ଗଣମାଧ୍ୟମ ଜରିଆରେ ଖବର ଦେଖିବା ପରେ ଗଞ୍ଜାମର ୭୦ବର୍ଷର ବୃଦ୍ଧ ମଧୁସୂଦନ ପାତ୍ର ଅନାଥଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।
ଫେସବୁକରେ ପ୍ରେମ ହୋଇଥିଲା। ପ୍ରେମ ବିବାହର ରୂପ ନେଲା। ବାହାଘରର ଦୁଇ ମାସ ପରେ ଦୁହେଁ ଏକାଠି ବିଷ ପିଇ ଆତ୍ମହତ୍ୟା କରିଦେଲେ। ଏ ଖବର ସାରା ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚା। ହେଲେ କାହିଁକି ଏଯାଏଁ ଜଣା ପଡ଼ିନି
ମତେ ରାତିରେ ନିଦ ହେଉନି କି କିଛି କରିବାକୁ ଇଚ୍ଛା ହେଉନି। ମୁଁ ଆଉ ବଞ୍ଚିବାକୁ ଇଚ୍ଛା କରୁନି....ମାଆ, ମତେ କ୍ଷମା କରିଦେବ। ପୋଲିସ ପ୍ଲିଜ୍ କାହାର କିଛି କ୍ଷତି କରିବନି। ଏମିତି ଲେଖି ଜୀବନ ହାରିଲେ ଏଇ ଯୁବତୀ
ଇଏ କେମିତିକା ମଣିଷ? ବିଲରେ ଷଣ୍ଢ ଧାନା ଖାଇଲା ବୋଲି ଦୀର୍ଘଦିନ ହେଲାଣି ଏମିତି ଏଇ ନିର୍ଜନ ସ୍ଥାନରେ ଷଣ୍ଢକୁ ବାନ୍ଧି ଦେଇଛି ନିଷ୍ଠୁର ମଣିଷ। ବେକରେ ଏମିତି ପଘା ଭିଡ଼ାଯାଇଛି ଯେ ନିଶ୍ୱାସ ନେବା ବି ତା’ ପକ୍ଷରେ କଷ୍ଟ। ପାଣି କି ତୋରାଣି କିଛି ବି ଦେଇନି...ଏକା ଏକା ଲୁହ ଗଡାଉଛି ଏଇ ଷଣ୍ଢ....
ସାଇବର ଲୁଟେରାଙ୍କୁ ଚୂନା ଲଗାଇ ଦେଲେ ଏଇ ଯୁବକ। ଫୋନ୍ କରି ୫ ମିନିଟ୍ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍...ଫେରି ପାଇଲେ ୨୨ ହଜାର ଟଙ୍କା। ଶୁଣନ୍ତୁ କେମିତି ପାଇଲେ ଟଙ୍କା
ମୋ ବୋଉଲୋ....ଏଇଟା ରାସ୍ତା ନା ପୋଖରୀ। ଦେଖୁନୁରେ ନାରଣ କେମିତି ହଂସ ଖେଳୁଛନ୍ତି। ମଲା ଯା’ ତୁମେ ଯଦି ରାସ୍ତାକୁ ପୋଖରୀ କରିବ ଆମେ ଖେଳିବୁନା..ଦେଖନ୍ତୁ ଏଇ ଭିଡ଼ିଓ
ଘର ଦ୍ୱାର, ବାଡ଼ି ବଗିଚା..ଯୁଆଡେ ଦେଖିବ ଖାଲି ପିମ୍ପୁଡି ମାଳ, ହେଲେ କାରଣ କଣ?…
ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ।
ମାଆ ଚାଲିଯିବା ପରେ ଦଶ ତୁଠରେ ଚାଲିଥିଲା ଦଶାହ କର୍ମ। ଏତିକି ବେଳେ ତୁଠକୁ ଖବର ଆସିଲା ଚାଲିଗଲେ ବାପା। ବାସ୍…୧୦ ଦିନ ତଳେ ଯେଉଁ ଘରେ କାନ୍ଦ ବୋବାଳି ପଡିଥିଲା, ପୁଣି ଥରେ ଛାଇଗଲା ଶୋକ…ବନ୍ଧା ହେଲା କୋକେଇ..
ଜଗତସିଂହପୁର ଜିଲ୍ଲାରେ ଚାଷୀ ମୁଣ୍ଡରେ ଚଡ଼କ ।
ଆଜି ବି ଗୁରୁଦିବସରେ ଶିକ୍ଷକଙ୍କୁ ମିଳୁନି ରାଜ୍ୟ ସମ୍ମାନ,୨୦୧୭ ମସିହାରୁ ବନ୍ଦ ରହିଛି ରାଜ୍ୟ ଶିକ୍ଷକ ପୁରସ୍କାର
ତିନି ପିଢ଼ିର ଗୁରୁମା ମାଳତୀ ଦାସ। ବାପପୁଅ ଆଉ ପୁଅର ପୁଅଝିଅଙ୍କୁ ମଧ୍ୟ ସେ ପାଠ ପଢ଼ାଇଛନ୍ତି। ଗୁହାଳ ପାଲଟି ଯାଇଥିବା ତାଙ୍କର ଘରଟି ମଧ୍ୟ ଆଗରୁ ଖୁବ୍ ଗହଗହ ଥିଲା।
ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ୍ ରୁମ୍ରୁ ହାତଲେଖା ଚିଠି ମିଳିଛି। ଯେଉଁଥିରେ ଲେଖା ହୋଇଛି ଯେ, ‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି। ଭଗବାନ ମୋତେ ନେଇଯାଅ Sorry, Sorry।’
ପୀଡିତାଙ୍କ ବାପାଙ୍କ ସୂଚନା ଅନୁସାରେ, ଶନିବାର ଡ୍ୟୁଟି ଯାଇଥିବା ବେଳେ ଲୋକଙ୍କ ଟାହିଟାପରା ପରେ ଝିଅ ମର୍ମାହତ ହୋଇଥିଲା। ଆଜି ସକାଳୁ ଅଜଣା ନମ୍ବରରୁ ପୀଡିତା ଫୋନ୍ କରି ନିଜ ବାପାଙ୍କୁ ଜଣାଇଥିଲେ।
ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁନିଲ ବଂଶଲ । ଓଡ଼ିଶା ପ୍ରଭାରୀ ଦାୟିତ୍ୱ ନେବା ପରେ ଏହା ପ୍ରଥମ ଗସ୍ତ ।
ସାତ ଜନମର ସାଥୀ ହେବେ ବୋଲି କହିଥିଲେ। ହେଲେ ଶୁଣା କଥାରେ ଝଡ଼ ଉଠିଲା ସଂସାରରେ। କ୍ୟାନସର୍ ଡିଆଁ ରୋଗ ବୋଲି ଶୁଣିବା ପରେ ସ୍ତ୍ରୀକୁ ପର କରି ଦେଲେ ଡି. ମଧୁସୂଦନ। ଆଉ ତା’ପରେ…
୧୪ ବର୍ଷ ବୟସରେ ଘର ଛାଡ଼ି ଚାଲିଯାଇଥିଲେ। ୩୨ ବର୍ଷ ପରେ ଫେରିଲେ। ଫେରିଲା ବେଳକୁ ବାପା, ମାଆ ଆରପାରିରେ… ଗାଁ ଲୋକେ କହୁଛନ୍ତି, ଗାଁକୁ ଫେରିଛି ରଘୁଆ ପ୍ରଧାନ…
ଜଣେ ବ୍ୟକ୍ତି ପଞ୍ଚାୟତ ଅଫିସ ନିକଟରେ ବେଆଇନ୍ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ସେ ବିଭିନ୍ନ ଅପରାଧର ମାଷ୍ଟରମାଇଣ୍ଡ୍ ବୋଲି ଲୋକେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି।
ନିଜ ହାତରେ ସେ ଗଢ଼ିଛନ୍ତି ଶହ ଶହ ଛାତ୍ରଛାତ୍ରୀ। କିନ୍ତୁ ଏବେ ସେ ଆଶ୍ରୟ ନେଇଛନ୍ତି ଗୁହାଳ ଘରେ। ଭାଙ୍ଗିରୁଜି ଯାଇଥିବା ତାଙ୍କ ଚାଟ୍ଟଶାଳୀରେ ଏବେ ଗୋରୁ ବନ୍ଧା ଯାଉଛନ୍ତି। ଆଜି ଗୁରୁ ଦିବସ। ଆସନ୍ତୁ ଭେଟିବା ୮୫ ବର୍ଷୀୟା ମାଳତୀ ଗୁରୁମାଆଙ୍କୁ...
ହଇରେ ନାରଣ ଆମ କଟକ ମେୟର ଭାରି ଷ୍ଟ୍ରଙ୍ଗ୍। ଦେଖୁନ, କେମିତି ଭିଡି ପକାଉଛନ୍ତି। ଆଉ ଭିଡ଼ି ସାରିବା ପରେ ଟିକେ ଟିକେ ଜାକି ହଉଛନ୍ତିରେ ନାରଣ...
କାର୍ଯ୍ୟ କ୍ଷେତ୍ରରେ ଥିବା ଚାଲେଞ୍ଜକୁ ଜଣେ ମହିଳା ସାମ୍ବାଦିକ କିଭଳି ସାମ୍ନା କରିବ ? ସାଉଥ ଏସିଆନ ଓମେନ୍ ଇନ୍ ମିଡ଼ିଆ ଏବଂ ୟୁନିସେଫର ମିଳିତ କର୍ମଶାଳାରେ ଏହାହିଁ ଥିଲା ଆଲୋଚନାର ପ୍ରସଙ୍ଗ।
ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈକୁଦ ନିକଟରେ ବୁଡ଼ିଗଲା ଡଙ୍ଗ।
ଲାବ୍ରୋଟୋରିକୁ ଗଲା ଭାତ, ଘୁଗୁନି, ଚାଟ୍ ଓ ପାଣିର ନମୁନା
ନାଲି ପିମ୍ପୁଡି ପାଇଁ ଘରୁ ବାହାରି ପାରୁନାହାନ୍ତି ଲୋକ
ଦେଶର ମୋଟ ମାମଲାର ଓଡ଼ିଶାରେ ୨୩ ପ୍ରତିଶତ