କାରରେ ଟଙ୍କା ନେଇ ଯାଉଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ....କାରଣ ମାତିଛନ୍ତି ଏରଗୁଲା ଗ୍ୟାଙ୍ଗ୍....ପୂରା ପ୍ଲାନରେ ବ୍ୟାଙ୍କକୁ ଆସୁଛନ୍ତି, ପୂରା ମାର୍କ କରୁଛନ୍ତି। ଆଉ ବାହାରେ ଏଇ ମେସିନ୍ ଲଗାଇ କାଚ ଭାଙ୍ଗିକି କରୁଛନ୍ତି ଲୁଟ୍, ମାତ୍ର ୧ ମିନିଟ୍ରେ ଖେଳ ଶେଷ...
Published: Pallipuspa Samal
Last updated: 07 July 2022, 01:25 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।