ବ୍ରଜରାଜନଗର ଥାନା ଘେରିଲେ ଶତାଧିକ ଯୁବକ ଯୁବତୀ। ସେମାନଙ୍କ ସହ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ସାମିଲ ହୋଇଛନ୍ତି। ସ୍ଥାନୀୟ ନିଯୁକ୍ତି ଏବଂ ଅନ୍ୟାନ୍ୟ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।