• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

deadbody
CRPF କ୍ୟାମ୍ପରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସଦର ଥାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Odisha cops intensify drive to check drink driving
ରାଜ୍ୟରେ ଚାଲିଛି କଡ଼ାକଡ଼ି ଯାଞ୍ଚ: ଗିରଫ ହେଲେ ୩୪୪ ଜଣ ମଦୁଆ ଡ୍ରାଇଭର

ମଦୁଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ପାଇଁ ଗତକାଲି ଠାରୁ ପୋଲିସ ଓ ପରିବହନ ବିଭାଗର ମିଳିତ ଡ୍ରାଇଭ ଆରମ୍ଭ କରିଛି ।

woman was declared brought dead by the doctors at Puri Headquarters Hospital
BREAKING: ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନର ମୃତ

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି ।

YOJANA RA NA HARILOOT
ଶବ ନଥାଇ ଶ୍ମଶାନ, ମଣିଷ ନଥାଇ କମ୍ୟୁନିଟି ହଲ୍...

କାଗଜ କଲମରେ ସରକାରୀ ଯୋଜନା। କେଉଁଠି କାମ ନ ହୋଇ ଫଳକ ଲାଗୁଛି ତ ଆଉ କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର। ଏ ହେଉଛି ଏ ମିତି ଘଟଣା ଶ୍ମଶାନ ଅଛି ହେଲେ ଗୋଟିଏ ବି ଶବ

Putin takes up arms against them
ପୁଟିନଙ୍କ ବିଶ୍ୱସ୍ତ ମଣିଷ, ଏମାନଙ୍କ କଥାରେ ଅସ୍ତ୍ର ଉଠାନ୍ତି ପୁଟିନ୍...

ପୁଟିନଙ୍କର ଅତି ବିଶ୍ୱସ୍ତ କିଏ? ଋଷୀୟ ସେନାର କମାଣ୍ଡର ଇନ ଚିଫ୍ ପୁଟିନ ସବୁ ବେଳେ ନିଜର ରଣକୌଶଳ ପାଇଁ ଏମାନଙ୍କ ଉପରେ ନିର୍ଭର କରିଥାନ୍ତି। ଏମାନଙ୍କ ପରାମର୍ଶ ଅନୁସାରେ ଅସ୍ତ୍ର ଉଠାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି...

US fears Putin's girlfriend
ପୁଟିନଙ୍କ ପ୍ରେମିକା ଉପରେ କଟକଣା ଲଗାଇବାକୁ ପଛଘୁଞ୍ଚା ଦେଇଛି ଆମେରିକା

ଋଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ପୁଟିନଙ୍କ ପ୍ରେମିକାଙ୍କୁ ନେଇ ପୁଣି ଚର୍ଚ୍ଚା। ପୁଟିନଙ୍କ ପ୍ରେମିକା ବୋଲି କୁହାଯାଉଥିବା ଆଲିନା କାବାଏଭାଙ୍କ ଉପରେ କଟକଣା ଲଗାଇବାକୁ ପଛଘୁଞ୍ଚା ଦେଇଛି ଆମେରିକା। ଏ ଖବର ପରେ ଋଷିଆର ସିକ୍ରେଟ୍ ଫାଷ୍ଟ ଲେଡିଙ୍କୁ ନେଇ ଚର୍ଚ୍ଚା

News Fuse
ମଣିମା ଶୁଣିବା ହେଉ ଗରୀବ ଡାକ, ତୁମେ ନ ଶୁଣିଲେ...

ଏ କେମିତିକା ଭକ୍ତ କିରେ ନାରଣ... ସିଂହଦ୍ୱାର ଆଗରେ ପଡିଛନ୍ତି ଯେ ଉଠୁ ନାହାଁନ୍ତି। ସାଆନ୍ତଙ୍କୁ ଦୁଃଖ ଜଣାଇବାକୁ ବୋଧେ ଆସିଛନ୍ତି ଏ ମ୍ୟାଡମ୍

Odisha government hikes minimum daily wages for workers
ଶ୍ରମିକଙ୍କ ପାଇଁ ଖୁସି ଖବର, ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟର ୮୯ଟି କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏ ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Frequent Power Cuts ।What Is Causing Long Power Outages In Odisha ?
ଏପଟେ ପ୍ରଚଣ୍ଡ ଖରା ସେପଟେ କରେଣ୍ଟ ନାହିଁ

ଖରା ବେଳେ ଗାଁରେ ଅଘୋଷିତ ବିଜୁଳିକାଟ , ସନ୍ତୁଳି ହେଉଛନ୍ତି ଗ୍ରାମାଞ୍ଚଳ ବାସିନ୍ଦା ।ବିଦ୍ୟୁତ୍ ବିତରଣ କମ୍ପାନୀ ଡିସ୍କମ୍ ଟାଟା ପାଓ୍ୱାର କଟ୍ କରୁଥିବା ଗ୍ରାମବାସୀଙ୍କ ଅଭିଯୋଗ ...

