Advertisment

ବର୍ଷାଙ୍କୁ ଟଙ୍କା ଦେଲେ ସ୍ୱାମୀ ଅନୁଭବ

ଟଙ୍କା ଡିପୋଜିଟ ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଜଣାଇଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Anubhav Barsha Martial Discord

Anubhav Barsha Martial Discord

କୋର୍ଟ ନିର୍ଦ୍ଦେଶରେ ପତ୍ନୀ ବର୍ଷାଙ୍କୁ ୩୦ ହଜାର ଟଙ୍କା ଦେଲେ ସାଂସଦ ଅନୁଭବ ମହାନ୍ତି। ବିକଳ୍ପ ରହଣି ପାଇଁ ବର୍ଷାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ କଲେ ଅନୁଭବ। ଟଙ୍କା ଡିପୋଜିଟ ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଜଣାଇଲେ। ବିକଳ୍ପ ରହଣି ପାଇଁ ବର୍ଷାଙ୍କୁ ମାସିକ ୩୦ ହଜାର ଦେବାକୁ କୋର୍ଟ କହିଥିଲେ। 

Advertisment
Payment Receipt  Payment Receipt
BJD Anubhav Mohanty Anubhav- Varsha Marital Discord MP Barsha Priyadarshini
Advertisment
Advertisment