Advertisment

ଦାନ୍ତ ରୁଟ୍‌ କେନାଲ ଲାଗି ଯାଇଥିଲେ, କ୍ୟାନସର ରୋଗ ନେଇ ଘରକୁ ଫେରିଲେ...

ମନର କଥା କହୁଛି କଲମ। ପାଟିରେ ପାଇପ୍‌ ଲାଗିଛି, ନିଜର ବେଦନାକୁ କଲମରେ ପରିପ୍ରକାଶ କରୁଛନ୍ତି। କାରଣ ଦାନ୍ତ ରୁଟ୍‌ କେନାଲ କରିବାକୁ ଡାକ୍ତରଖାନା ଯାଇଥିଲେ, ହେଲେ କ୍ୟାନସର ରୋଗ ନେଇକି ଆସିଲେ। କଥା ତ କହିପାରୁନାହାନ୍ତି....ରୋଗ ଭଲ କରିବାକୁ ଯାଇ ପାଞ୍ଚ ପାଞ୍ଚ ଥର ଅପରେସନ୍‌ କଲେଣି ସତ ହେଲେ କିଛି ଲାଭ ମିଳୁନି...ଏବେ ସାହାଯ୍ୟ ଅପେକ୍ଷାରେ ସୂର୍ଯ୍ୟ

author-image
Pallipuspa Samal

ମନର କଥା କହୁଛି କଲମ। ପାଟିରେ ପାଇପ୍‌ ଲାଗିଛି, ନିଜର ବେଦନାକୁ କଲମରେ ପରିପ୍ରକାଶ କରୁଛନ୍ତି। କାରଣ ଦାନ୍ତ ରୁଟ୍‌ କେନାଲ କରିବାକୁ ଡାକ୍ତରଖାନା ଯାଇଥିଲେ, ହେଲେ କ୍ୟାନସର ରୋଗ ନେଇକି ଆସିଲେ। କଥା ତ କହିପାରୁନାହାନ୍ତି....ରୋଗ ଭଲ କରିବାକୁ ଯାଇ ପାଞ୍ଚ ପାଞ୍ଚ ଥର ଅପରେସନ୍‌ କଲେଣି ସତ ହେଲେ କିଛି ଲାଭ ମିଳୁନି...ଏବେ ସାହାଯ୍ୟ ଅପେକ୍ଷାରେ ସୂର୍ଯ୍ୟ ।

Advertisment
Apana Eka Nuhanti
Advertisment
Advertisment