ନିଜ ଛୁଆକୁ ଟିକିଏ କ୍ଷୀର ଖୁଆଇବାକୁ ଭୋ ଭୋ କାନ୍ଦୁଛି ମାଆ। ଯାହାକୁ ୧୦ ମାସ ଗର୍ଭରେ ରଖି ଦୁନିଆ ଦେଖାଇଥିଲା, ତାକୁ କୋଳରେ ନେବା ପାଇଁ ଆକୁଳ ନିବେଦନ କରୁଛି ମାଆ। ହାତ ଯୋଡ଼ୁଛି, ସମସ୍ତଙ୍କୁ କହୁଛି କି ମୋ ପୁଅକୁ ଦିଅ, ନହେଲେ ମୁଁ ବଞ୍ଚିପାରିବିନି ।