମନ୍ତଙ୍କ ଦୀର୍ଘ ୧୮ବର୍ଷ ହେଲା ଶିଙ୍କୁଳିରେ ବିତୁଛି ଜୀବନ । ଅବସ୍ଥା ଏପରି ଯେ ଘରେ ସମ୍ଭାଳିବା ମୁସ୍କିଲ ଏବଂ ବାହାରେ ଛାଡିବା ମଧ୍ୟ ମୁସ୍କିଲ ।
ପ୍ରଶାସନ ପକ୍ଷରୁ ଧାନ କିଣା ବିକା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା କହିଛନ୍ତି ଜିଲ୍ଲାପାଳ ।
ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀର ମାନ୍ୟତା, ଚାକିରି ସର୍ତ୍ତାବାଳୀ ଲାଗୁ, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦାବି କରାଯାଇଛି ।
ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଜିରିଡାମାଳି ଗାଁର ଦୁର୍ଜୟ କୁମାର ସାହୁ । ତିଆରି କରିଛନ୍ତି ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି । ଯେଉଁଆଡେ ଆଖି ବୁଲାଇଲେ ସବୁଠି ଦେଖାଯାଉଛି କଳା, କୌଶଳ ଓ ନିପୁଣତାର ଛାପ ।
ଗତ ୧୫ ବର୍ଷ ହେବ ମହିଳାଙ୍କ ପିଠିରେ ଏକ ଗୁଳି ଅଟକି ରହିଥିଲା । ଆମେରିକାରେ ରହୁଥିବା ଜଣେ ମହିଳା ନର୍ସିଂ ଆସିଷ୍ଟାଣ୍ଟ ଏରିକା ମାଇଲସ୍ଙ୍କ ସହ ଏହି ଅବିଶ୍ୱସନୀୟ ଘଟଣା ଘଟିଛି ।
ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଆସିଛି ଏଭଳି ସାଂଘାତିକ ଖବର । ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଛି ନୀଳଗିରି ପୋଲିସ୍ ।
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଅଳ୍ପ ପରିଶ୍ରମରେ ୧ ମହଲା କୋଠାକୁ ଉଠାଇ ଦେଉଛନ୍ତି ବାଲି, ଚିପ୍ସ ଆଉ ଇଟା। ଲିଫ୍ଟ କି ଲେବର କିଛି ଦରକାର ନାହିଁ...ବାସ୍ ଟିକିଏ ବୁଦ୍ଧି ଖଟାଇ ତିଆରି କରିଛନ୍ତି ଏହି ଘରୋଇ ମେସିନ୍...ଦେଖନ୍ତୁ ପୂରା ଭିଡ଼ିଓ
ଭାରତରେ ଭୟଙ୍କର ବଢୁଛି ତୈଳଦର। ଆମର ଏଇଠି ୧୧୫ ପହଞ୍ଚିଲାଣି ହେଲେ ପାକିସ୍ତାନରେ ଏବେବି ୬୩ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ। କେନ୍ଦ୍ରମନ୍ତ୍ରୀ କହୁଛନ୍ତି, ଏଇଥି ପାଇଁ ଆମେ ନୁହେଁ ଅନ୍ତର୍ଜାତୀୟ ବଜାର ଦାୟୀ
ବସ୍ ଭିତରେ ପସିଲେ ଛେଳି । ସିଟ୍ ଉପରେ ଚଢି ବସ୍ ଭିତରୁ ବାହାରିଲେ ଯାତ୍ରୀ...କଣ୍ଡକ୍ଟର ଭାଇ...ତୁମ ଚାରି ଖୁରାକୁ ଜୁହାର...
ଦୀର୍ଘଦିନ ପରେ ଘରେ ଜନ୍ମ ହେଲା ଝିଅ। ଖୁସିରେ ବିଭୋର ହେଲା ପରିବାର...୧ ଲକ୍ଷ ଦେଇ ହେଲିକପ୍ଟର ବୁକ୍ ହେଲା...ବଡ଼ ଧୁମଧାମ୍ରେ ଗୃହ ପ୍ରବେଶ ହେଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ବୋଉଲୋ ତୁ ଟିଭି ଖୋଲ୍। ମୁଁ ଆଉ ତୋ ଜ୍ୱାଇଁ ଟିଭିରେ ବସିଛୁ...ଛୁଆ ମାଆ, କାଳିଆ ସମସ୍ତଙ୍କୁ କହିବୁ ଆମକୁ ଦେଖିବେ। ହେ ତୁ କାହିଁକି ପାଟିକରୁଛୁ? ତମରି ଘର ଯାଇ ଯାଇ ମୋର EL ସରିଲାଣି। ଚାକିରି ଥିବ ଯେ
ଆପଣମାନେ ଅନେକ ଆଇଏଏସ ଅଫିସରଙ୍କୁ ଦେଖିଥିବେ। ଯେଉଁମାନଙ୍କ ପାଖକୁ ଯିବାକୁ ଡରିଥାନ୍ତି ସାଧାରଣ ଲୋକ। ଯେଉଁଠି ଲୋକଙ୍କ ପାଖରେ ପହଂଚିଯାଆନ୍ତି ଖୋଦ୍ ଆଇଏଏସ ଅଫିସର। ଆଉ ଧୂମ୍ ନାଚନ୍ତି...
ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।
ଜମାରୁ ଲୋନ୍ ନେଇ ନାହାନ୍ତି କିନ୍ତୁ ଲୋନ୍ ଟଙ୍କା ସୁଝିବା ପାଇଁ ଆସୁଥିଲା ଫୋନ୍ କଲା। ଟିକିଏ ବୁଦ୍ଧି ପାଇଁ ବର୍ତ୍ତିଗଲେ ନହେଲେ ଦାଣ୍ଡର ଭିକାରି ହୋଇଥାଆନ୍ତେ...ଦେଖନ୍ତୁ କେମିତି ବର୍ତ୍ତିଗଲେ ଏହି ଯୁବକ
ଅନ୍ଧାର କୋଠରୀ ଭିତରେ ମାନିସିକ ରୋଗାଗ୍ରସ୍ତ ପୁଅ। ସରକାର ଶୁଣୁନାହାନ୍ତି କି ପ୍ରଶାସନ ବୁଝୁନି। ସ୍କୁଲ ପାଠ ପଢିବା ବୟସରୁ ଧୀରେ ଧୀରେ ମାନସିକ ରୋଗ ହେଲା ପୁଅକୁ....ପ୍ରଥମେ ଚେରମୂଳି ଚିକିତ୍ସା ହେଲା କିନ୍ତୁ ଲାଭ ହେଲାନି। ରାଞ୍ଚିରେ ବି କିଛି ଲାଭ ହେଲାନି...ସରକାରୀ ସାହାଯ୍ୟ ଅପେକ୍ଷାରେ ଗୁରିଆ ମଲିକ
ନଲେଜ୍ ବଢାଇବା ଲାଗି ଆମେ କଲେଜ୍ ଯାଉଛୁ। ହେଲେ ସେ କଲେଜ୍ ଯିବୁକି ନାହିଁ ତାହା ମୁଖିଆ କହିବେ...ପ୍ରିନ୍ସପାଲ୍ ସାଙ୍ଗରେ ମୋର ଯୋଉ ସମ୍ପର୍କ ଅଛି ନା...
‘କହୋ ନା ପ୍ୟାର୍ ହୈ’ ଫିଲ୍ମ ଏକ ପଲ୍ କା ଜିନା ଗୀତ ବାଜୁଥିଲା। ବ୍ରେକ୍ ଡ୍ୟାନ୍ସ କରୁଥିଲେ ଆଣ୍ଟିଜୀ। ସୋସିଆଲ୍ ମିଡିଆରେ ଏହାକୁ ଦେଖି ହତବାକ ହୋଇଯାଇଛନ୍ତି ୟୁଜର୍ସ। ଦେଖନ୍ତୁ ସେହି ଦମଦାର ଭିଡିଓ...
ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ରୋଷଘରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗା ଯାଇପାରେ ବୋଲି ସୂଚନା ମିଳିଛି।
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି ।
ସାରା ଦୁନିଆରେ ଏୟାରଲାଇନ୍ରେ ଯେଉଁ କେବିନ୍ କ୍ରୁ ଥାଆନ୍ତି, ଯେଉଁମାନଙ୍କୁ ଫ୍ଲାଇଟ୍ ଆଟେନ୍ଡାଣ୍ଟ୍ ମଧ୍ୟ କୁହାଯାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥାନ୍ତି। ଏମିତି ମଧ୍ୟ ଅନେକ ଏୟାରଲାଇନ୍ସ ଅଛି ଯାହା ଏହି କାମ ପାଇଁ ପୁରୁଷମାନଙ୍କୁ ରଖେ ହିଁ ନାହିଁ। ତେବେ ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା।
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଯୌବନରେ ବୃଦ୍ଧ ଅବସ୍ଥା । କିଛି ବୁଝିବା ଆଗରୁ ଆକ୍ରାନ୍ତ କଲାଣି କିଡିନୀ ରୋଗ । ଗାଁରୁ ଗାଁ,ଏଘରୁ ସେଘର ମାଡିଲା ଭଳି ଆକ୍ରାନ୍ତ କରୁଛି ରୋଗ । ରେଢାଖୋଲ ବ୍ଲକର ବଂଶାଜାଲ ପଚାଂୟତର ହେଲେଇ ଗାଁରେ କିଡନୀ ରୋଗ ପାଇଁ ହନ୍ତସନ୍ତ ହେଲେଣି ଲୋକେ
ହେଲେ ଶ୍ରୀମନ୍ଦିର ଭିତରେ ପଶି ଜଣେ ମାତ୍ର ଅଭିଯୁକ୍ତ ଅନାୟାସରେ ଏତେବଡ଼ କାଣ୍ଡ ଭିଆଇବା ଭଳି ଘଟଣା ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।