• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

News Fuse
ଏ ଡ୍ରାଇଭର ତଳକୁ ଓହ୍ଲା...ତୁ ଏଇଠିକି କାହିଁକି ଆସିଲୁ?

ଏ ଡ୍ରାଇଭର ତଳକୁ ଓହ୍ଲା। ତୁମେ ଗାଡ଼ି ଭିତରକୁ ଆଣିଲ କାହିଁକି? ଏଇଟା କଣ ଗ୍ୟାରେଜ୍‌? ଗାଡ଼ି ଖରାପ ହେଲା ବୋଲି ଏଠିକି ନେଇ ଆଇଲ? ନାରଣ ଆଜି ନାରଣର ଅବସ୍ଥା ଏମାନେ ଘାଇଲା କରିଦେବେ ଲାଗୁଛି....

Women’s role in chipko movement
ଗଛ ପାଇଁ ବାହାରିଥିଲେ ମହିଳା; ୩୦୦ରୁ ଅଧିକ ପ୍ରାଣ ହରାଇଥିଲେ

ଅଢେଇ ହଜାର ଗଛ କାଟିବାକୁ ହୋଇଥିଲା ଯୋଜନା। ମହିଳାମାନେ ଏକାଠି ହୋଇଗଲେ। ଗଛ କଟା ରୋକିବା ପାଇଁ ଗଛକୁ କୁଣ୍ଡେଇ ରହିଲେ। ସେମାନେ କହିଲେ ଯେ ଗଛ କାଟିବା ପୂର୍ବରୁ ସେମାନଙ୍କୁ କାଟି ଦିଅ। ସେମାନଙ୍କର ଏହି ନିର୍ଭୀକତାର ଧ୍ୱନୀ ସମଗ୍ର ଭାରତରେ ପ୍ରକମ୍ପିତ ହେଲା।

Indias's first K-POP Artist
ଓଡ଼ିଶା ଫେରିଲେ K-POP ଷ୍ଟାର୍

ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣିଥିବା ତଥା କେ-ପପ୍‌ରେ ସାମିଲ୍‌ ହୋଇଥିବା ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ନିଜ ଜନ୍ମ ଭୂମିକୁ ଫେରିଛନ୍ତି। ଦେଖନ୍ତୁ କିଛି ଫଟୋ...

scam
ମଧ୍ୟାହ୍ନ ଭୋଜନ ଚାଉଳରେ ଘୋଟାଲା : ୫୦ କିଲୋର ବସ୍ତା, କିନ୍ତୁ ଭିତରେ ୪୫ କେଜି ଚାଉଳ

ମଧ୍ୟାହ୍ନ ଭୋଜନ ଚାଉଳରେ ବଡ଼ ଧରଣର ଘୋଟାଲା। ୫୦ କିଲିଆ ବସ୍ତାରେ ଦିଆଯାଉଛି ୪୫ କିଲୋ ଚାଉଳ

Service charge issue: Govt's new move may reduce your food bills; Restaurants body calls it 'unfortu
ଏଣିକି କମିବ ରୋଷ୍ଟୁରାଣ୍ଟ ଖାଇବା ବିଲ୍‌ !

କମିପାରେ ରେଷ୍ଟୁରାଣ୍ଟର ଖାଇବା ବିଲ୍‌ । ଗ୍ରାହକଙ୍କ ଠାରୁ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ ବନ୍ଦ କରିବାକୁ ସରକାର ଆଣିପାରନ୍ତି ନୂଆ ନିୟମ ।

Special story
ଝିଅ ବିଦା ବେଳେ ପ୍ରେମିକର ହଙ୍ଗାମା : ବିଚ୍‌ ରାସ୍ତାରେ ଅଟକିଲା ବରଗାଡ଼ି, ଥାନାରେ ପହଞ୍ଚିଲା ମାମଲା

ଧୋକା ଦେଇ ଆଉ ଜଣଙ୍କ ହାତ ଧରିଲା ପ୍ରେମିକା । ଝିଅ ବିଦା ହେବା ବେଳେ ଖେଳ ବିଗାଡ଼ି ଦେଲା ପ୍ରେମିକ ।

The SC refused to accept a marriage certificate issued by Arya Samaj
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ଏଣିକି ଆଉ ଚଳିବନି ଆର୍ଯ୍ୟ ସମାଜ ବିବାହ ପ୍ରମାଣପତ୍ର

ଆର୍ଯ୍ୟ ସମାଜ ଦ୍ୱାରା ଦିଆଯାଉଥିବା ବିବାହ ପ୍ରମାଣପତ୍ର ଅବୈଧ ।

STF seizes 10 quintal ganja smuggled in secret chamber of a truck
ସିକ୍ରେଟ୍‌ ଚାମ୍ବରରେ ସିକ୍ରେଟ୍‌ ଚାଲାଣ: ‘ପୁଷ୍ପା’ ଷ୍ଟାଇଲ୍‌ରେ କରୁଥିଲେ ଏମିତି କାମ, ଧରାପଡ଼ିଗଲେ...

