konark
ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା ମିଳିଛି । ବର୍ତ୍ତମାନ ସିକନ୍ଦରାବାଦ୍ ଷ୍ଟେସନ ନିକଟରେ ଟ୍ରେନରେ ବମ୍ ସ୍କ୍ୱାର୍ଡ ଯାଞ୍ଚ ଜାରି ରଖିଛି । ଟ୍ରେନରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇ ବୋମା ତଲାସୀ ଚାଲିଛି । କେବଳ ଏତିକି ନୁହେଁ ଯାତ୍ରୀଙ୍କୁ ଟ୍ରେନ୍ଠୁ ନିରାପତ୍ତା ଦୂରତାକୁ ଚାଲିଯିବାକୁ କୁହାଯାଇଛି । ଟ୍ରେନ୍ରେ ବୋମା ଥିବା ଜାଣିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଯାଇଛନ୍ତି । ତେବେ କାହାରି କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଗତକାଲି ଭୁବନେଶ୍ୱର ଷ୍ଟେସନରୁ ଛାଡ଼ିଥିଲା ଏହି ଟ୍ରେନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)