• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Jeypore mechanics
ଭାଇ ହେବ ତ ଏମିତି ! ୩୮ ବର୍ଷ ହେଲା ଏକାଠି ରହୁଛନ୍ତି...ଦୁହେଁ ଦୁହିଁକୁ ଛାଡି ଟିକିଏ ବି

କଳିଯୁଗର ଏମାନେ ହେଉଛନ୍ତି କୃଷ୍ଣ-ସୁଦାମା। ୩୮ ବର୍ଷ ହେଲା ଏକାଠି ରହୁଛନ୍ତି...ସାନ ଭାଇମାନେ ବାପାଙ୍କ ପରି ସମ୍ମାନ ଦେଉଛନ୍ତି। କେହି କାହାକୁ ଛାଡିବାକୁ ନାରାଜ୍...ଯୌଥ ପରିବାରକୁ ନେଇ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ

Body of a youth found hanging outside his house in Keonjhar
ସହିପାରିଲେନି ଋଣ ଭାର, ଶେଷରେ ରଶି ଲଗାଇ ଝୁଲି ପଡ଼ିଲେ ଟ୍ରକ୍‌ ମାଲିକ !

ଋଣ ଭାର ସହି ନପାରି ଜଣେ ଟ୍ରକ୍‌ ମାଲିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଟ୍ରକ୍‌ରୁ କୌଣସି ରୋଜଗାର ହୋଇ ନ ପାରିବାରୁ ସେ ଚାପରେ ଥିଲେ। 

News Fuse
ଯିଏ ପ୍ରକୃତ ଯୋଦ୍ଧା...ସିଏ ପ୍ରତି ମୁହୂର୍ତ୍ତରେ ଲଢେଇ କରିବ...

ହସି ହସି କଷ୍ଟର ସାମ୍ନା ଯିଏ କରେ...ସିଏ ସବୁ କିଛି କରିପାରେ। ଏତେ ଦୁଃଖ ଥିବା ପରେ ବି କେବେ ହାର୍‌ ମାନିନାହାନ୍ତି ପ୍ରମିଳା। ପିଲାଙ୍କ ଦାୟିତ୍ୱ ପାଇଁ ଆଜି ମୂଲ ଲାଗୁଛନ୍ତି...ଆଜି ନ୍ୟୁଜ୍‌ ଫୁଜ୍‌ରେ ଦେଖନ୍ତୁ ଏକ ପ୍ରେରଣାଦାୟୀ କାହାଣୀ।

Ukraine war prediction reduces Russian soldiers wife to tears
ଥମୁନି ଋଷ-ୟୁକ୍ରେନ ଯୁଦ୍ଧ; ଆଉ ଏତେ ବର୍ଷ ଚାଲିବ ବୋଲି ବାବା ଭେଙ୍ଗାଙ୍କ ପୂର୍ବାନୁମାନ

ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧ ନିକଟରେ ଶେଷ ହେବାର କୌଣସି ସଂକେତ ଦେଖାଯାଉନି। ଆହୁରି ଏତେ ବର୍ଷ ଚାଲିବ ବୋଲି ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା। ଏହାକୁ ନେଇ ସୈନିକଙ୍କ ମଧ୍ୟ ଦେଖାଦେଇଛି ଅନିଶ୍ଚିତତାର ପରିବେଶ।

Heavy Rain
ଉପାନ୍ତରୁ ଉପକୂଳ ନିର୍ଧୁମ ଛେଚୁଛି ! ଭୁଶୁଡ଼ିଲା ଘର, ଉପୁଡ଼ିଲା ଗଛ..

ଭୁବନେଶ୍ୱର, କଟକ ସମେତ ଉପକୂଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆହୁରି ୩ ଦିନ ଯାଏଁ ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।

Boat Catches Fire
ମାଛ ମାରୁଥିବା ବେଳେ ଜଳିଗଲା ଡଙ୍ଗା; ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ମଝି ସମୁଦ୍ରରେ ମାଛ ଧରା ବୋଟ୍‌ରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତ୍ତିଲା ୧୦ ମତ୍ସ୍ୟଜୀବୀଙ୍କ ଜୀବନ। ଆଜି ପୂର୍ବାହ୍ନରେ ଏପରି ଘଟଣା ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ଘଟିଛି।

drowning
ଗଙ୍ଗା ନଈ କୂଳରେ ଛକିଥିଲା ଯମ...ଗାଧୋଇବାକୁ ଯାଇ ୬ ଭାଇଭଉଣୀଙ୍କର ଗଲା ଜୀବନ

ବିଜୟା ଦଶମୀରେ ଶୋକାକୁଳ ହେଲା କାନପୁର। ସାଙ୍ଗ ହୋଇ ଗଙ୍ଗା ନଈକୁ ଗାଧୋଇବାକୁ ଯାଇଥିଲେ ୬ ଭାଇ-ଭଉଣୀ...ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଜଣଙ୍କୁ ବଂଚାଇବାକୁ ଯାଇ ୬ ଜଣଙ୍କ ଗଲା ପ୍ରାଣ....ପିଲାଙ୍କୁ ହରାଇ ଭୋ ଭୋ କାନ୍ଦୁଛି ପୂରା ପରିବାର

Old man marries young girl at 78 after 3 years of dating
ଅଜବ ବିବାହ: ୧୮ ବର୍ଷର କନିଆଁକୁ ୭୮ ବର୍ଷର ବର

ଜେଜେବାପା ବୟସର ଜଣେ ବ୍ୟକ୍ତି ତାଙ୍କ ନାତୁଣୀ ବୟସର ଜଣେ ଝିଅଙ୍କୁ ବିବାହ କରିନେଇଛନ୍ତି। ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ପ୍ରେମ, ଏବେ ନେଲା ବିବାହ ରୂପ। ଏବେ ପରିବାର ପାଇଁ କରୁଛନ୍ତି ଯୋଜନା।

News Fuse
ଏମାନେ ମିଛ କେସ୍ ଲଗାଇଦେବେ…ଦେଖୁନୁ କହିଲେଣି, ମହିଷାସୁରକୁ ବଧ କରିଛନ୍ତି କୃଷ୍ଣ

ଆଲୋ ଆଲୋ ଆମେ ପଚାରୁଛି ପ୍ରଶ୍ନ ମଉସା ଦେଖାଉଛନ୍ତି ୩୨…କହୁନ, ଜଗନ୍ନାଥ ମନ୍ଦିର କିଏ ତିଆରି କରିଥିଲେ? ମଉସାଙ୍କ ପ୍ରବଳ ‌ଜ୍ଞାନ, କହୁଛନ୍ତି କଂସାସୁରକୁ ମାରିଥିଲେ ରାବଣ...ପଳେଇ ଚାଲରେ ନାରଣ। ନହେଲେ କେତବେଳେ...

Lightning Strike
ପାଠପଢ଼ା ପାଇଁ ପାହାଡ଼ ଉପରେ ମୋବାଇଲ୍‌ ନେଟ୍‌ୱର୍କ ଖୋଜୁଥିଲେ; ୩ ଛାତ୍ର ଆହତ

ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ ଚେତାଶୂନ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ।

bus accident
ଓଲଟିଲା ଯାତ୍ରୀବାହୀ ବସ : ଚାଲିଗଲା ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଜୀବନ, ୪ ଗୁରୁତର

ଗତକାଲି ରାତିରେ ବଡ଼ ସଡ଼କ ଦୁର୍ଘଟଣା , ଜଣେ ମୃତ

Karenjeet kaur bains sets Guinness world record for most bodyweight squats in a minute
ଗୋଟିଏ ମିନିଟ୍‌ରେ ସବୁଠୁ ଅଧିକ ବଡିୱେଟ୍ ସ୍କ୍ୱାଟ୍ କରି ରେକର୍ଡ କଲେ ମହିଳା

ନିଜ ଶରୀରର ଓଜନ ଅପେକ୍ଷା ଅଧିକ ସ୍କ୍ୱାଟ ଲିଫ୍ଟ ଉଠାଇବାରେ ରେକର୍ଡ କରିଛନ୍ତି ମହିଳା। ଗିନିଜ୍ ୱାର୍ଲ୍ଡ ରେକର୍ଡ ରିପୋର୍ଟ ଅନୁସାରେ ସେ ପୁରୁଷ ପ୍ରାଧାନ୍ୟ କ୍ରୀଡ଼ାରେ ଜଣେ ସଫଳ ମହିଳା, କିନ୍ତୁ ପାୱାରଲିଫ୍ଟରେ ସେ ଗ୍ରେଟ୍ ବ୍ରିଟେନର ପ୍ରତିନିଧିତ୍ୱ କରିଥିବା ପ୍ରଥମ ବ୍ରିଟିଶ୍ ଶିଖ୍ ମହିଳା।

