• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Ashis Thakrey
କମିଶନଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ହାଜର ହେଲେନି ଜିଲ୍ଲାପାଳ

ବାରମ୍ବାର ନୋଟିସ ସତ୍ତ୍ୱେ ଜିଲ୍ଲାପାଳ ହାଜର ନହେବା ପରେ କମିଶନ ୱାରେଣ୍ଟ ଜାରି କରିଥିଲେ ।

Police DG Abhay
OSSC ଅଧ୍ୟକ୍ଷ ହେଲେ ପୂର୍ବତନ ପୋଲିସ ଡିଜି ଅଭୟ

ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର। ତାଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ।

Tahasildar Blocked
ଯୁବକଙ୍କୁ ଚାପୁଡ଼ା ମାରି ହଟହଟା ହେଲେ ତହସିଲଦାର

ଚାପୁଡ଼ା ମାରି ହଟହଟା ହେଲେ ତହସିଲଦାର। ଗାଁ ଲୋକେ ତହସିଲଦାରଙ୍କୁ ଘଣ୍ଟାଏରୁ ଅଧିକ ସମୟ ଧରି ଅଟକାଇ ଦେଲେ। ପୁଲିସ୍‌ର ହସ୍ତକ୍ଷେପ ପରେ ତହସିଲଦାର ଗାଁ ଲୋକଙ୍କ କବଳରୁ ମୁକୁଳି ଥିଲେ। ଯାହାର ଭିଡ଼ିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।

Tapaswini - Sumit
ଶତଚେଷ୍ଟା ସତ୍ତ୍ୱେ ସୁଧୁରୁନି ତପସ୍ୱିନୀ-ସୁମିତଙ୍କ ମଧ୍ୟରେ ସମ୍ପର୍କ, କୋର୍ଟ ଦେଲେ ନୂଆ ନିର୍ଦ୍ଦେଶ

ପୁଣି ଥରେ ସେମାନଙ୍କୁ ବୁଝା ସୁଝା କରିବାକୁ କହିଲେ କୋର୍ଟ । ଆସନ୍ତା ମେ ୯ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି । 

special story
ଖରା ବଢିଲେ ନିଲେଶ୍ୱର ଗାଁରେ ଭିଡ଼ : ଏଠାରେ ତିଆରି ବେଣାଚେରର ଭାରି ଚାହିଦା

ଗରମ ବଢିଲାଣି। ଘରେ ଆଉ ରହି ହେଉନି। ଘର ହେଉ କି ବାହାର ସବୁ ନିଆଁ। ଏମିତି ବେଳେ ବେଣାଚେର କିଣିବାକୁ ମାର୍କେଟରେ ଭାରି ଗହଳି। ଆଉ ଏଥିପାଇଁ ଏକ ଗାଁରେ ଭାରି ଭିଡ଼ ।

Mass marriage arranged by MLA
ସାମୂହିକ ଆଦର୍ଶ ବିବାହ : ଏକା ସାଙ୍ଗରେ ୭ ଯୁବକ-ଯୁବତୀଙ୍କୁ ବାହା ଦେଲେ ବିଧାୟକ

ବାହାଘରର ସମସ୍ତ ଖର୍ଚ୍ଚ ବହନ କଲେ। ଭୋଜିଭାତ ଦେଲେ। ଶେଷରେ ଘରକରଣା ସାମଗ୍ରୀ ଓ ଉପହାର ଦେଇ ଝିଅକୁ ପଠାଇଲେ ଶାଶୁଘର। ଦେଖନ୍ତୁ ଏହି ନିଆରା ବିବାହ ଉତ୍ସବ...

