• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Two Elephants Die After Coming In Contact With Electric Wire In Keonjhar
ପୁଣି ଗଲା ହାତୀଙ୍କ ଜୀବନ: ବିଦ୍ୟୁତ୍‌ ତାର ଲାଗି ୨ ହାତୀ ମୃତ

କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା। 

News Fuse
ଗୋଟିଏ ପୁରୁଷ ପାଇଁ ଦୁଇ ମହିଳା ମାରପିଟ୍

ମାଆଲୋ କଣ ହେଲା। ବିଚ୍ ରାସ୍ତା ଉପରେ ମାରଧର ହେଲେ। ପ୍ରଥମେ ପୁରୁଷ, ପରେ ଦୁଇ ମହିଳା ହେଲେ ମୁହାଁମୁହିଁ...

Padma Shri Kamala Pujari's health critical
SCBକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୁଜାରୀ

କମଳା ପୁଜାରୀଙ୍କ କିଡ୍‌ନୀ ଜନିତ ରୋଗ ସମସ୍ୟା ଗୁରୁତର ହେବାରୁ ତାଙ୍କୁ ଜୟପୁରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। 

Gadget can print dosas for you
ବଜାରକୁ ଆସିଲା ଦୋସା ପ୍ରିଣ୍ଟର୍; ମୁହୂର୍ତ୍ତକରେ ଟିଫିନ୍ ପ୍ଲେଟ୍ ରେଡି

ଦୋସା ପ୍ରେମୀଙ୍କ ପାଇଁ ଖୁସି ଖବର। ଘରେ ସହଜରେ ତିଆରି କରି ଖାଇପାରିବେ ଦୋସା। ବଜାରକୁ ଆସିଯାଇଛି ଦୋସା ପ୍ରିଣ୍ଟର। ମୁହୂର୍ତ୍ତକରେ ତିଆରି କରିଦେଉଛି ଦୋସା।

OTV Relief
ବନ୍ୟା ବିପନ୍ନଙ୍କୁ ଓଟିଭି କେୟାର୍ସ ପକ୍ଷରୁ ରିଲିଫ୍‌ ବଣ୍ଟନ

୩ ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।

Father-Daughter
ବାପା ଯେମିତି ଝିଅ ସେମିତି, କେହି କାହାଠୁ କମ୍‌ ନୁହେଁ ! ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ

ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବାପ-ଝିଅଙ୍କୁ ଗୋଲ୍ଡ ମେଡାଲ । ଷ୍ଟେଟ୍ ପାଓ୍ୱାରଲିଫ୍ଟିଂ ଚାମ୍ପିୟନସିପରେ ଉଭୟ ଜିତିଲେ ସ୍ବର୍ଣ୍ଣ ଚର୍ଚ୍ଚାରେ ଜୟପୁରର ବାପା-ଝିଅ ଯୋଡ଼ି, ଛୁଟୁଚ୍ଛି ଶୁଭେଚ୍ଛାର ସୁଅ ।

Suresh Mahapatra
ପୁଣି ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ; ଅତ୍ୟଧିକ ଆନୁଗତ୍ୟ ନା ଦକ୍ଷତା, ଉଠିଲା ପ୍ରଶ୍ନ

ପୂର୍ବତନ ପ୍ରଶାସକ କହିଲେ ବ୍ୟୁରୋକ୍ରାସି ଉପରେ ଖରାପ ପ୍ରଭାବ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ପାଇଁ ବୃଦ୍ଧି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ ।

Flood
ଅକଥନୀୟ ଜଳଯନ୍ତ୍ରଣା ! ଶୌଚ ହେବାକୁ ଡଙ୍ଗାରେ ମାଇଲ ମାଇଲ୍ ଯାଉଛନ୍ତି ଝିଅ-ବୋହୂ

ଜରି ପାଲ ତଳେ କଦର୍ଯ୍ୟ ସ୍ଥିତିରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଆହୁରି ଦୟନୀୟ ଅଞ୍ଚଳର ବୃଦ୍ଧ-ବୃଦ୍ଧାଙ୍କ ଅବସ୍ଥା।

Special story
ଅସୁରକ୍ଷିତ କି ହୀରାକୁଦ ଡ୍ୟାମ୍ ? ଡ୍ୟାମ୍ ସେଫ୍ଟି ଚିଫ୍ ଇଂଜିନିୟରଙ୍କ ଚିଠି ପରେ ଉଦବେଗ

ଦି କିଛି ବିପଦ ଥାଏ, ତାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା କଥା ।

Very Uniqe Wedding Invitation Card
ବିବାହ କାର୍ଡ ନା ଟାବ୍‌ଲେଟ୍ ଷ୍ଟ୍ରିପ୍, ଯିଏ ଦେଖିଲା ସିଏ ହସିଲା

ଅଜବ ବିବାହ କାର୍ଡ। ଆପଣ ଏହାକୁ ହଠାତ ଦେଖିଲେ ଲାଗିବ ମେଡିସିନ୍‌ ଷ୍ଟ୍ରିପ୍ ପରି। ଭଲକି ଦେଖିଲେ ଜାଣିବେ ଏହା ଏକ ବିବାହ କାର୍ଡ। ସୋସିଆଲ୍ ମିଡିଆରେ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି।

Hirakud Dam
ବିପଦରେ ଦୀରାକୁଦ ! ୨୩ ବର୍ଷ ହେଲା ହୋଇନି ଯାଞ୍ଚ

ପୁଣି ଛ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ରାଜ୍ୟ ସରକାରଙ୍କ ସୁପାରିସକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହୋଇଛି । 

Hirakud Dam
ହୀରାକୁଦ ବନ୍ଧର ବିଭନ୍ନ ସ୍ଥାନରେ ଫାଟ, ୨୩ ବର୍ଷ ହେଲା ଯାଞ୍ଚର ନାଁ ଗନ୍ଧ ନାହିଁ

ସ୍ପିଲ୍‌ୱେର ତଳମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ, ଡ୍ରୋନ୍ ସାହାଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଥିଲା ।

Special story
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ବୃଦ୍ଧି

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । ସୁରେଶ ମହାପାତ୍ରଙ୍କ ଉପରେ ପୁଣି ଭରସା କରିଛନ୍ତି ନବୀନ ସରକାର । ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି । ସେପ୍ଟେମ୍ବର ୧ରୁ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ିଛି । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ପକ୍ଷରୁ ଅନୁମୋଦନ ଦିଆଯାଇଛି ।

Jr JEE Show Case Notice
ହସି ଦେବାରୁ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ !

ବନ୍ୟା ସମୟରେ ଗୋଟିଏ ପଞ୍ଚାୟତରେ ମାତ୍ର ୪୦-୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । କିନ୍ତୁ ୮୫୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟା ଯାଇଥିବାର ଏକ ମେସେଜ୍ ଆସିଥିଲା । ଏହା ଦେଖି ସେ ହସି ଦେଇଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ।

Special story
ଦ୍ୱିତୀୟ ଥର ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ପୂର୍ବରୁ ସୁରେଶ ମହାପାତ୍ରଙ୍କର ୬ ମାସ କାର୍ଯ୍ୟକାଳ ବଢ଼ିଥିଲା ।

Parents Seek Help
ଧନ୍ୟରେ ବିଧାତା ! ବୃଦ୍ଧ ପିତା ମାତାଙ୍କର ଏକୋଇର ବଳା ବିଶିକେଶନକୁ କି କଷ୍ଟ ଦେଲୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ଗାଁର ମଧୁସୂଦନ ସିଂହ ଓ ସୁଭଦ୍ରା ସିଂହଙ୍କର ୧୦ ବର୍ଷୀୟ ପୁଅ ହେଉଛି କ୍ରିଷ୍ଣା । ଛୋଟ ଅପରେସନ ଜୀବନର ଗତିବିଧିକୁ ପରିବର୍ତ୍ତନ କରିଦେଲା । କିଏ ଜାଣିଥିଲା ଅପରେସନ ପରେ ଭଲ ହେବା ଜାଗାରେ କ୍ୟାନସର ଭଳି ବଡ଼ ବ୍ୟାଧିକୁ ଆପଣେଇ ନେବ ।

Special story
ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ନାଁରେ ୫ କୋଟିର ମାନହାନି ମାମଲା ଦାୟର କଲେ ପ୍ରକୃତି

ସୋସିଆଲ ମିଡିଆ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କଲେ ପ୍ରକୃତି ।

40 Hostel Girls
ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । 

Flood
ଖସୁଛି ସୁବର୍ଣ୍ଣରେଖା, ତଥାପି ବନ୍ୟାରେ ଉବୁଟୁବୁ ୨୫୦ରୁ ଅଧିକ ଗାଁ

ଝାଡ଼ଖଣ୍ଡରୁ ଜଳପ୍ରବାହ କମିବା ପରେ ଏବେ ବର୍ଷା ବଢ଼ାଇଲା ଲୋକଙ୍କ ଦୁର୍ଦ୍ଦଶା । ଛିଣ୍ଡା ପାଲ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିପନ୍ନ ।

Embankment Breach
ଜଳପ୍ରବାହଠୁ ଅଧିକ ଘାଇଲା କରୁଛି ଦୁର୍ବଳ ନଦୀବନ୍ଧ, ବଢ଼ି ଆସୁ ଆସୁ ମହାନଦୀରେ ୭ ଘାଇ

ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।

Odisha Citizens Award
ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ଜୁରିର ପ୍ରଥମ ବୈଠକ ସରିଲା

ପରବର୍ତ୍ତୀ ବୈଠକରେ ନାଁ ସର୍ଟଲିଷ୍ଟ କରାଯିବ । ତା ପରେ ହେବ ଅନ୍‌ଲାଇନ୍ ଭୋଟିଂ । ଅନ୍‌ଲାଇନ୍ ଭୋଟିଂ ଓ ଜୁରି ମତକୁ ନେଇ ବିଜେତା ଘୋଷଣା ।

ଏଇ ପାଣିରେ ଗାଧୁଆପାଧୁଆ ସବୁ ଚାଲିଚି...କିଛି ନମିଳିଲେ ମୁନ୍ଦେ ମୁନ୍ଦେ ପିଇ ବି ଦଉଚୁ, କିନ୍ତୁ ଖାଇବୁ କ’ଣ ?
କେଉଁଠି ବନ୍ୟାର କରୁଣ ଚିତ୍ର ତ ଆଉ କେଉଁଠି ଗଜାନନଙ୍କ ପୂଜା ପାଇଁ ପ୍ରସ୍ତୁତି...

କଥାରେ ଅଛି ବାଘ କାମୁଡ଼ାଠୁ ବାଘର ଘୋଷରା ବେଶୀ ବାଧେ। ବନ୍ୟା ପରର ସ୍ଥିତି ଠିକ୍ ସେମିତି। ପାଣି ସିନା କମିଗଲାଣି, ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପାଣି ଜମି ରହିବାରୁ ଏବେ ବି ଲୋକେ ଘରୁ ବାହାରି ପାରୁନାହାଁନ୍ତି। ସେଇ ପାଣିରେ ଚାଲିଛି ଲୋକଙ୍କ ନିତ୍ୟକର୍ମ...। ଦେଖିବା କିଛି ଝଳକ୍...।

Cancer-Stricken Couple
ସାହାଯ୍ୟ ଅପେକ୍ଷାରେ ସମାଜସେବୀ ଦମ୍ପତି

ଦିନେ ଗାଁ ଗାଁରେ ବୁଲି ଲୋକଙ୍କ ସେବା କରୁଥିଲେ, ହେଲେ ଆଜି ସାହାଯ୍ୟ ପାଇଁ ହାତ ଯୋଡୁଛନ୍ତି। ସ୍ୱାମୀଙ୍କର ଦୁଇଟି ଯାକ କିଡନୀ ଅଧିକାଂଶ ନଷ୍ଟ ହୋଇଗଲାଣି...ସେପଟେ ସ୍ତ୍ରୀଙ୍କୁ କ୍ୟାନସର। ଚିକିତ୍ସା ପାଇଁ ଘରଦ୍ୱାର ସବୁ ବିକ୍ରି ସରିଲାଣି ହେଲେ ଏବେ ବି ଟଙ୍କାର ରହିଛି ଅଭାବ...ଆପଣଙ୍କ ସହଯୋଗ ମିଳିଲେ.

Student Locked
ସ୍କୁଲ୍‌ ଫି ନଦେବାରୁ ପିଲାଙ୍କୁ ବନ୍ଦୀ

ସ୍କୁଲ ଫି ନଦେବାରୁ ଗତକାଲି ୫ ଘଣ୍ଟା ଧରି ୩୪ ଜଣ ପିଲାଙ୍କୁ ସ୍କୁଲ ଘରେ କର୍ତ୍ତୃପକ୍ଷ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି ।

Newsfuse
ରାସ୍ତା ଉପରେ ଏକି ନାଟ...ପୁରା ସଲିଟ୍ ଖେଳ

ରାସ୍ତା ଉପରେ ଫୁଲ୍ ବୋବାଲ୍ କଲେ ଏହି ମହିଳା ଜଣକ । ନବୀନଙ୍କୁ ନେବେ ଘରକୁ ମୋଦିଙ୍କ ସହ କଥା ହେବେ , ୟାଙ୍କୁ ପୋଲିସ୍ ଡ୍ରେସ୍ ପସନ୍ଦ ନୁହେଁ। ଆଉ କଣ କହିଲେ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ।