• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

khola katha
ଜିଲ୍ଲାପାଳଙ୍କୁ ଦିଆଯାଉ ସ୍ୱତନ୍ତ୍ର କ୍ଷମତା, ଆହୁରି ଭଲ ହେବ ଯାତ୍ରା

ରଥଯାତ୍ରା ବନ୍ଦ ପାଇଁ ସରକାର ଚାହୁଁନଥିଲେ। ଏମାନେ ଟେନସନ୍‌ ନେବା ପାଇଁ ଚାହୁଁନଥିଲେ....ପ୍ରଭୁ ବଡ଼ଦାଣ୍ଡକୁ ଆସିଲେ ସବୁ ଦୁଃଖ ଦୂର ହେବ। ଯାତ୍ରା ଶୃଙ୍ଖଳିତ ହେଉ, କି କଣ ଦେଲା ସେଇଟା ଅଲଗା କଥା। କିନ୍ତୁ ପ୍ରଶାସନ ପୂରା ସହଯୋଗ କରୁଛି, ତେଣୁ ଯାତ୍ରା ବଢିଆ ହେଉଛି: ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଜଗନ୍ନାଥ ସ୍ୱାଇଁ ମହାପାତ୍ର

Making News
ଘରେ ରହିଲେ ଗରମ ହେଲେ ବାହାରେ ରହିଲେ ମତେ ତ ଥଣ୍ଡା ଦରକାର...

ମୋ ଶ୍ୱଶୁର ଜମିଦାର, ଏବେ ପାଲ ଘରେ ରହୁଛୁ। ଆରେ ଆରେ...ସେ ଘରେ ରହିଲେ ଗରମ ଆଉ ବାହାରେ ରହିଲେ ଥଣ୍ଡା ଭଲପାଆନ୍ତି...ତାଙ୍କୁ ଯଦି ତୁମେ , ଏବେ ସାଙ୍ଗେ ସାଙ୍ଗେ ରାଗି ଯିବେ...

Cyber crime
ରିଲ୍‌ କରିବା ହେଲା ମହଙ୍ଗା...ସୋସିଆଲ ମିଡ଼ିଆରେ ନ୍ୟୁଡ୍‌ ଫଟୋ ଭାଇରାଲର ଆସିଲା ଧମକ

ଆପଣଙ୍କ ଚାକିରି ଅଛି, ଆମର ବେପାର ଅଛି....ଆଉ ମାଡାମଙ୍କ ୟୁଟ୍ୟୁବ୍‌ରେ ଭାରି ଚାହିଦା ଅଛି....ଆମେ ଏମିତି କେତେ ଟଙ୍କା ରୋଜଗାର କରିଛୁ କି ଆପଣଙ୍କ ନ୍ୟୁଡ୍‌ ଫଟୋରୁ? ଭାଉଜ ତୁମେ ଭାରି...

Road built at Rs 28 lakh
୨୮ ଲକ୍ଷ ଟଙ୍କାର ପିଚୁ ମାତ୍ର ୨୮ ଦିନରେ ଉଠିଗଲା

ବାଃ ବାଃରେ ସରକାର। ୨୮ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହେଲା ପିଚୁ, ହେଲେ ୨୮ ଦିନରେ ଉଠିଗଲା। ସାଇକେଲ ଗାଡ଼ି କଥା ଛାଡନ୍ତୁ ଚାଲିକି ଗଲେ ବି ଜୋତାରେ ଲାଗିଯାଉଛି ଖଣ୍ଡ ଖଣ୍ଡ ପିଚୁ...ଗାଁ ଲୋକଙ୍କୁ ଠକି ଦେଲେ ଠିକାଦାର

Animal Bridges In Odisha
ଏଣିକି ରାସ୍ତା ପାର୍‌ ହେବାବେଳେ ଆଉ ଯିବନି ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ

ମାଙ୍କଡ଼ଙ୍କ ପାଇଁ ବ୍ରିଜ୍ । କେବଳ ମାଙ୍କଡ଼ ନୁହେଁ ଜଙ୍ଗଲରେ ରହୁଥିବା ଅନ୍ୟ ପଶୁଙ୍କ ପାଇଁ ତିଆରି ହୋଇଛି ସେତୁ...

Villagers welcome back Jawan
ଗାଁଲୋକଙ୍କ ଦେଶ ଭକ୍ତି....ବୀର ପୁଅର ଗୋଡ ଧୋଇଲେ...ଡିଜେ ବଜାଇ ସ୍ୱାଗତ କଲେ

ଗାଁ ଲୋକଙ୍କ ଦେଶପ୍ରେମ। ୨୦ ବର୍ଷ ଆର୍ମି ଚାକିରି ପରେ ଗାଁକୁ ଫେରିଛନ୍ତି ବୀର ଯବାନ। ସ୍ୱାଗତ ପାଇଁ ଗାଁ ଲୋକଙ୍କ ବୋବାଲିଆ ପ୍ରସ୍ତୁତି। ଗାଁରେ ଯବାନ ପହଞ୍ଚୁ ପହଞ୍ଚୁ ଡିଜେ ବଜାଇ ସ୍ୱାଗତ କଲେ, ସୁସଜ୍ଜିତ ରଥରେ ଗାଁ ପରିକ୍ରମା କଲେ। ଶେଷରେ ପିଢା ପକାଇ ହଳଦୀ ପାଣିରେ ଗୋଡ ବି ଧୋଇ ଦେଲେ....ହାତରେ ଦେଲେ ଫୁଲତୋଡା, କାନ୍ଧରେ ଦେଲେ ଉତ୍ତରୀୟ...ସ୍ୱାଗତ ସମ୍ବର୍ଦ୍ଧନା ଦେଖି ସ୍ତବ୍ଧ ହେଲେ ଯବାନ

Mother-Son Duo Clear Matric Examination
ଏକା ସଙ୍ଗେ ମାଟ୍ରିକ ପାସ୍‌ କଲେ ମାଆ ପୁଅ

ମିଶିକି ପରୀକ୍ଷାରେ ପାସ୍‌ କଲେ ମାଆ ଓ ପୁଅ...

 Now retirement at the age of 50!
୫୦ ବର୍ଷ ହେଲେ ଚାକିରିରୁ ବିଦା ହେବେ କର୍ମଚାରୀ !

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ୫୦ ଡେଇଁଲେ ଆଉ କରିପାରିବେନି ଚାକିରି....ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କେବେଠାରୁ ଲାଗୁ ହେବ ନିୟମ

4 Killed In Road Accident In Bangriposi Ghati In Baripada
ଦଶାହ କର୍ମ ସାରି ଫେରୁଥିଲେ, ଘାଟିରେ ଜଗିଥିଲା ଯମ...

ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକ ଆହତ ହୋଇଛନ୍ତି। 

Bolero Ttruck Accident
ବୋଲେରୋକୁ ଚାପିଦେଲା ଟ୍ରକ୍‌, ଆଖି ଆଗରେ ଚାଲିଗଲା ୩ ଜୀବନ

ଦୁର୍ଘଟଣାରେ ମୃତାହତ ସମସ୍ତେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି।  

 Dengue Virus
ରୋଗବାହକ ମଶା ଦେହରୁ ଭୂତାଣୁ ମାରିବ ସ୍ୱତନ୍ତ୍ର ପ୍ରଜାତିର ବିକଶିତ ମାଇ ମଶା

ଡେଙ୍ଗୁ ଓ ଚିକୁନ୍‌ଗୁନିଆ ନିୟନ୍ତ୍ରଣ ପାଇଁ ଚାଲିଥିବା ଗବେଷଣାକୁ ବଡ଼ ସଫଳତା...ରୋଗବାହକ ମଶା ଦେହରୁ ଭୂତାଣୁ ମାରିବ ସ୍ୱତନ୍ତ୍ର ପ୍ରଜାତିର ବିକଶିତ ମାଇ ମଶା...

Man Survives Crocodile Attack In Kendrapara
କୁମ୍ଭୀର ମୁହଁରୁ ମୁକୁଳିଲା ପରେ ଛାତିଥରା କାହାଣୀ ବଖାଣିଲେ ନିତ୍ୟାନନ୍ଦ...

କୁମ୍ଭୀର ମୁହଁରୁ ମୁକୁଳିଲେ ନିତ୍ୟାନନ୍ଦ, ଆଉ ଏବେ ଲୋମଟାଙ୍କୁରା କାହାଣୀ ବଖାଣୁଛନ୍ତି...

Jagatsinghpur Spinning Mill
ଋଣ ବଢ଼ି ୪ କୋଟି ଉପରେ; ସୂତା ଖିଅରେ ଝୁଲୁଛି ୧୨ ଶହ ଶ୍ରମିକଙ୍କ ଭବିଷ୍ୟତ

ସୂତା ଖିଅରେ ଝୁଲିଛି ସୂତାକଳର ଭାଗ୍ୟ । ୧୯୯୯ ମସିହା ପରଠାରୁ ବନ୍ଦ ହୋଇଗଲାଣି କାମ । ଋଣ ଭାର ୪ କୋଟି ଉପରେ । କାରଖାନା ଖୋଲିବାକୁ ବାରମ୍ବାର ଦାବି କରୁଛନ୍ତି ଲୋକେ । ହେଲେ ସରକାରଙ୍କ ଆନ୍ତରିକତା ନଥଖିବାରୁ ଅନ୍ଧାରରେ ୧୨ ଶ୍ରମିକଙ୍କ ଭବିଷ୍ୟତ।

Post Kaali poster controversial, Leena Manimekalai shares another pic of Lord Shiva-Parvati smoking
ପ୍ରଥମେ କାଳୀ ଆଉ ଏବେ ଶିବ-ପାର୍ବତୀ ପିଉଛନ୍ତି ସିଗାରେଟ୍‌ !