Dog Reunites With Its Owner
୫ ବର୍ଷ ହେବ ନିଖୋଜ କୁକୁର ସହ ମାଲିକର ପ୍ରଥମ ଦେଖା : ସୋସିଆଲ ମିଡିଆରେ ଭାଇରାଲ ହେଲା ଭାବପ୍ରବଣ ଦୃଶ୍ୟ

ପୋଷା କୁକୁର ଯଦି ମାଲିକଠାରୁ ଅଲଗା ହୋଇଯାଏ, ତା’ହାଲେ କ’ଣ ହୁଏ? ଆପଣ କେବେ ଏମିତି ସେପରି ଦୃଶ୍ୟ ଦେଖିଛନ୍ତି କି? ସୋସିଆଲ୍‌ ମିଡିଆରେ ଏବେ ଏମିତି ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ୫ ବର୍ଷ ଧରି ଅଲଗା ଥିବା ଏକ କୁକୁର ତା’ ମାଲିକକୁ ଭେଟୁଥିବାର ଦୃଶ୍ୟ...

Zomato Delivery Boy
ଶିକ୍ଷକରୁ Zomato ଡେଲିଭରି ବୟ ! ତାପରେ ହଠାତ୍‌ ସୋସିଆଲ ମିଡିଆ ସେନ୍‌ସେସନ୍‌, ପାଇଲେ ବଡ଼ ଉପହାର

ଆପଣ ତ ଜାଣନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ଅନଲାଇନ୍‌ ଅର୍ଡରର ଡିମାଣ୍ଡ । କାରଣ ଲୋକଙ୍କୁ ଏହା ବେଶ ସୁହାଉଛି । ଯେତେବେଳେ ମନ ହେଲା, ମୋବାଇଲ କାଢ଼ିଲେ ଆଉ ଆପ୍‌କୁ ଯାଇ ଅର୍ଡର ଦେଲେ, ମାତ୍ର କିଛି ସମୟ ମଧ୍ୟରେ ଖାଇବା ଆସି ପହଞ୍ଚିଯାଏ ଆପଣଙ୍କ ପାଖରେ ।

summer
ଷ୍ଟାଣ୍ଡ ପୋଷ୍ଟ ଅଛି, ନଳକୂପ ଅଛି : ହେଲେ ଖରାଦିନେ ମେଣ୍ଟୁନି ଶୋଷ

କର୍ଲ୍ଲାଜୁରୀ ଗାଁରେ ରହିଛି ତିନୋଟି ନଳକୂପ। ହେଲେ ଏସବୁ କୌଣସି କାମରେ ଆସୁନାହିଁ।

Langudi Hills faces neglect
ଦିନେ ଗବେଷକଙ୍କୁ ବିସ୍ମିତ କରୁଥିଲା ପର୍ଯ୍ୟଟନ କ୍ଷେତ୍ର ଲାଙ୍ଗୁଡ଼ି; ଏବେ ବିସ୍ମୃତ, ଅବହେଳିତ

ଅବହେଳିତ ଅବସ୍ଥାରେ ବୌଦ୍ଧ ବିହାର ପର୍ଯ୍ୟଟନ କ୍ଷେତ୍ର ଲାଙ୍ଗୁଡ଼ି। ଯାଜପୁର ଧର୍ମଶାଳାରେ ଥିବା ଲାଙ୍ଗୁଡ଼ି ପାହାଡ଼ ଦିନେ ଗବେଷକଙ୍କୁ ବିସ୍ମିତ କରୁଥିଲା, ପର୍ଯ୍ୟଟକଙ୍କୁ ବି ଡାକୁଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ପାନ୍ଥ ନିବାସ ସହିତ ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେସବୁ ଜରାଜୀର୍ଣ୍ଣ। 

Combing Operation & Flag March
ଶିମିଳିପାଳ ସୁରକ୍ଷା ପାଇଁ ବନବିଭାଗର ଅଭିନବ ପ୍ରୟାସ : କମ୍ବିଂ ଅପରେସନ ସହ ଚାଲିଛି ଫ୍ଲାଗମାର୍ଚ୍ଚ

କରଂଜିଆ ବନଖଣ୍ଡରେ ୫୦ରୁ ଅଧିକ ଗ୍ରାମର ନାଇକି, ଦେହୁରୀ ଏବଂ ମୁଖିଆ ମାନଙ୍କୁ ନେଇ ବନବିଭାଗ ଏକ ସଚେତନତା କାର୍ଯ୍ୟକ୍ରମ କରିଛି ।

Bhubaneswar MP Aparajita Sarangi
ମୋତେ ଜାଣିଶୁଣି ଡକାଯାଇନି - ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

