ପର୍ଯ୍ୟଟନ ଋତୁ ପାଇଁ ଏବେଠୁ ସଜେଇ ହେଲାଣି କୋରାପୁଟ୍। ମିଆୱାକି ପ୍ରଣାଳୀରେ କରାଯାଇଛି ସୌର ଉଦ୍ୟାନ। ୮୦୦୦ ଟି ବୃକ୍ଷ ବି ଲଗାଯାଇଛି... ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଏଠାରେ ଏଭଳି ଭାବରେ ସଜା ଯାଇଛି ଯେ ଯିଏ ଦେଖିବ ସିଏ ଅଟକି ଯିବ
Published: Pallipuspa Samal
Last updated: 07 July 2022, 02:26 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।