Govt makes pollution certificate
ଏଇ ତାରିଖରୁ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ ମିଳିବନି ପେଟ୍ରୋଲ

ଗାଡି ଚାଳକଙ୍କ ପାଇଁ ବଡ଼ ଖବର। ଅକ୍ଟୋବର ୨୫ରୁ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ ମିଳିବନି ପେଟ୍ରୋଲ ପକାଇବାର ସୁଯୋଗ...ହଇରାଣ ହୋଇପାରନ୍ତି ଆପଣ

Indian Army
ଗାଁ ଲୋକଙ୍କ ଦେଶପ୍ରେମ ! ଯବାନଙ୍କ ଆଖିରେ ଆଣିଦେଲା ଲୁହ

ବାସ୍‌ ସୁଶାନ୍ତ ଗାଁରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ସମ୍ବର୍ଦ୍ଧନାର ପର୍ବ । କିଏ ଫଗୁ  ଧରି ଦୁଲଦୁଲିର ତାଳେ ତାଳେ ନାଚିବାକୁ ଲାଗିଥିଲା ତ ଆଉ କିଏ ଗାଲରେ ଶ୍ରଦ୍ଧା ଓ ସ୍ନେହର ଫଗୁ ବୋଳିଥିଲା ।

Woman kills own son
ପିଲାଙ୍କୁ ଟ୍ୟୁସନ୍‌ କରିବାକୁ ଆସି ମାଆଙ୍କୁ ପ୍ରେମ ପାଠ ପଢାଉଥିଲେ ଟ୍ୟୁସନ୍‌ ସାର୍‌...

ପ୍ରେମ ପାଗଳ ଟ୍ୟୁସନ୍‌ ସାର୍‌। ପୁଅକୁ ପାଠ ପଢାଇବାକୁ ଆସି ମାଆ ପ୍ରେମରେ ଉବୁଟୁବୁ ହେଲେ। ପ୍ରେମରେ ଏମିତି ପାଗଳ ହେଲେ ଯେ ସବୁଦିନ ପାଇଁ ପିଲାକୁ ବାଟରୁ ହଟାଇ ଦେଲେ। ହେଲେ ମାଆର ପ୍ରେମ କାହାଣୀ ପୋଲିସ ସାମ୍ନାରେ କହିଦେଲା ଝିଅ

Jawan welcomed to village
୨୦ ବର୍ଷ ପରେ ଗାଁକୁ ଫେରିଲେ ଯବାନ...ଦୁଲଦୁଲି ବଜାଇ, ଫଗୁ ଉଡାଇ କରାଗଲା ସ୍ୱାଗତ

ଦୀର୍ଘ ୨୦ ବର୍ଷ ପରେ ଯେବେ ଗାଁକୁ ଫେରିଲେ ଯବାନ...ଦୁଲଦୁଲି ବାଜି ଉଠିଲା, ଫଗୁ ଖେଳ ଆରମ୍ଭ ହେଲା। ଗାଁ ପିଲାଙ୍କ ଅଣ୍ଟା ବି ହଲିଲା। ଅଦ୍ଭୁତପୂର୍ବ ସ୍ୱାଗତ ଦେଖି ଖୁସି ହୋଇଗଲେ ଯବାନ। କହିଲେ, ମାଗଣାରେ ଗାଁ ପିଲାଙ୍କୁ ଦେବି ଆର୍ମି ଟ୍ରେନିଂ...

Electrocution
ଦଶହରାରେ ବଡ଼ ଅଘଟଣ : ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

ହରଭଙ୍ଗା ଥାନା ଜବଲପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

News Fuse
ଓଡିଆ ପ୍ରଶ୍ନ ଶୁଣି ଏମାନେ ଏତେ ଡରୁଛନ୍ତି କିଆଁ, ଦେଖୁନୁରେ ନାରଣ...

