• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Miserable Life

ଏଇ ପାଣିରେ ଗାଧୁଆପାଧୁଆ ସବୁ ଚାଲିଚି...କିଛି ନମିଳିଲେ ମୁନ୍ଦେ ମୁନ୍ଦେ ପିଇ ବି ଦଉଚୁ, କିନ୍ତୁ ଖାଇବୁ କ’ଣ ?
କେଉଁଠି ବନ୍ୟାର କରୁଣ ଚିତ୍ର ତ ଆଉ କେଉଁଠି ଗଜାନନଙ୍କ ପୂଜା ପାଇଁ ପ୍ରସ୍ତୁତି...

କଥାରେ ଅଛି ବାଘ କାମୁଡ଼ାଠୁ ବାଘର ଘୋଷରା ବେଶୀ ବାଧେ। ବନ୍ୟା ପରର ସ୍ଥିତି ଠିକ୍ ସେମିତି। ପାଣି ସିନା କମିଗଲାଣି, ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପାଣି ଜମି ରହିବାରୁ ଏବେ ବି ଲୋକେ ଘରୁ ବାହାରି ପାରୁନାହାଁନ୍ତି। ସେଇ ପାଣିରେ ଚାଲିଛି ଲୋକଙ୍କ ନିତ୍ୟକର୍ମ...। ଦେଖିବା କିଛି ଝଳକ୍...।

Divyang Students Of Ravenshaw College Lead Miserable Life, Seek Assistance
ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ୍ ନାହିଁ, ବସ୍ତିରେ ରହୁଛନ୍ତି, ଆହାର କେନ୍ଦ୍ରରେ ଖାଉଛନ୍ତି

ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ ନାହିଁ। ସେମାନେ ମଧ୍ୟ ଏତେ ଗରିବ ଯେ, ସେଥିପାଇଁ ପଇସା ନାହିଁ। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ୩ ଜଣ ଦିବ୍ୟାଙ୍ଗ ଛାତ୍ର ଏବେ ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି ଏବଂ ଅନେକ ସମୟରେ ସରକାର ଖୋଲିଥିବା ଆହାର କେନ୍ଦ୍ରରେ ଖାଉଛନ୍ତି।