• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

This WagonR Modified To Look Like An Autorickshaw Will Blow Your Mind
ଦମ୍‌ଦାର ଜୁଗାଡ୍ ! ୱାଗ୍‌ନର ଗାଡ଼ିକୁ ଅଟୋରେ ପରିଣତ କଲେ ଏହି ଯୁବକ

ଇଏ ୱାଗ୍‌ନର ନା ଅଟୋ ? ଦେଖନ୍ତୁ ଭିଡ଼ିଓ...

Odisha Man Grows Apple
୪୨ ଡିଗ୍ରୀ ତାପମାତ୍ରାରେ ବି ଗଛରେ ଫଳୁଛି ଲାଲ ଟହଟହ ଆପେଲ୍‌

ପ୍ରବଳ ଗୁଳୁଗୁଳି, ପ୍ରଚଣ୍ଡ ତାତି। ତାପମାତ୍ରା ପାଖାପାଖି ୪୨ ଡିଗ୍ରୀ ହେବ। ହେଲେ ଓଡିଶାର ଏଇଠି ପ୍ରଚୁର ପରିମାଣରେ ଫଳୁଛି ଆପେଲ। ପେନ୍ଥା ପେନ୍ଥା ଝୁଲିଛି ସେଓ। ଲାଲ ଟହଟହ ସେଓ ଦେଖିଲେ ଆପଣଙ୍କ ପାଟିରେ ବି ଆସିଯିବ ଲାଳ। ଜାଣନ୍ତୁ ଏତେ ଖରାରେ କେମିତି ହେଉଛି ଆପେଲ ଚାଷ।

Spring Water
ଦିନେ ପାଣି ପାଇଁ ଡହଳ ବିକଳ ହେଉଥିଲେ, ଏବେ ବିନା ମୋଟର୍‌ରେ ମିଳୁଛି ୨୪ ଘଣ୍ଟା ପାଣି

ୟାକୁ କହନ୍ତି ବୁଦ୍ଧିର କରାମତି । ବିନା ମୋଟର ବିନା ଇଲେକ୍ଟ୍ରିରେ ଘରକୁ ଅନବରତ ଆସୁଛି ପାଣି । ଆଉ ନାହିଁ ପୂର୍ବର ଜଳକଷ୍ଟ । ଇଏ ପୁଣି ଆଦିବାସୀ ଇଲାକାରେ ।

Pray For Rahul
ପୁଅକୁ ଫେରି ପାଇବା ପାଇଁ ଖୁବ୍ ଆଶାବାଦୀ, ରାହୁଲଙ୍କ ବାପା

ଖୁବ୍ କମ୍ ସମୟ ଭିତରେ ରାହୁଲ ଉଦ୍ଧାର ହେବ ବୋଲି ଆଶ କରାଯାଉଛି । ତେବେ ରାହୁଲକୁ ଉଦ୍ଧାର କିରବା ପରେ ଗ୍ରୀନ୍ କରିଡର ଜରିଆରେ ବିଳାସପୁର ନିଆଯିବ ବୋଲି ସୂଚନା ମିଳିଛି ।

Bee-fence and Elephant Herds
ହାତୀପଲ୍ଲଙ୍କୁ ଘଉଡାଇବ ମହୁମାଛି

ହାତୀ-ମଣିଷ ଲଢେଇ ରୋକିବେ ମହୁମାଛି । ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ରେଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟରେ ଗାଁ ମୁହାଁ ହାତୀଙ୍କୁ ଘଉଡାଇବା ସହଜ ହେବ ବୋଲି ଆଶା ରଖିଛି ବନ ବିଭାଗ ।

Tattered House
ସବୁ ଦେଖି ଚୁପ୍‌ ପ୍ରଶାସନ; ୫ ଫୁଟିଆ ଘରେ କଟୁଛି ବୁଢ଼ୀ ମାଉସୀର ଜୀବନ

୨୨ ବର୍ଷର ସ୍ଥିର ସରକାର। ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ। ଖାଇବାକୁ ନାହିଁ ପିଇବାକୁ ନାହିଁ....ବର୍ଷା ହେଲେ ମୁଣ୍ଡ ଉପରେ ବର୍ଷୁଛି, ଖରା ହେଲେ ଟିଣ ଘରେ ଦେହ ଜଳିଯାଉଛି। ଘର ଖଣ୍ଡିଏ ପାଇଁ ଗୁହାରି କରି କରି ହାଲିଆ ହେଲେ ଲାଞ୍ଚ ବିନା ଘର ହେଉନି। ରାସନ କାର୍ଡ ନାହିଁ କି ଭତ୍ତା ନାହିଁ। ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବାସନ୍ତୀ।

Age
ମହିଳା-ଶିଶୁଙ୍କ ପାଇଁ ମାଳ ମାଳ ଯୋଜନା, ହେଲେ କମୁନି ମୃତ୍ୟୁ ହାର

୨୨ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୫, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ କୁପୋଷଣକୁ ଦାୟୀ କଲେ ବିଶେଷଜ୍ଞ । ପଛୁଆ ଓ ଆଦିବାସୀ ଜିଲ୍ଲାରେ ସ୍ଥିତି ସଂଗୀନ ।

  • Monday, 13 June 2022
  • Age
Love is Blind
ମାଟ୍ରିମୋନିରୁ ପସନ୍ଦ ହେଲା, ଦୃଷ୍ଟିବାଧିତ ଜାଣି ବି ହାତଗଣ୍ଠି ପଡ଼ିଲା

ମହାନତା ଦେଖାଇଲେ ମନମୋହନ। ମାଟ୍ରିମୋନିରୁ ଫଟୋ ଦେଖି ପସନ୍ଦ ହେବା ପରେ ଦୃଷ୍ଟିବାଧିତ ସୁଜାତାଙ୍କୁ ପ୍ରେମ ନିବେଦନ କରିଥିଲେ ମନମୋହନ। ହେଲେ ପ୍ରଥମେ ଅରାଜି ହେଲେ ସୁଜାତା। କିନ୍ତୁ ପିଛା ଛାଡ଼ିନଥିଲେ ମନମୋହନ। ଦୀର୍ଘ ୩ ବର୍ଷ ପରେ ସୁଜାତାଙ୍କ ହାତ ଧରି ସମାଜ ପାଇଁ ଉଦାହରଣ ସାଜିଲେ ମନମୋହନ ।

Khola Katha with senior BJD leader Prasanna Kumar Patasani
ବାବାଙ୍କୁ ପଲଟିକାଲ ମର୍ଡ଼ର କଲା କିଏ? ବିଜେଡ଼ିରେ ପାଟ୍ଟଶାଣୀଙ୍କ ଶତ୍ରୁ କିଏ?

ମତେ ପଲଟିକାଲ ମର୍ଡର କରାଯାଇଛି। ସୁନ୍ଦର ନାରୀର ସୌନ୍ଦର୍ଯ୍ୟ ହେଉଛି ନିଜ ସୁନ୍ଦର। ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ମାରିବା ଠିକ୍‌ ନୁହେଁ। ମୋ ଟିକେଟ୍‌ କଟିଲା କାହିଁକି ମୁଁ ଜାଣେ...ହେଲେ ପରିପ୍ରକାଶ କଲେନି। କୋହ ନଥିଲେ ମଣିଷ ହେବା କେମିତି? ଶୁଣନ୍ତୁ ଖୋଲାକଥାରେ ଆଉ କଣ ମନଖୋଲି କହୁଛନ୍ତି ପାଟ୍ଟଶାଣୀ

Jibana Do Chhakire Ashara Alok | Doubts among couple ruins marital life
ଭାଇ-ଭାଉଜଙ୍କ ଅଯଥା ହସ୍ତକ୍ଷେପ ସହ ସନ୍ଦେହ ଭାଙ୍ଗି ଦେଲା କି ସ୍ୱାମୀ-ସ୍ତ୍ରୀ ସମ୍ପର୍କ?

ସନ୍ଦେହ ଭାଙ୍ଗିଦେଲା କି ସମ୍ପର୍କ? ସ୍ୱାମୀଙ୍କ ବିରୋଧରେ ମାମଲା କଲା ପରେ ଏବେ ବଢିଯାଇଛି ଅଶାନ୍ତି...କାହିଁକି ଶାଶୂ ବୋହୂ ମଧ୍ୟରେ ହେଲା ମାରପିଟ୍‌? ଭିନେ ହେବା ପାଇଁ କାହିଁକି ରାଜି ହେଲେନି ସ୍ୱାମୀ? ଦେଖନ୍ତୁ କଣ ଥିଲା ପୂରା ଘଟଣା

Jojona Ra Na Hariloot- Talcher rail overbridge remains incomplete, massive corruption alleged
୩୭ କୋଟିରୁ ୫୨ କୋଟିରେ ପହଞ୍ଚିଲାଣି ବଜେଟ୍‌, ହେଲେ ପୋଲ କାମ ସରୁନି...

ଚେଇଁ ଶୋଇଛି ପ୍ରଶାସନ। ୩୭ କୋଟିରୁ ୫୨ କୋଟିରେ ପହଞ୍ଚିଲାଣି ପ୍ରକଳ୍ପର କାମ। ହେଲେ ଏପର୍ଯ୍ୟନ୍ତ ସରିଲାନି ଓଭରବ୍ରିଜର କାମ। ତେଜୁଛି ଅସନ୍ତୋଷ....

Special Story | Lineman cuts off Bareilly police station\'s power supply after he was fined by cop
ଚାଲାଣ କାଟିଲା ପୋଲିସ୍‌, ଯେସାକୁ ତେସା ନୀତିରେ ଥାନାର ବିଦ୍ୟୁତ୍‌ କାଟିଦେଲା ଲାଇନ୍‌ ମ୍ୟାନ୍

ଯେସାକୁ ତେସା ନୀତି। ବିଜୁଳି ମ୍ୟାନ୍‌ର ଚାଲାଣ କାଟିଦେଲା ପୋଲିସ...ଫାଇନ ଦେବା ପରେ ଥାନାର ଲାଇନ୍‌ କାଟିଦେଲେ ବିଜୁଳି ମ୍ୟାନ୍‌। ଆଉ ତା’ପରେ ହେଲା କ’ଣ?

Special Story | Alert Facebook users ! Don\'t click on this link, or else, you will get bankrupted
ସାବଧାନ ଫେସବୁକ୍‌ ୟୁଜର୍ସ, ଏଇ ଲିଙ୍କରେ କ୍ଲିକ୍ କଲେ ଖାଲି ହୋଇଯିବ ଆକାଉଣ୍ଟ

ସାବଧାନ ! ଫେସବୁକ୍‌ ୟୁଜର୍ସଙ୍କ ପାଇଁ ବଡ଼ ଖବର। ଏଇ ଲିଙ୍କରେ କ୍ଲିକ କରିବା ମାତ୍ରେ ଆକାଉଣ୍ଟ ହୋଇଯିବ ଖାଲି...ଜାଣିରଖନ୍ତୁ କେମିତି ବଞ୍ଚିବେ ଏଇ ଠକାମୀରୁ

Special Story | Love is Blind : Man sets example by tying knot with visually challenged woman
ମାଟ୍ରିମୋନିରୁ ପସନ୍ଦ ହେଲା...ଦୃଷ୍ଟିବାଧିତ ଜାଣିବା ପରେ ବି ସୁଜାତାଙ୍କ ହାତ ଧରିଲେ ମନମୋହନ

ମହାନତା ଦେଖାଇଲେ ମନମୋହନ। ମାଟ୍ରିମୋନିରୁ ଫଟୋ ଦେଖି ପସନ୍ଦ ହେବା ପରେ ଦୃଷ୍ଟିବାଧିତ ସୁଜାତାଙ୍କୁ ପ୍ରେମ ନିବେଦନ କରିଥିଲେ ମନମୋହନ। ହେଲେ ପ୍ରଥମେ ଅରାଜି ହେଲେ ସୁଜାତା। କିନ୍ତୁ ପିଛା ଛାଡ଼ିନଥିଲେ ମନମୋହନ। ଦୀର୍ଘ ୩ ବର୍ଷ ପରେ ସୁଜାତାଙ୍କ ହାତ ଧରି ସମାଜ ପାଇଁ ଉଦାହରଣ ସାଜିଲେ ମନମୋହନ...ଦେଖନ୍ତୁ ବାହାଘର ସମୟର କିଛି ଦୃଶ୍ୟ....

Special Story | Woman forced to live in tattered house, seeks govt help
ବାଃ ବାଃରେ ପ୍ରଶାସନ....ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ....ସବୁ ଦେଖି ଚୁପ୍‌ ବସିଛନ୍ତି ବଡ଼ବାବୁ

୨୨ ବର୍ଷର ସ୍ଥିର ସରକାର। ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ। ଖାଇବାକୁ ନାହିଁ ପିଇବାକୁ ନାହିଁ....ବର୍ଷା ହେଲେ ମୁଣ୍ଡ ଉପରେ ବର୍ଷୁଛି, ଖରା ହେଲେ ଟିଣ ଘରେ ଦେହ ଜଳିଯାଉଛି। ଘର ଖଣ୍ଡିଏ ପାଇଁ ଗୁହାରି କରି କରି ହାଲିଆ ହେଲେ ଲାଞ୍ଚ ବିନା ଘର ହେଉନି। ରାସନ କାର୍ଡ ନାହିଁ କି ଭତ୍ତା ନାହିଁ। ଅତି ଦୟନୀୟ ଅବସ୍ଥାରେ ଏମିତି ଘରେ ଜୀବନ ବିତାଉଛନ୍ତି ବାସନ୍ତୀ। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏଇ ସ୍ୱତନ୍ତ୍ର ରିପୋର୍ଟ.....

Special story
କୁଚିଣ୍ଡା ଲଙ୍କାକୁ ମିଳିବ ନୂଆ ପରିଚୟ : ଜିଆଇ ଟ୍ୟାଗ୍ ପାଇଁ ଫିଟିଲା ବାଟ

କୁଚିଣ୍ଡାରେ ଚାଷ ହେଉଥିବା ଲଙ୍କାର ଗୁଣବତ୍ତା ନେଇ ଲ୍ୟାବ୍ ରିପୋର୍ଟ ଆସିବା ପରେ ଆଶା ସଂଚାର ହୋଇଛି

Special Story | Harmful gases from brick kiln affecting normal lives in Bhadrak
ଇଟାଭାଟି ମାଲିକଙ୍କ ହିଟଲରୀ ଶାସନ : ନଦୀ ପଠା ଓ ଖେଳପଡିଆ ଖୋଳି ଦେଲେ....ଗାଁରେ ତେଜିଲା ଅସନ୍ତୋଷ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ହିଟ୍‌ଲରୀ ଶାସନ ଚଲାଇଛି ଇଟାଭାଚଟି ମାଲିକ। ମନଇଚ୍ଛା ପଡ଼ିଆ ଓ ନଈ ପଠାକୁ ଖୋଳି ଦେଉଛି। ପିଲା ଖେଳି ପାରୁନାହାନ୍ତି କି ଗାଈଗୋରୁ ଚରି ପାରୁନାହାନ୍ତି। ଭାଟି ଧୂଆଁରେ ଆକ୍ତାମାକ୍ତ ହେଲେଣି ଗାଁ ଲୋକେ...

News Fuse- Lady cop pushed by violent crowd
ଦୁମ୍‌ ଦୁମ୍‌ କରି ଗେଟ୍‌ ହଲେଇଲେ...ଦୌଡ଼ି ଭିତରେ ପଶିଲେ...ଚାହିଁ ରହିଲେ ପୋଲିସ ମାଡାମ୍‌

ଆଲୋ ଆଲୋ ପୋଲିସ ମାଡ଼ାମ ହାଲିଆ ହୋଇଗଲେ। ନାରଣରେ...ଇଏ ଯୋଉ ଧକ୍କା ମାରୁଛନ୍ତି କିଏ ଏମାନଙ୍କୁ ଅଟକାଇବ ଯେ? ଦେଖୁନୁ...ଏ ମାଡାମ୍‌ ଠେଲାପେଲା କଲେ କିନ୍ତୁ ନିଜେ ଖଣ୍ଡିଆ ହେଲେ। ଆଜି ୟାଙ୍କ ଜୋସ୍‌ ସାମ୍ନାରେ ସବୁ ଫିକା। ଦେଖନ୍ତୁ ପବ୍ଲିକ୍‌-ପୋଲିସ ଖଣ୍ଡଯୁଦ୍ଧ.....

Special story
ଗ୍ୟାରେଜ ମେକାନିକ୍ ତିଆରି କଲେ ଟୁ ଇନ୍ ୱାନ ସ୍କୁଟର, ଉଭୟ ବ୍ୟାଟେରୀ ଓ ପେଟ୍ରୋଲରେ ଚାଲୁଛି

ଗ୍ୟାରେଜ ମେକାନିକ୍ ସାଇକ୍ରିଷ୍ଣା ବିକଶିତ କଲେ ସ୍ୱତନ୍ତ୍ର ସ୍କୁଟର, ଯାହା ଉଭୟ ପେଟ୍ରୋଲରେ ଆଉ ବ୍ୟାଟେରୀରେ ଚାଲିବ ।

5 killed as bus overturns at Bodugudam near Malkangiri-Andra Pradesh border
ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ

ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍‌ ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।

Clerk Caught By Vigillance Officer
ବସ୍‌ଷ୍ଟାଣ୍ଡରେ ଶିକ୍ଷକଙ୍କଠୁ ଲାଞ୍ଚ ନେଉଥିଲେ କ୍ଲର୍କ, ମାଡ଼ି ବସିଲା ଭିଜିଲାନ୍ସ...

ଗଞ୍ଜାମ ଜିଲ୍ଲା ଆସିକା ବିଇଓ ଅଫିସ୍‌ର କିରାଣୀ ମନୋଜ ପ୍ରଧାନ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ଜଣେ ଶିକ୍ଷକଙ୍କ increment ପେପରକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବା ନିମନ୍ତେ  ମନୋଜ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। 

Odisha's Mitali Panda Crowned Mrs Universe Canada 2021
କାନାଡାରେ ଚମକିଲେ ଓଡ଼ିଆ ଝିଅ; ମିସେସ୍ ୟୁନିଭର୍ସ ପ୍ରତିଯୋଗିତା ପାଇଁ ଯିବେ ଦକ୍ଷିଣ କୋରିଆ

ଶତାଧିକ ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇ ଓଡ଼ିଆା ଝିଅ ହେଲେ ମିସେସ ୟୁନିଭର୍ସ କାନାଡା ।

Special story
କୁରକୁରେ ଖାଇବାକୁ ଟଙ୍କା ମାଗିବାରୁ ଝିଅକୁ ଚେଙ୍କ ଦେଲା ସାବତ ମାଆ

ପାଞ୍ଚ ଟଙ୍କା ପାଇଁ ସାନ ଝିଅର ମୁହଁରେ ଚେଙ୍କ ଲଗାଇଦେଲା ସାବତ ମାଆ ।

Special story
ଭୂତ ନାଁରେ ଘର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ଧରଣର ଜାଲିଆତି

ସମାକୁଦ ଗାଁର ଭାନୁମତୀ ସାହୁଙ୍କର ୧୦ ବର୍ଷ ତଳେ ମୃତ୍ୟୁ ହୋଇଥିଲା କିନ୍ତୁ ଆରଟିଆଇ କାଗଜ କହୁଛି, ଭାନୁମତୀଙ୍କ ନାଁରେ ଘର ତିଆରି କରାଯାଇଛି

Khola Katha
ସେମାନେ ରାଜ୍ୟସଭା ନାମାଙ୍କନ ଭରୁଥିଲେ, ମୁଁ ମଜା ଉଠାଉଥିଲି....

ମତେ ନେଇକି ରଣକୌଶଳ ତିଆରି ହୁଏନି। ମୁଁ ଏକାଠି ଫାଇଟ୍‌ କରୁଛି, ମତେ କିଏ ଉପେକ୍ଷା କରିବ ବା ନକରିବ ସେଇଟା ତା’ ଉପରେ ନିର୍ଭର କରେ। ସେମାନେ ରାଜ୍ୟସଭା ନାମାଙ୍କନ ଭରୁଥିଲେ, ମୁଁ ଉପଭୋଗ କରୁଥିଲି। ରାଜ୍ୟସଭା ଯିବା ପାଇଁ ମୁଁ କେବେ କହୁନଥିଲି: ପ୍ରସନ୍ନ ପାଟ୍ଟଶାଣୀ