Advertisment

BREAKING ! ଅଙ୍ଗନବାଡ଼ିରେ ଦଂଶିଲେ ମହୁମାଛି; ୧୦ ଗୁରୁତର

ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।

author-image
Otv Khabar Bureau
10 persons including 8 children and Anganwadi worker and helper critical in honey bee attack

10 persons including 8 children and Anganwadi worker and helper critical in honey bee attack

ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ବୌଦ୍ଧ କଣ୍ଟାମାଳ ବ୍ଲକ୍ ଦବଲା ପଞ୍ଚାୟତ ବଉଳସିଂହାରେ ଏହି ଅଘଟଣ ଘଟିଛି । ୮ ଶିଶୁଙ୍କ ସମେତ ଅଙ୍ଗନବାଡ଼ିର ୱାର୍କର ଓ ହେଲପର ମହୁମାଛି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସୋନପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।  

Advertisment
Odisha Honeybee Attack
Advertisment
Advertisment