• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Self Reliant

Ranjita
ନିଜେ ସରକାରୀ ଚାକିରି ଛାଡିଲେ, ଏବେ ଅନ୍ୟ ମହିଳାଙ୍କୁ ଦେଉଛନ୍ତି ରୋଜଗାର..

୧୯୯୮ ଏପ୍ରିଲ ପହିଲାରୁ ଗୋଟିଏ ପୁରୁଣା ସିଲେଇ ମେସିନ୍ ସାହାଯ୍ୟରେ ସାହିର ୫ ଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ | ଆଉ ସେହିଦିନ ଠାରୁ ପଛକୁ ଚାହିଁନାହାନ୍ତି ରଞ୍ଜିତା । ସେ ପ୍ରଥମେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବେ ୨୦୦୧ ରେ ନିଯୁକ୍ତି ପାଇଥିଲେ | ତେବେ ଘର ଠାରୁ ପ୍ରାୟ ୨୩ କିମି ଦୂର ସ୍କୁଲକୁ ଯିବାକୁ ପଡ଼ିବାରୁ ବଦଳି ପାଇଁ ପ୍ରଶାସନ ନିକଟରେ ଗୁହାରି କରି ନିରାଶ ହୋଇଥିଲେ ।

Prerana – Meet Kadambari Mallik who sets an example of becoming self reliant
୨୦୦୮ ମସିହାରେ କାଦମ୍ବରୀଙ୍କ ଜୀବନ ବଦଳିଥିଲା....ଜାଣନ୍ତୁ କେମିତି?

ରୋଜଗାରର ବାଟ ଦେଖାଇଲା ବାଉଁଶ ବେତ। ବିଭିନ୍ନ ସାମଗ୍ରୀ ତିଆରି କରି ଭଲ ଦୁଇ ପଇସା ନିଜେ ରୋଜଗାର କରୁଛନ୍ତି ଆଉ ଅନ୍ୟକୁ ରୋଜଗାରର ରାସ୍ତା ବି ଦେଖାଇଛନ୍ତି...

Prerana- Meet Jyotsna Sahoo From Bhubaneswar Who Sets An Example Of Becoming Self Reliant
ସୁନାର ସ୍ୱପ୍ନ ଭାଙ୍ଗିଦେଲା ଚିଟ୍‌ଫଣ୍ଡ, ସମ୍ପତ୍ତି ବିକି ଟଙ୍କା ସୁଝିଲେ ହେଲେ...

ଭଲରେ ଥିଲେ ସବୁ ଆଡଜଷ୍ଟ କରିଦେବେ, ନିଶାରେ ଥିଲେ ସଂସାରର ସବୁ ଜିନିଷ ଆଣି ଦେଲେ କିଛି ଖାଇବେନି ସ୍ୱାମୀ। ଏ ଦୁଃଖ କାହାକୁ କହିବି? ଚିଟ୍‌ଫଣ୍ଡ ଭାଙ୍ଗିଦେଲା ସୁନାର ସଂସାର। ସମ୍ପତ୍ତି ବିକ୍ରି କରି ଲୋକଙ୍କ ଟଙ୍କା ସୁଝିଲେ, ହେଲେ ତା’ପରେ ଆଉ କୌଣସି କାମ କଲେନି। ପରିବାରର ପୂରା ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଏବେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି ଯୋତ୍ସନା

Inspiring! Disabled Man From Koraput Sets An Example Of Being Self-Reliant
ଏମାନେ ଦିବ୍ୟାଙ୍ଗ ସତ କିନ୍ତୁ ଅକ୍ଷମ ନୁହନ୍ତି : ନିଜ କାମ ନିଜେ କରୁଛନ୍ତି

କାହାର ଗୋଡ-ହାତ ଅକାମୀ ତ ଆଉ କିଏ ଜନ୍ମରୁ ଅକ୍ଷମ । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।