ASHA RA ALOKA
ଫଟୋ ଆଣିଲା ସନ୍ଦେହ, ଫାଟିଗଲା ବିଶ୍ୱଜିତା-ବିନୋଦଙ୍କ ସଂସାର

ବାହାଘର ପରେ ଖୁସିରେ ମିଳିମିଶି ଘର ସଂସାର କରୁଥିଲେ ବିଶ୍ୱଜିତା ଓ ବିନୋଦ। ଦିନେ ହଠାତ୍ ଆଗକୁ ଆସିଲା ଗୋଟିଏ ଫଟୋ। ଯେଉଁଥିରେ ଫାଟିଗଲା ଖୁସିର ସଂସାର। କଣ ଥିଲା ସେ ଫଟୋରେ? ଜାଣିବା ପାଇଁ ଦେଖନ୍ତୁ ଜୀବନ ଦୋ ଛକିରେ ଆଶାର ଆଲୋକ

CYBER CRIME-Cyber Cell Indifferent Towards Plight To Fraud Victims
ସାଇବର୍ ସେଲ୍ ବୁଝୁନି ଲୁଟର ଶିକାର ଲୋକଙ୍କ ଦୁଃଖ

ଦୌଡି ଦୌଡି ନୟାନ୍ତ ହୋଇଗଲେଣି। ହେଲେ ଉପର ଅଫିସରଠୁ ତଳ ଅଫିସର ପର୍ଯ୍ୟନ୍ତ କେହି ଶୁଣୁ ନାହାଁନ୍ତି ଅଭିଯୋଗ। ଶେଷ କାନମୁଣ୍ଡା ଆଉଁସି ଚୁପ୍ ହୋଇ ବସିବାକୁ ହେଲା...

mla
ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ

ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ

special story
ଯୁବ ଇଞ୍ଜିନିୟରଙ୍କ ପକ୍ଷୀ ପ୍ରେମ : ଚାକିରୀ ଛାଡି କରିଛନ୍ତି ଚଢେଇ ବିହାର, ନିଶା ପାଲଟି ଯାଇଛି ବେଉସା

ପକ୍ଷୀ ସଉକକୁ ବେଉସା କରିଲେଣି ଯୁବ ଇଂଜିନିୟର। ମୁମ୍ବାଇରୁ ଚାକିରୀ ଛାଡି ଗାଁରେ ତିଆରି କରିଛନ୍ତି ପକ୍ଷୀ ବିହାର। ୪୨ ପ୍ରଜାତିର ନାମିଦାମୀ ପକ୍ଷୀ ରଖି କରୁଛନ୍ତି ମ୍ୟୁଟେସନ ଓ ବ୍ରିଡିଙ୍ଗ। ନିଜେ ସ୍ୱାବଲମ୍ବୀ ହେବା ସହ ବେକାରୀ ଯୁବକଙ୍କୁ ଦେଉଛନ୍ତି ରୋଜଗାର...

jawan
ଦେବଦୂତ ସାଜି ବୃଦ୍ଧାଙ୍କ ଜୀବନ ବଞ୍ଚାଇଲେ ଯବାନ

ଛଟପଟ ହେଉଥିଲେ ବୃଦ୍ଧା, ଜୀବନ ବଞ୍ଚାଇଲେ ଯବାନ

drain
ଚଳୁ କରିଦେଲେ ଟଙ୍କା, ପାଣି ନିଷ୍କାସନ ବଦଳରେ ତିଆରି ହୋଇଥିବା ଅଷ୍ଟବକ୍ର ଡ୍ରେନରେ ହେବ କି ମଶା ଚାଷ?

ଧନ୍ୟ ସେ ଠିକାଦାର। ଯିଏ ତିଆରି କରିଛି ଅଷ୍ଟବକ୍ରି ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...

eNAM
ଇ-ନାମ ମାର୍କେଟିଂ ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର, ଦୋ ଛକିରେ ଚାଷୀ

କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ମାର୍କେଟରେ ଚାଷୀ କିପରି ଉଚିତ ମୂଲ୍ୟ ପାଇପାରିବ, ସେ ନେଇ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି। ଇ-ନାମ ମାର୍କେଟିଂ ନେଇ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି...

asi team
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପୁରୀରେ ASI ଟିମ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଚାଲିଥିବା ସମସ୍ତ କାର୍ଯ୍ୟକୁ ତନତନ କରି ଅନୁଧ୍ୟାନ କରୁଛି ASI ଟିମ୍

Taste of odisha
କଙ୍କଡା ଡାଲମା ତିଆରି କରନ୍ତୁ, ଖାଆନ୍ତୁ ଓ ଖୁଆନ୍ତୁ...

