/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661245148.jpg)
Student Locked
ସ୍କୁଲ୍ ଫି ନଦେବାରୁ ସ୍କୁଲରେ ବନ୍ଦ ରହିଲେ କୁନି ଛାତ୍ରଛାତ୍ରୀ । ସ୍କୁଲ କର୍ତ୍ତପକ୍ଷଙ୍କ ଏଭଳି ମନମୁଖୀ କାରବାରକୁ ନେଇ ଅଭିଭାବକଙ୍କ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ଘାଟିକିଆ ସ୍ଥିତ ଘରୋଇ ସ୍କୁଲ ଆଗରେ ଅଭିଭାବକଙ୍କ ଧାରଣା ଦେଇଛନ୍ତି ।
Advertisment
ସ୍କୁଲ ଫି ନଦେବାରୁ ଗତକାଲି ୫ ଘଣ୍ଟା ଧରି ୩୪ ଜଣ ପିଲାଙ୍କୁ ସ୍କୁଲ ଘରେ କର୍ତ୍ତୃପକ୍ଷ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ସହ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି ଅଭିଭାବକ । ତେବେ ଘଟଣାରେ ପୋଲିସ ତଦନ୍ତ କରି ଜଣେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)