ବିବାଦରେ ପଡିଥିବା ଫିଲ୍ମ ନିର୍ମାତାଙ୍କ ଆଉଏକ ବିବାଦୀୟ ଟ୍ୱିଟ୍‌...

IAS awanish sharan shared his 10th marksheet with third division
ଭବିଷ୍ୟତ ଖଣ୍ଡିଏ କାଗଜ ଉପରେ ନିର୍ଭର କରେ ନାହିଁ...ପ୍ରମାଣିତ କଲେ ଏହି IAS

ଭବିଷ୍ୟତ କାଗଜ ଖଣ୍ଡିଏ ଉପରେ ନିର୍ଭର କରେ ନାହିଁ ବୋଲି କହି ଉଦାହରଣ ସୃଷ୍ଟି କରିଛନ୍ତି IAS...

Soura Udyana
ମିଆୱାକି ପ୍ରଣାଳୀରେ ସୌର ଉଦ୍ୟାନ

ପର୍ଯ୍ୟଟନ ଋତୁ ପାଇଁ ଏବେଠୁ ସଜେଇ ହେଲାଣି କୋରାପୁଟ୍। ମିଆୱାକି ପ୍ରଣାଳୀରେ କରାଯାଇଛି ସୌର ଉଦ୍ୟାନ। ୮୦୦୦ ଟି ବୃକ୍ଷ ବି ଲଗାଯାଇଛି... ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଏଠାରେ ଏଭଳି ଭାବରେ ସଜା ଯାଇଛି ଯେ ଯିଏ ଦେଖିବ ସିଏ ଅଟକି ଯିବ

Making News
ମୋର କଲ୍‌ ଥିଲା, ମୁଁ ଆଡଭାନ୍ସ କାହିଁକି ନେବି?

ମୋର କଲ୍‌ ଥିଲା, ମୁଁ ଆଡଭାନ୍ସ କାହିଁକି ନେବି? ତା’କୁ ଯଦି ମୁଁ ଦରକାର...ତେବେ ଡେଟ୍‌ ଘୁଂଚାଇବ...ନହେଲେ ମୁଁ କିଛି ହେଲ୍ପ କରିବିନି

Andhra gang members
ମାତିଲେ ଏରଗୁଲା ଗ୍ୟାଙ୍ଗ୍‌...ମାତ୍ର ୧୦୦ ଟଙ୍କିଆ ମେସିନ୍‌ରେ ଲୁଟ୍‌ କରୁଛନ୍ତି ଲକ୍ଷଲକ୍ଷ ଟଙ୍କା...

କାରରେ ଟଙ୍କା ନେଇ ଯାଉଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ....କାରଣ ମାତିଛନ୍ତି ଏରଗୁଲା ଗ୍ୟାଙ୍ଗ୍‌....ପୂରା ପ୍ଲାନରେ ବ୍ୟାଙ୍କକୁ ଆସୁଛନ୍ତି, ପୂରା ମାର୍କ କରୁଛନ୍ତି। ଆଉ ବାହାରେ ଏଇ ମେସିନ୍‌ ଲଗାଇ କାଚ ଭାଙ୍ଗିକି କରୁଛନ୍ତି ଲୁଟ୍‌, ମାତ୍ର ୧ ମିନିଟ୍‌ରେ ଖେଳ ଶେଷ...

Cyber crime
ମହଙ୍ଗା ପଡ଼ିଲା ରିଲ୍‌...ମେସେଜ୍‌ ଆସିଲା, ପଙ୍ଗା ଆସିବ ତ ନଙ୍ଗା ହେବ...

ସୋସିଆଲ ମିଡ଼ିଆରେ ରିଲ୍‌ କରିବା ହେଲା କାଳ। ରିଲ୍‌ର ରିଅଲ ଫଟୋ ନେଇ ନ୍ୟୁଡ୍‌ କରି ଭାଇରାଲ କରିଦେଲେ ଫଟୋ...ଆଉ ମୋବାଇଲକୁ ମେସେଜ୍‌ ଦେଲେ, ପଙ୍ଗା ନେବ ତ ନଙ୍ଗା ହେବ....ଦେଖନ୍ତୁ ୟା ପରେ ହେଲା କଣ?

