News Fuse- Lady cop pushed by violent crowd
ଦୁମ୍ ଦୁମ୍ କରି ଗେଟ୍ ହଲେଇଲେ...ଦୌଡ଼ି ଭିତରେ ପଶିଲେ...ଚାହିଁ ରହିଲେ ପୋଲିସ ମାଡାମ୍
ଆଲୋ ଆଲୋ ପୋଲିସ ମାଡ଼ାମ ହାଲିଆ ହୋଇଗଲେ। ନାରଣରେ...ଇଏ ଯୋଉ ଧକ୍କା ମାରୁଛନ୍ତି କିଏ ଏମାନଙ୍କୁ ଅଟକାଇବ ଯେ? ଦେଖୁନୁ...ଏ ମାଡାମ୍ ଠେଲାପେଲା କଲେ କିନ୍ତୁ ନିଜେ ଖଣ୍ଡିଆ ହେଲେ। ଆଜି ୟାଙ୍କ ଜୋସ୍ ସାମ୍ନାରେ ସବୁ ଫିକା। ଦେଖନ୍ତୁ ପବ୍ଲିକ୍-ପୋଲିସ ଖଣ୍ଡଯୁଦ୍ଧ.....
News Fuse- Lady cop pushed by violent crowd
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)