ଟ୍ରକ୍‌ରେ ସିକ୍ରେଟ୍‌ ଚାମ୍ବର କରାଯାଇ ଚାଲାଣ ହେଉଥିଲା ଗଞ୍ଜେଇ। କେଜିଏ କି ୨ କେଜି ନୁହେଁ ଏକାଥରକେ ୧୦ କ୍ୱିଣ୍ଟାଲ ଗଞ୍ଜେଇ ରାଜ୍ୟ ବହାରକୁ ଚୋରା ଚାଲଣ ପାଇଁ ଯୋଜନା ହୋଇଥିଲା।

Mobile Light Treatment
ସରକାରୀ ମେଡିକାଲରେ ଏମିତି ଚାଲିଛି ଚିକିତ୍ସା ! ମୋବାଇଲ ଲାଇଟ୍‌ରେ ହେଉଛି ମୁଣ୍ଡର ଷ୍ଟିଚ୍‌

ଭାଟପଡ଼ା ଗାଁର କୃପାସିନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲ ଆସିଥିଲେ । ପରେ ତାଙ୍କର ମୋବାଇଲ ଲାଇଟ୍‌ରେ ଚିକିତ୍ସା କରାଯାଇଥିଲା ।

Postmortem
ଅଭାବନୀୟ ଦୃଶ୍ୟ ! ମୃତକଙ୍କ ପୋଷ୍ଟମର୍ଟମ ପାଇଁ କାନ୍ଧରେ ଶବ ବୋହୁଛନ୍ତି ପରିବାର

ବ୍ୟବଚ୍ଛେଦ ପାଇଁ କାନ୍ଧରେ ବୋହି କୋରାପୁଟ ଚାଲିଲେ ପରିବାର । ଟିକିରି ଥାନା ପୋଲିସର ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ ।

Fuel price
ଆଶ୍ୱସ୍ତି !! ପୁଣି କମିବ ପେଟ୍ରୋଲ ଓ ଡିଜେଲ ଦର?

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି। ଏତିକି ଟଙ୍କା ପୁଣି କମିପାରେ ପେଟ୍ରୋଲ ଓ ଡିଜେଲ ଦର। ଜାଣନ୍ତୁ କେବେ କମିବ ଦର?

Sital Sasthi
ଆଶା ଆଶଙ୍କାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ନହେବାରୁ ଅସହଯୋଗ କରିଛନ୍ତି ଉଭୟ ନିଯୋଗ ।

cycling habit
ବେଣୁ ମଉସାଙ୍କ ସାଇକେଲ୍, ତାଙ୍କ ପାଇଁ ବୁଲେଟ୍

ବେଣୁ ମଉସା ୯୩ ବର୍ଷରେ ପୂରା ଫିଟ୍। ତାଙ୍କ କ୍ଷୁର କଇଁଚି ଚକାଚକ୍। ମୁଣ୍ଡ କରନ୍ତି ମାଲିସ୍, ଗାଲ କରନ୍ତି ପାଲିସ୍। ସେ ତାଙ୍କ ପିଲା ଦିନୁ ସାଇକେଲ୍ ଚଲାଉଛନ୍ତି... ସିଏ ବି ଯେମିତି ବୟସର ଅପରାହ୍ଣରେ ତାଙ୍କ ସାଇକେଲ୍ ବି... ହେଲେ ଉଭୟ ଅଛନ୍ତି ଫିଟ୍.

crocodile-inhabited river
“ବାଛୁରୀ, କୁକୁରକୁ ଟାଣିନେଲାଣି କୁମ୍ଭୀର...ଏବେ ଆମକୁ ଖାଇବ”