Dengue
ରିସର୍ଚ୍ଚରୁ ବଡ଼ ସଫଳତା ! ଡେଙ୍ଗୁ-ଚିକୁନଗୁନିଆକୁ ରୋକିବ ମଶା

ଏକ ନୂଆ ପ୍ରଜାତିର ମାଈ ମଶା ଜରିଆରେ ରୋଗ ନିୟନ୍ତ୍ରଣ ସୂଚନା । ସୂଚନା ଦେଲା ICMRର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ।

Jagatsinghpur Spinning mill’
ସୂତା ଖିଅରେ ସୂତାକଳର ଭାଗ୍ୟ....ଭୋକରେ ୧୨ ଶହ ଶ୍ରମିକ

ସୂତା ଖିଅରେ ଝୁଲିଛି ସୂତାକଳର ଭାଗ୍ୟ। ୧୯୯୯ ମସିହା ପରଠାରୁ ବନ୍ଦ ହୋଇଗଲାଣି କାମ। ଋଣ ଭାର ୪ କୋଟି ଉପରେ...କାରଖାନା ଖୋଲିବାକୁ ବାରମ୍ବାର ଦାବି କରୁଛନ୍ତି ଲୋକେ...ହେଲେ ସରକାରଙ୍କ ଆନ୍ତରିକତା ନଥଖିବାରୁ ଅନ୍ଧାରରେ ୧୨ ଶ୍ରମିକଙ୍କ ଭବିଷ୍ୟତ। କେମିତି ଚଳିବେ, କଣ ଖାଇବେ? ଚିନ୍ତାରେ ଶ୍ରମିକଙ୍କ ପରିବାର...

Yellow Anaconda
ନନ୍ଦନକାନନ ଇତିହାସରେ ପ୍ରଥମ, ଜନ୍ମ ନେଲା ୟେଲୋ ଆନାକୋଣ୍ଡା

ନନ୍ଦନକାନନରେ ଛୁଆ ଜନ୍ମ ଦେଲା ୟେଲୋ ଆନାକୋଣ୍ଡା । ୟେଲୋ ଆନାକୋଣ୍ଡାଙ୍କ ସଂଖ୍ୟା ୪ରୁ ୫କୁ ବୃଦ୍ଧି ।

Chowmein
ଚାଓମିନ୍‌ ଫ୍ୟାକ୍‌ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

୩ ଜଣଙ୍କୁ ମୃତ ଘୋଷଣା କଲେ ମୋହନା ମେଡିକାଲ ଡାକ୍ତର ।

salesman crafts idol of Lord Jagannath
‘ରାତିରେ ସ୍ୱପ୍ନ ଦେଖିଲି, ମୁଁ ଜଗନ୍ନାଥଙ୍କ ମୂର୍ତ୍ତି ଗଢୁଛି, ସକାଳୁ ଉଠି ଆରମ୍ଭ କରି କାମ’

ସେ ଏକ ଲୁଗା ଦୋକାନର ସେଲ୍ସମ୍ଯାନ୍। କଳା କାରିଗରି ସହ ତାଙ୍କର କୌଣସି ସଂପର୍କ ନଥିଲା। ଦିନେ ରାତିରେ ସ୍ୱପ୍ନ ଦେଖିଲେ, ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଢୁଛନ୍ତି। ରାତି ପାହିଲା, ହଠାତ୍ ତାଙ୍କ ମନରେ ସାହସ ଆସିଲା, କିଛି ନଜାଣି ମଧ୍ୟ ସେ ସେବେଠୁ ଗଢ଼ିବା ଆରମ୍ଭ କଲେ କାଳିଆର ମୂର୍ତ୍ତି। ସେଦିନର ସେ ଅନୁଭୂତି ଥିଲା ଦେହ ଥରାଇ ଦେଲାପରି। ଆସନ୍ତୁ ଭେଟିବା ସେଲ୍ସମ୍ଯାନରୁ ମହାପ୍ରଭୁଙ୍କ କାରିଗର ପାଲଟି ଯାଇଥିବା ଏହି ବ୍ୟକ୍ତିଙ୍କୁ।

Fighter pilot father-daughter
ଇତିହାସରେ ପ୍ରଥମ ! ଏକାଠି ଯୁଦ୍ଧ ବିମାନ ଉଡ଼ାଇଲେ ବାପା-ଝିଅ....

ଇତିହାସରେ ପ୍ରଥମ !! ଏକାଠି ଯୁଦ୍ଧ ବିମାନ ଉଡାଇ ରେକର୍ଡ କଲେ ବାପା-ଝିଅ....ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ...