• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

the great odisha political circus
ଓଡିଶାରେ ଏବେ ମିଳୁଛି ଆଛେଦିନ୍... ଆପଣ ପାଇଛନ୍ତି ତ

ଓଡିଶାରେ ରାସ୍ତା ଉପରେ ମିଳୁଚି ୨ଟଙ୍କିଆ ଆଛେଦିନ୍। ତାର ପୁଣି ବିଭିନ୍ନ ଦର ଅଛି। ଘରକୁ ମଗଉଛନ୍ତି କି । ଏବେ ଏଇଠୁ ମଗାନ୍ତୁ

Special Story | Flood misery seems unending in Odisha\'s Jagatsinghpur
ପାଣି ମାଡ଼ିଆସିବାରୁ ଫଶିଗଲେ ୨୬ ପରିବାର, ଚେଷ୍ଟା କଲେ ବି ଘରୁ ବାହାରିବା ସମ୍ଭବ ନୁହେଁ...

କନ୍ଦାଉଛି ବନ୍ୟା। ହଠାତ୍‌ ପାଣି ମାଡି ଆସିବାରୁ ଫସିଗଲେ ୨୬ ପରିବାର। ଖାଇବା ନାହିଁ କି ପିଇବା ନାହିଁ..ଅନ୍ଧାରରେ କଟୁଛି ଜୀବନ

Shortage of beds force patients to lie on floor in Bhubaneswar’s Capital Hospital
କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ମିଳୁନି ବେଡ୍‌, ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ...

ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ପରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଚିକିତ୍ସାକେନ୍ଦ୍ର କ୍ୟାପିଟାଲ ହସ୍ପିଟାଲ୍‌ରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ।

Wall Collapsed
ଶୋଇଲା ବେଳେ ଭୁଶୁଡି ପଡ଼ିଲା କାନ୍ଥ; ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କାନ୍ଥ ପଡ଼ି ଦୁଇ ଶିଶୁଙ୍କ ଜୀବନ ଚାଲିଯାଇଛି ।

Cancer-stricken couple
ଦିନେ ଅନ୍ୟର ସେବା କରୁଥିଲେ, ଏବେ ନିଜେ ସାହାଯ୍ୟ ଅପେକ୍ଷାରେ...

ଦିନେ ଗାଁ ଗାଁରେ ବୁଲି ଲୋକଙ୍କ ସେବା କରୁଥିଲେ, ହେଲେ ଆଜି ସାହାଯ୍ୟ ପାଇଁ ହାତ ଯୋଡୁଛନ୍ତି। ସ୍ୱାମୀଙ୍କର ଦୁଇଟି ଯାକ କିଡନୀ ଅଧିକାଂଶ ନଷ୍ଟ ହୋଇଗଲାଣି...ସେପଟେ ସ୍ତ୍ରୀଙ୍କୁ କ୍ୟାନସର। ଚିକିତ୍ସା ପାଇଁ ଘରଦ୍ୱାର ସବୁ ବିକ୍ରି ସରିଲାଣି ହେଲେ ଏବେ ବି ଟଙ୍କାର ରହିଛି ଅଭାବ...ଆପଣଙ୍କ ସହଯୋଗ ମିଳିଲେ...

6 Train Cancelled
ଭୁବନେଶ୍ୱରରେ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ବାତିଲ୍‌ ହେଲା ୬ ଟ୍ରେନ୍‌

ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ପରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ୬ଟି ଟ୍ରେନ୍‌କୁ ପୂର୍ବତଟ ରେଳ ବିଭାଗ ବାତିଲ୍‌ କରିଛି।

Boss gives employees electricity bonus of 18 thousand
ବଢିଗଲା ବିଦ୍ୟୁତ୍ ବିଲ୍; କମ୍ପାନୀ କର୍ମଚାରୀଙ୍କୁ ଦେଲା ୧୮,୦୦୦ରୁ ଅଧିକ ବୋନସ୍‌

କମ୍ପାନୀର କର୍ମଚାରୀ ପ୍ରୀତି। ସେମାନେ କିପରି ସୁବିଧାରେ ରହିବେ ଏନେଇ ଚିନ୍ତା କରେ ଏମିତି ଏକ କମ୍ପାନୀ। ବିଦ୍ୟୁତ ବିଲ୍ ବଢିଯିବାରୁ କମ୍ପାନୀ ନେଇଛି ଏମିତି ଏକ ପଦକ୍ଷେପ। କର୍ମଚାରୀଙ୍କୁ ପ୍ରତି ମାସରେ ଦେଉଛି ୧୮,୦୦୦ରୁ ଅଧିକ ବୋନସ୍‌।

Plane crashes onto motorway and skids onto driveway pilot saved
ବିମାନ ହେଲା ଦୁର୍ଘଟଣାଗ୍ରସ୍ତ ; ପାଇଲଟ୍‌ଙ୍କ କିଛି ହେଲାନି

ଆକାଶରେ ଉଡିବାବେଳେ ପାଇଲଟ୍ ଜାଣିପାରିଥିଲେ ଯେ ବିମାନଟିର ଇନ୍ଧନ ସରିଯାଇଛି। ଏହା ଜାଣିବା ପରେ ସେ ଏହାକୁ ରାସ୍ତାର ପାର୍ଶ୍ୱରେ ଥିବା ମୋଟର୍‌ୱେକୁ ନେଇ ସିଧା ଦୁର୍ଘଟଣା କରିଦେଲେ। ସେ ଏହା ଭିତରୁ ଆରାମ୍‌ରେ ବାହାରକୁ ଆସିଲେ, ସତେ ଯେମିତି କିଛି ହେଇନି।

Train Derail, Bhubaneswar railway station
ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ପ୍ରାୟ ୧୦ଟି ଟ୍ରେନ୍‌ର ଯାତ୍ରା ବିଳମ୍ବିତ ହୋଇଥିବା ସୂଚନା ମିଳିଛି।

Subarnarekha
ଉପକୂଳରୁ ମହାନଦୀର ତୋଡ଼ ଯାଇନି, ଏଣେ ଉତ୍ତରରେ ସୁବର୍ଣ୍ଣରେଖାର ତାଉ !

ବୁଡ଼େଇଲା ସୁବର୍ଣ୍ଣରେଖା । ମହାନଦୀ ତୋଡ଼ ନଯାଉଣୁ ଉତ୍ତରରେ ସୁବର୍ଣ୍ଣରେଖା ତାଉ । ଉବୁଟୁବୁ ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକ୍‌ର ଶତାଧିକ ଗାଁ ।

Mahanadi
ବ୍ୟାରେଜ୍‌ ତ କଲେନି ଏବେ ମହାନଦୀରେ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ପାଇଁ ସରକାରଙ୍କ ପ୍ଲାନ୍‌

ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?

School
ଆଖିରେ ଆଖିଏ ସ୍ୱପ୍ନ ! ଜଙ୍ଗଲ ଭିତରେ ୧୨ କିଲୋମିଟର ଚାଲିକି ଯାଉଛନ୍ତି ସ୍କୁଲ

ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କିଆଝର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟୁଙ୍ଗେଇଶୁଣୀ ଗାଁ । ଏଠାରୁ ଅନେକ ଛାତ୍ରଛାତ୍ରୀ ଜଙ୍ଗଲ ଘାଟି ରାସ୍ତା ପାର ହୋଇ ୧୨ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ଦୈନିକ ସ୍କୁଲ ଯାଆନ୍ତି ।

Special story
‘ନିଶା ମେଡିସିନ୍‌ ଦେଇ ଖରାପ ସମ୍ପର୍କ ରଖିବା ପରେ ଏବେ ବଦନାମ୍ କରୁଛି’

ଆତ୍ମଘୋଷିତ ସାମ୍ବାଦିକ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା । ଚାକିରି କରାଇଦେବା ବାହାନାରେ ଶାରିରୀକ ସମ୍ପର୍କ ରଖୁଥିଲା ।

ବନ୍ୟା ଛାଡ଼ିଲା...ପିଲାଏ ବାହାରିଲେ ସ୍କୁଲ୍।
ସୁବର୍ଣ୍ଣରେଖା ବନ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ଦେଖିବା କିଛି କରୁଣ ଦୃଶ୍ୟ...

ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ବାଲେଶ୍ୱର ଓ ବାରିପଦାବାସୀଙ୍କ ଆଖିରୁ ଏବେ ନିଦ ଛଡ଼ାଇ ନେଇଛି ଏହି ବନ୍ୟା।

Special story
‘ଶ୍ୱେତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ କରିବାକୁ ଧମକ ଦେଉଥିଲା ବୟଫ୍ରେଣ୍ଡ ସୌମ୍ୟଜିତ୍ ’

ଶ୍ୱେତାଙ୍କ ବୟଫ୍ରେଣ୍ଡ୍‌ ବିରୋଧରେ ପରିବାର ଲୋକଙ୍କ ସଙ୍ଗୀନ୍ ଅଭିଯୋଗ ।

Special story
ନକ୍ସଲଙ୍କ ହାତ ଛାଡ଼ିଲେ, ମୁଖ୍ୟ ସ୍ରୋତରେ ମିଶିଲେ

ଆତ୍ମସମର୍ପଣ କରିବା ସହ ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭ ଭାଙ୍ଗିଲେ ଦେଢ଼ ଶହରୁ ଅଧିକ ମିଲିସିଆ ।

Utkalmani Gopabandhu Das
ଦିନେ ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିଲେ, ଆଜି ସେ ନିଜେ ପାଣି ଘେରରେ

ଯେଉଁ ଡଭାର ଗ୍ରାମରେ ବନ୍ୟାର ପ୍ରଚଣ୍ଡ ବିଭୀଷିକା ଦେଖି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହୃଦୟ ବିଦାରିତ ହୋଇ ଯାଇଥିଲା । ସେହି ଗାଁରେ ବନ୍ୟା ପାଣି ଘେରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃତ୍ତି । 

Special story
ସସପେନ୍ସରେ ଶ୍ୱେତାଙ୍କ ମୃତ୍ୟୁ ? ଡାଏରୀରୁ ମିଳିଲା ସନ୍ଦିଗ୍ଧ ନାଁ, ବୟଫ୍ରେଣ୍ଡ ବ୍ଲାକମେଲ କରୁଥିବା ଅଭିଯୋଗ

ବୟଫ୍ରେଣ୍ଡ ବ୍ଲାକମେଲ କରୁଥିବା କାରଣରୁ ମହିଳା ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

Drowning Case
ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ

ଖେଳୁଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିବା ବେଳେ ଶେଷରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି।

Odisha Govt to provide free sanitary pads
OTVର ମହାପ୍ରଭାବ: ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ମିଳିବ ସାନିଟାରୀ ପ୍ୟାଡ୍‌

ଟିଭିର ମହାପ୍ରଭାବ। ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ ରାଜ୍ୟ ସରକାର। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରିଲିଫ୍‌ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳର ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ ନେଇ ଚିଠିରେ ଉଲ୍ଲେଖ ରହିଛି।

Subarnarekha River swells in Balasore
ଏପର୍ଯ୍ୟନ୍ତ ପ୍ରଶାସନର ଦେଖାନାହିଁ, ଆମକୁ କିଏ ଉଦ୍ଧାର କରିବ

ବନ୍ୟାରେ କାନ୍ଦୁଛନ୍ତି ଏଇ ବୁଢୀ ମାଉସୀ । ଭଲରେ ଖାଇନାହାନ୍ତି । ଭୁଜାଭୁଜି ଖାଇକି ଏକୁଟିଆ ପଡିରହିଛନ୍ତି ଘରେ । ଛୁଆ ଘର ଛାଡିକି ପଳେଇଛନ୍ତି ।

Special story
ବର୍ବର କାଣ୍ଡ : ଶୋଇଥିବା ବେଳେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ, ଦମ୍ପତି ଗୁରୁତର

ପଡ଼ୋଶୀଙ୍କ ଦ୍ୱାରା ଦମ୍ପତିଙ୍କୁ ଉଦ୍ଧାର କରାଯିବା ସହ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

Bear Attack
ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ବାପା ଝିଅ ଗୁରୁତର

ଭାଲୁ ଆକ୍ରମଣରେ ଚାଲିଗଲା ସ୍ତ୍ରୀର ଜୀବନ । ବାପା ଆଉ ଝିଅ ଗୁରତର ହୋଇଥିବା ସୂଚନା ମିଳିଛି ।

Doctor Invented Rare Mosquito Net
ଏମିତି ମଶାରୀ, ଭିତରେ ପଶିଲେ ମଶାଙ୍କ ଜୀବନ ନେବ..

ମଶାରୀ ଭିତରକୁ ଯଦି ମଶା ପଶନ୍ତି, ତା’ହେଲେ ଆଉ ବାହାରି ପାରିବେନି। ସେହି ମଶାରୀ ଭିତରେ ହିଁ ମଶାଙ୍କର ମୃତ୍ୟୁ ହେବ। 

Protest
ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି ।