Advertisment

ପ୍ରେମକୁ ସମର୍ଥନ ଦେଲା ପୋଲିସ୍‌....ପ୍ରେମୀଯୁଗଳଙ୍କୁ ସାଥ୍‌ ଦେଇ ଥାନାକୁ ନେଇଗଲା ପୋଲିସ୍‌। ପରେ.....

ପ୍ରେମକୁ ସ୍ୱୀକାର କଲାନି ପରିବାର। ପ୍ରେମୀଯୁଗଳଙ୍କ ସାଥ୍‌ ଦେଲା ପୋଲିସ୍‌। ଏୟାରପୋର୍ଟରେ ପହଞ୍ଚି ପୋଲିସ୍‌ର ସୁରକ୍ଷା ମାଗିବା ପରେ ଏସ୍କର୍ଟରେ ଗଲେ ଏଇ ପ୍ରେମୀଯୁଗଳ। ପୁଅ ଘର ଲୋକ ସମର୍ଥନ ଦେଉଥିବା ବେଳେ ସମ୍ପର୍କକୁ ବିରୋଧ କରୁଛନ୍ତି ଝିଅ ଘର ଲୋକ। ଏବେ ହେବ କ’ଣ?

author-image
Pallipuspa Samal