ରାସ୍ତା ଉପରେ ଫୁଲ୍ ବୋବାଲ୍ କଲେ ଏହି ମହିଳା ଜଣକ । ନବୀନଙ୍କୁ ନେବେ ଘରକୁ ମୋଦିଙ୍କ ସହ କଥା ହେବେ , ୟାଙ୍କୁ ପୋଲିସ୍ ଡ୍ରେସ୍ ପସନ୍ଦ ନୁହେଁ। ଆଉ କଣ କହିଲେ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ।
Published: Pallipuspa Samal
Last updated: 23 August 2022, 01:34 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।