ଆଜି ରବିବାର ଜମିବ। ମାଛ କି ମଟନ୍ ନ ହୋଇ ହେବ କଙ୍କଡା ଡାଲମା। କେମିତି କରି ଜାଣି ନିଅନ୍ତୁ... ଆଉ ଖାଇ ସାରିବା ପରେ କମେଣ୍ଟ ବକ୍ସରେ ଜଣାଇବେ କେମିତି ଲାଗିଲା...

Bhitarkanika National Park Closed
ଆଜିଠୁ ୩ ମାସ ଭିତରକନିକା ବନ୍ଦ 

ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ’ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରଖାଯାଇଛି।

power cut
ଡିସ୍କମ୍ ଟାଟା ମାଗୁଛି ବିଜୁଳି, ସେତିକି ଦିଆଯାଉଛି ବିଜୁଳି ! ତଥାପି କାହିଁକି ପାୱାରକଟ୍ ?

ବିଶେଷଜ୍ଞଙ୍କ ମତରେ ଯେତେ ବିଜୁଳି ଦରକାର, ଟାଟା ସେତିକି କିଣୁ ନାହିଁ । ଆଉ ହଜାରେ ମେଗାଓ୍ୱାଟ କିଣିଲେ, ପାଓ୍ୱାର କଟ୍ ହୁଅନ୍ତା ନାହିଁ

Yojana Ra Na Hariloot
ଶବ ନଥାଇ ଶ୍ମଶାନ, ମଣିଷ ନଥାଇ କମ୍ୟୁନିଟି ହଲ୍ : କାହା ସ୍ୱାର୍ଥରେ ଖର୍ଚ୍ଚ ହେଲା ଲକ୍ଷ ଲକ୍ଷ ଟଙ୍କା ?

ଶ୍ମଶାନ ହେବା ପରେ ଲୋକଙ୍କର ଦାବି ତ ପୂରଣ ହେଲା, କିନ୍ତୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ତିଆରି ହୋଇଥିବା ନୂଆ ମଶାଣିରେ ଗୋଟିଏ ବି ମୃତଦେହ ପୋଡା ହୋଇପାରିଲାନି

accident
ରୋଗୀ ନେଇ ବାଲେଶ୍ୱରରୁ କଟକ ଆସୁଥିବା ବେଳେ ଦୁର୍ଘଟଣା : ୩ ମୃତ, ୨ ଗୁରୁତର

ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଏକ ଟ୍ରକ୍ ପଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

Monalisa's hand in making more than 20 Divyanga’s self-sufficient
୨୦ରୁ ଅଧିକ ବିଦ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବାରେ ମୋନାଲିସାଙ୍କ ହାତ

ଆମ ସମାଜରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କଷ୍ଟକର ପରିସ୍ଥିତିରେ ବି ଉଦ୍ୟମ ଏବଂ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। ନିଜର ଉଦ୍ୟମ ଏବଂ ବିଭିନ୍ନ ସଂଗଠନର ସହଯୋଗ ବଳରେ କେମିତି ଅନ୍ୟମାନଙ୍କ ପାଇଁ ଉଦାହରଣ ବନିପାରିଲେ ମୋନାଲିସା ଆସନ୍ତୁ ଜାଣିବା।

Martial Dispute
ନ୍ୟାୟ ପାଇଁ ଶ୍ୱଶୂର ଘର ସାମ୍ନାରେ ଆଉ ଜଣେ ତପସ୍ୱିନୀ

ବାପଘର ଲୋକଙ୍କ ପକ୍ଷରୁ ବୁଝାମଣା ପାଇଁ ପୂର୍ବରୁ ଚେଷ୍ଟା କରାଯାଇଥିଲା। 

  • Saturday, 30 April 2022
 India's Power Demand
ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ବିଜୁଳି କାଟ ?

ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ବିଜୁଳି କାଟ ? ୧୦ ହଜାର ମେଗାଓ୍ବାଟ୍‌ର ଉତ୍ପାଦନ କ୍ଷମତା ସତ୍ତ୍ୱେ କାହିଁକି ପିକ୍ ଚାହିଦା ମେଣ୍ଟାଇ ପାରୁନି ରାଜ୍ୟ ? କେଉଁଠି ରହୁଛି ତ୍ରୁଟି ? ଭିତ୍ତିଭୂମିର ଅଭାବ ନା ଡିମାଣ୍ଡ ସାଇଡ୍ ମ୍ୟାନେଜମେଣ୍ଟରେ ଅଧିକାରୀଙ୍କ ବିଫଳତା ?