• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Washed Away

Puri-Konark Marine Drive
ମାଡ଼ି ଆସୁଛି ସମୁଦ୍ର, ଟାୱାର୍ ଦେହରେ ପିଟି ହେଉଛି ଢେଉ

ଘୁ ଘୁ ଗର୍ଜନ କରି ମାଡ଼ି ଆସୁଛି ସମୁଦ୍ର । ସ୍ଥଳଭାଗ ମୁହାଁ ଉଛୁଳା ଢେଉ ସହ ଭୟଙ୍କର ଶବ୍ଦ ଆଉ କ୍ଷୀପ୍ର ବେଗ । ସମୁଦ୍ରର ଏଭଳି ଉଗ୍ର ରୂପ, ଆଗରୁ କେବେ ଦେଖାଯାଇନଥିଲା । ଦୁଇ ଦିନ ହେଲାଣି ସାମୁଦ୍ରିକ ଜୁଆର କୂଳ ଖାଇବାରେ ଲାଗିଛି । ଫଳରେ କୋଣାର୍କ-ପୁରୀ ମରିନ୍ ଡ୍ରାଇଭ୍ ପ୍ରତି ଘନେଇଲାଣି ବିପଦ ।