କୁମ୍ଭୀର ଆଁରେ ଗାଁ। ବାଛୁରୀ ଓ କୁକୁରକୁ ଟାଣିନେଲାଣି। ଉପାୟ ନଥିବାରୁ ନଈ ଭିତରେ ଜୀବନକୁ ବାଜି ଲଗାଇ ନଈରେ ପସୁଛନ୍ତି ଗାଁ ଲୋକେ। ଏପଟେ ଘର, ସେପଟେ ଫସଲ...ମଝିରେ କୁମ୍ଭୀରର ଆତଙ୍କ। ସଚେତନତାର ପୋଷ୍ଟ ଲଗାଇଦେଇ ଚୁପ୍‌ ବସିଛି ବନବିଭାଗ।

Odisha man consumes sand
ଆଶ୍ଚର୍ଯ୍ୟ !! ଭାତ ନୁହେଁ ବାଲି ଖାଇ ବଞ୍ଚିଛନ୍ତି ୪୦ ବର୍ଷ...

ଭାତ ପରି ଗୁଣ୍ଡା ଗୁଣ୍ଡା କରି ଖାଉଛନ୍ତି ବାଲି। ଯିଏ ନଇ କି ସମୁଦ୍ର ଆଡ଼େ ଯାଉଛି ଜରି ଦେଇ ବାଲି ଆଣିଦେବାକୁ କହୁଛନ୍ତି। ଆଉ ଦିନକୁ ଦୁଇଥର ଭାତ ଖାଇବା ପରି ବାଲି ଖାଉଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୪୦ ବର୍ଷ ହେଲାଣି ଏମିତି ବାଲି ଖାଇ ବଞ୍ଚିଛନ୍ତି ସକେସନ୍...ଦେଖନ୍ତୁ କେମିତି ଖାଉଛନ୍ତି ବାଲି...

husband devastated
ଦେଢମାସର ପ୍ରେଗନାଣ୍ଟ ଥାଇ ବି ପରୀକ୍ଷା ହଲ୍ରୁ ଫେରାର ହୋଇଗଲା ସ୍ତ୍ରୀ...କାନ୍ଦି କାନ୍ଦି ପାଗଳ ହେଲାଣି ସ୍ୱାମୀ...

ପରୀକ୍ଷା ଦେବାକୁ ଯାଇ ଫେରାର ହୋଇଗଲା ସ୍ତ୍ରୀ। କାନ୍ଦି କାନ୍ଦି ପାଗଳ ହେଲାଣି ସ୍ୱାମୀ। କହୁଛି, ଧନ ମୋର ପ୍ରେଗନାଣ୍ଟ ଅଛି, ମତେ ଭାରି କଷ୍ଟ ହେଉଛି। ତାକୁ ଛାଡ଼ି ମୁଁ ବଞ୍ଚିପାରିବିନି....ସେପଟେ ନୂଆ ଅତିଥି ଆସିବାର ଖୁସି ବଦଳରେ ନୂଆ ବୋହୂକୁ ନପାଇ ଦୁଃଖରେ ଶାଶୂଘର ଲୋକ। ଝିଅର ବାପଘର ଲୋକ କହୁଛନ୍ତି, ଘର ଛାଡ଼ି ଝିଅ ..

Girls Rugby team
ପୂର୍ବ ଆକାଶରେ ସୂର୍ଯ୍ୟ ଉଇଁଲେ, ଏମାନେ ପଡ଼ିଆକୁ ଓହ୍ଲାନ୍ତି ଆଖିରେ ଆଖିଏ ସ୍ୱପ୍ନ ନେଇ.

ପୂର୍ବ ଆକାଶରେ ସୂର୍ଯ୍ୟ ଉଇଁଲେ ଏମାନେ ଓହ୍ଲାନ୍ତି ପଡ଼ିଆକୁ। ଖେଳର ନିଶା ଏମାନଙ୍କୁ ଏମିତି ଘାରିଛି ଯେ ରାତିରେ ନିଦ ବି ହେଉନି। ବାସ୍ ଗୋଟିଏ ଲକ୍ଷ୍ୟ...ଦେଶ ପାଇଁ ଖେଳିବେ...ସୁନାର ମେଡାଲ ଆଣିବେ। ଗାଁ ଖେଳ ପଡ଼ିଆରୁ ଅନ୍ତର୍ଜାତୀୟ ଖେଳ ପଡ଼ିଆକୁ ଓହ୍ଲାଇବାର ଏମାନେ ଦେଖୁଛନ୍ତି ସୁନେଲି ସ୍ୱପ୍ନ.

News Fuse
ନନ୍‌ଷ୍ଟପ୍‌ ଧପ୍‌ଧପ୍‌...ଭାଇଲୋ ଭୂତ ଆଇଲା ଲୋ....

ନନ୍ଷ୍ଟପ୍ ଧପ୍ଧପ୍ ହେଉଛି ଲାଇଟ୍। ମୋ ବୋଉଲୋ ଭୂତ ଆଇଲା କି !! ଭାଇ ଏ ବ୍ୟବସ୍ଥାକୁ ଶହେ ଧିକ୍। ନାରଣ ତୋ ଜୀବନରେ ଏମିତି ବିଚିତ୍ର ଲାଇଟ୍ବ୍ୟବସ୍ଥା କେବେ ଦେଖିଛୁ?

Mobile ATMs are not working in some area
ଉପାନ୍ତ ଇଲାକାରେ ଡଙ୍କ ମୋଡ଼ିଛି ମୋବାଇଲ୍ ଏଟିଏମ୍ ସେବା; ପୋଲ୍ ଖୋଲିଥିଲେ ଏଜି

କୋଟି କୋଟି ଟଙ୍କା ବ୍ୟୟରେ ଉପାନ୍ତ ଓ ଆଦିବାସୀ ଇଲାକାରେ ଲାଗିଛି ମୋବାଇଲ୍ ଏଟିଏମ୍ ସେବା । ହେଲେ ସୁବିଧାରୁ ବଞ୍ଚିତ ହେଉଛନ୍ତି ଉପଭୋକ୍ତା...

  • Friday, 03 June 2022
  • ATM
SC junks pleas against Srimandir corridor work, imposes penalty on petitioners
ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ; ରହିତାଦେଶ ପାଇଁ ଦାଖଲ ଲିଭ୍ ପିଟିସନ୍ ଖାରଜ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସୁପ୍ରିମ୍‌କୋର୍ଟରେ ଦାଖଲ ଦୁଇ ଦୁଇଟି ସ୍ପେଶାଲ୍ ଲିଭ୍ ପିଟିସନ୍‌କୁ ସର୍ବୋଚ୍ଚ ଅଦାଲତ ଆଜି ତାଙ୍କ ରାୟରେ ଖାରଜ କରି ଦେଇଛନ୍ତି ।

Woman Living On India-China Border Claims To Be Goddess Parvati, Wants To Marry Shiva
ନିଜକୁ ପାର୍ବତୀ କହି ଶିବଙ୍କୁ ବିବାହ କରିବା ଦାବିରେ ଏହି ମହିଳା

ଶିବଙ୍କୁ ବିବାହ କରିବା ଜିଦିରେ ଭାରତ-ଚୀନ୍ ସୀମାରେ ଅଡ଼ି ବସିଛନ୍ତି ଏହି ମହିଳା ...

Two government school teachers suspended for submitting fake certificate
ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିବା ପଡ଼ିଲା ମହଙ୍ଗା; ନିଲମ୍ବିତ ହେଲେ ଉଭୟ ଶିକ୍ଷକ ପତି ଓ ପତ୍ନୀ

ମହଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଦେଇ ଚାକିରି କରିବା । ଉଭୟ ଶିକ୍ଷକ ପତି ଓ ପତ୍ନୀ ନିଲମ୍ବିତ..

Bhadrak married woman flees with unknown person case
ଫେରିଆ, ତୋ ବିନା ମୁଁ ବଞ୍ଚି ପାରିବିନି; ସ୍ତ୍ରୀର ବିରହରେ ଏମିତି କହି ଝୁରୁଛି ସ୍ୱାମୀ

ସାବିତ୍ରୀ ବ୍ରତ ପରଦିନ ସ୍ୱାମୀକୁ ଛାଡି ଚାଲିଯାଇଥିଲେ ସ୍ତ୍ରୀ। ପରୀକ୍ଷା ଦେବାକୁ କହି ଫେରାର ହୋଇଯାଇଥିଲେ। ସ୍ୱାମୀର କିନ୍ତୁ ମନ ବୁଝୁନି। ସେ ଆଉ କାହା ସହ ଯାଇପାରିବନି ବୋଲି ବିଶ୍ୱାସ ରହିଛି। ଦିନେ ନା ଦିନେ ସେ ଫେରିବ ଏହି ଭରସାରେ ଅଛନ୍ତି ସ୍ୱାମୀ।