କାହିଁକି ନିର୍ବାଚିତ ସାଂସଦଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନାହିଁ ଏବଂ ଏହା ପଛରେ କାହାର ହାତ, ତାହା ଜାଣିବାର ଅଧିକାର ରାଜଧାନୀବାସୀଙ୍କର ଅଛି ବୋଲି ମଧ୍ୟ କହିଛନ୍ତି ସାଂସଦ

konark
କୋଣାର୍କ ଏକ୍ସପ୍ରେସରେ ବୋମା ! ଯାତ୍ରୀ ଭୟଭୀତ

ବର୍ତ୍ତମାନ ସିକନ୍ଦରାବାଦ୍ ଷ୍ଟେସନ ନିକଟରେ ଟ୍ରେନରେ ବମ୍ ସ୍କ୍ୱାର୍ଡ ଯାଞ୍ଚ ଜାରି ରଖିଛି

Fake Liquor Manufacturing Unit Busted In Mayurbhanj
ମଦ ବଦଳରେ ଦେଉଥିଲେ ବିଷ !

ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ପ୍ରସ୍ତୁତ ହେଉଥିଲା ନକଲି ମଦ । ନକଲି ସାମଗ୍ରୀରେ ମଦ ପ୍ରସ୍ତୁତ କରି, ଅସଲି ଦାମରେ ବିକ୍ରିବଟା ଚାଲିଥିଲା ।

Bhubaneswar Celebrates 74th Foundation Day Today
ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏହି ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ।ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ। ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ଏହି ୭୪ ବର୍ଷ ମଧ୍ୟରେ ବଦଳିଛି।

Hundreds Of Youths Gherao Brajarajnagar Police Station
ସ୍ଥାୟୀ ନିଯୁକ୍ତିକୁ ନେଇ ତାତିଲେ ଯୁବକ, ଯୁବତୀ; ଥାନା ଘେରିଲେ

ବ୍ରଜରାଜନଗର ଥାନା ଘେରିଲେ ଶତାଧିକ ଯୁବକ ଯୁବତୀ। ସେମାନଙ୍କ ସହ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ସାମିଲ ହୋଇଛନ୍ତି। ସ୍ଥାନୀୟ ନିଯୁକ୍ତି ଏବଂ ଅନ୍ୟାନ୍ୟ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

No Trace Of Tigress In Satkosia Tiger Reserve For Five Months
୫ ମାସ ହେଲା ନିଖୋଜ ମହାବଳ ବାଘ, ଖୋଜି ଖୋଜି ଅଣାୟତ୍ତ ବନକର୍ମଚାରୀ

୫ ମାସ ହେଲାଣି ମହାବଳ ବାଘର ମିଳୁନି ପତ୍ତା। କୁଆଡ଼େ ଗଲା? କେମିତି ଗଲା? ସୁରକ୍ଷିତ ଅଛି କି ନାହିଁ? ସେନେଇ ଉଠିଲା ପ୍ରଶ୍ନ। ଗାଁ ଲୋକଙ୍କଠାରୁ ପରିବେଶବିତ୍‌ ସମସ୍ତେ ବାଘକୁ ନେଇ କରୁଛନ୍ତି ଚିନ୍ତା...ସେପଟେ ବନବିଭାଗ କହୁଛି ଆମେ ପାଇଛୁ ବାଘର ପାଦ ଚିହ୍ନ। ତେବେ ଏବେ ବାଘ କେଉଁଠି?

New Funny Approach Of Selling Lemonade
କଚ୍ଚା ବାଦାମ୍‌ ପରେ ଭାଇରାଲ ହେଉଛି ଲେମ୍ବୁ ପାଣି ଗୀତ

ଭୂବନ ବାଦ୍ୟକାରଙ୍କ କଚ୍ଚାବାଦାମ୍‌ ଗୀତ ପରେ ଏବେ ସୋସିଆଲ ମିଡ଼ିଆରେ ଲେମ୍ବୁ ପାଣି ଗୀତ ହେଉଛି ଭାଇରାଲ। ଦୋକାନଠୁ ବଜାର ସବୁ ଆଡ଼େ ଶୁଭୁଛି ଏହି ଗୋଟିଏ ଗୀତ...

