• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kantabanji Village

Special Story | Former sarpanch in Kantabanji village converts field into park with own expenses
ଖୋଲା ପଡ଼ିଆକୁ ଏମିତି ପାର୍କ କରିଦେଲେ ନେତା...ଏବେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲାଗୁଛି ଭିଡ଼....

ନେତା ହେବ ତ ଏମିତି। ନିଜ ଉଦ୍ୟମରେ ପଡ଼ିଆକୁ କରିଦେଲେ ସୁନ୍ଦର ପାର୍କ। କୁଣ୍ଡ ଭିତରେ ଥିବା ଶିବ ମୂର୍ତ୍ତି ଦର୍ଶକଙ୍କୁ କରୁଛି ବିଭୋର। ସେଲଫି ନେବା ପାଇଁ ଯୁବକଙ୍କ ଲାଗୁଛି ଲାଇନ୍‌....ଦେଖନ୍ତୁ କେତେ ସୁନ୍ଦର ଦିଶୁଛି ପାର୍କ