ନଲେଜ୍ ବଢାଇବା ଲାଗି ଆମେ କଲେଜ୍ ଯାଉଛୁ। ହେଲେ ସେ କଲେଜ୍ ଯିବୁକି ନାହିଁ ତାହା ମୁଖିଆ କହିବେ...ପ୍ରିନ୍ସପାଲ୍ ସାଙ୍ଗରେ ମୋର ଯୋଉ ସମ୍ପର୍କ ଅଛି ନା...
Published: Pallipuspa Samal
Last updated: 07 April 2022, 11:41 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।