BJD's Zilla Parishad Member Shakes Hip & Legs To Celebrate Party Candidate's Victory
ନିର୍ବାଚନରେ ଜିତିବା ପରେ ଶାସକଦଳ ନେତ୍ରୀଙ୍କ ଡ୍ୟାନ୍ସ

ମଲା..ଆମେ ଉଡ଼ିଉଡ଼ି କି ସବୁ ନେଲୁ। ଆମେ ନାଚିବୁନି ତ ଆଉ ନାଚିବ କିଏ? ତୁମେ ଗୀତ ବଜାଅ, ଆମେ ଖାଲି ଅଣ୍ଟା ହଲାଉଛୁ। ତୁମେ ଅଧ୍ୟକ୍ଷ ନିଅ, ଆମେ ତ ଉପାଧ୍ୟକ୍ଷ ତ ନେଇଗଲୁ।

  • Wednesday, 13 April 2022
Watermelon Farming In Deogarh
ତରଭୁଜ ଚାଷରୁ ରୋଜଗାର ୫୦ ହଜାର

ବିଲରେ ଫଳିଛି ଲାଲଟହଟହ ତରଭୁଜ। ଅନୁକୂଳ ପାଗ ଥିବାରୁ ପ୍ରଚୁର ପରିମାଣରେ ଫଳିଛି ଫଳ। ବଜାରରେ ବିକ୍ରି କରି ପାଖାପାଖି ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ...

A Foot Over Bridge of Rs 2 crore will be constructed
ପଳାସୁଣିରେ ନିର୍ମାଣ ହେବ ଫୁଟ୍ ଓଭରବ୍ରିଜ୍: ଅପରାଜିତା ଷଡ଼ଙ୍ଗୀ

ଦୁର୍ଘଟଣା ପ୍ରବଣ ଅଞ୍ଚଳ ରାଜଧାନୀର ପଳାସୁଣିରେ ନିର୍ମାଣ ହେବ ଫୁଟ୍ ଓଭରବ୍ରିଜ୍ । ୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ବ୍ରିଜ୍ ନିର୍ମାଣ ହେବ ।

74rd Foundation Day Of Bhubaneswar
ଭୁବନେଶ୍ୱର ପ୍ରତିଷ୍ଠା ଦିବସ; ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ।

capital hospital
ରାଜଧାନୀରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ! ପ୍ରସୂତି ବିଭାଗ ସମ୍ମୁଖରେ ପ୍ରସବ

ପ୍ରସୂତୀଙ୍କୁ ଲେବର ରୁମ୍‌କୁ ନେବାରେ ବିଳମ୍ବ ହେବାରୁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ଓ ତାଙ୍କ ସହ ଆସିଥିବା ଆଶାକର୍ମୀ ।

Omfed
ବହୁଚର୍ଚ୍ଚିତ ଓମ୍‌ଫେଡ୍‌ ଦୁର୍ନୀତିର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଫେବୃଆରୀ ୨୦୧୯ରେ ବିଭାଗ ଦ୍ୱାରା ହୋଇଥିବା ଏକ ସ୍ୱତନ୍ତ୍ର ଅଡିଟ୍‌ରେ ଧରା ପଡିଥିଲା ଏହି ଦୁର୍ନୀତି

Setting Example Of Unity, Famous Gujarat Temple Invites Muslims To Break Ramzan Fast
ଘରେ କି ମସ୍‌ଜିଦ୍‌ରେ ନୁହେଁ; ମନ୍ଦିରରେ ଭାଙ୍ଗୁଛନ୍ତି ରୋଜା

ବିଭିନ୍ନତାରେ ବି ଏକତା । ରମ୍‌ଜାନ୍‌ ବ୍ରତ ଭାଙ୍ଗିବାକୁ ମୁସଲମାନଙ୍କୁ ମନ୍ଦିର ଆମନ୍ତ୍ରଣ କଲେ ହିନ୍ଦୁ ପୁରୋହିତ ।