ମୁଁ କାଳେ ଭୁଲଭାଲ କହିଦେବି। ଜଗନ୍ନାଥଙ୍କୁ କଣ ମାଗିଲ ସତ କହିବ? ପ୍ରଭୁ ମୋର ଜଲଦି ବାହାଘର ହୋଇଯାଉ କହିଲେ ଦିଦି। ଆଲୋ ଆଲୋ ଇଏ କଣ ମୂଳରୁ ଛତ୍ରଭଙ୍ଗ ଦେଲେଣି। ଦେଖନ୍ତୁ ଦେଖନ୍ତୁ ଦିଦି ଓ ଭାଇଙ୍କ ଜ୍ଞାନ କେତେ?

Land, Property
ଜମିଜମା ବିବାଦରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ ? ସହଜ ହେବ କି ଉତ୍ତରାଧିକାରୀଙ୍କୁ ସତ୍ତ୍ୱ ହସ୍ତାନ୍ତରଣ ?

ସତ୍ତ୍ୱ ହସ୍ତାନ୍ତରଣ ପାଇଁ ରାଜସ୍ୱ ବିଭାଗର ନୂଆ ଉଦ୍ୟମ । କ୍ୟାମ୍ପ କୋର୍ଟ ଜରିଆରେ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।

Snake House
ଡର ଲାଗୁନି ନା ଜୀବନକୁ ଭୟ ନାହିଁ..! ସାପ ଯୋଉଠି ରହୁଛି ମଣିଷ ବି ସେଇଠି..

ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ଯେଉଁମାନେ ନିଜ ବାସ ଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି ।

Singer Death
ଏମିତି ବି ଆସେ ମୃତ୍ୟୁ ! ଷ୍ଟେଜ୍‌ରେ ଗୀତ ଗାଉଥିଲେ କଣ୍ଠଶିଳ୍ପୀ, ହଠାତ୍ ଟଳିପଡ଼ିଲେ

ଦର୍ଶକଙ୍କୁ ଦେଖି ଯାଯାବର ଗୀତ ଗାଉ ଗାଉ ପ୍ରାଣ ହରାଇଥିଲେ ମୁରଲୀ । ହଠାତ୍‌ କିଏ କିଛି ବୁଝିବା ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମୁରଲୀ ।

Road Accident
ବାପ୍‌ରେ ବାପ୍‌ କି ରାସ୍ତା ! ଯମ ଦ୍ୱାର ଯିବାକୁ ପୁରା ସର୍ଟକଟ୍

ଆମେ କହୁଛୁ ଜାତୀୟ ରାଜପଥ ନମ୍ବର ୩୫୩ର କଥା । ନାଁ ବିଜୁ ଏକ୍ସପ୍ରେସ ୱେ । ହେଲେ ଏହି ରାସ୍ତାରେ ଗଲାବେଳେ କେତେବେଳେ କଣ ହେବ ସେନେଇ କାହା ପାଖରେ କିଛି ନିର୍ଦ୍ଧିଷ୍ଟ ସୂଚନା ନାହିଁ ।

  • Tuesday, 04 October 2022
viral video
ଆଶ୍ଚର୍ଯ୍ୟ ! ଭକ୍ତଙ୍କ ହାତରୁ ଲଡ଼ୁ ଖାଉଛନ୍ତି ହନୁମାନ

ଭକ୍ତିର ସହ ହନୁମାନଙ୍କୁ ଲଡୁ ଦେଲେ ଭକ୍ତ। ବାସ୍‌ ଲଡୁ ପାଇବା ପରେ ଏମିତି ଖାଇଲେ ହନୁମାନ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

Pandal Gate Of Damana Puja Committee In Bhubaneswar Collapses
ଭାଙ୍ଗିଲା ଡମଣା ପୂଜା ମଣ୍ଡପ ତୋରଣ

ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ପ୍ରବଳ ବର୍ଷାରେ ଭୁବନେଶ୍ୱରର ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯାଇଛି।

Rescued Elephant
ଛୁଆକୁ ବିକଳ ହୋଇ ଖୋଜୁଛି; ହିଂସ୍ର ହୋଇଉଠୁଛି

କଟକ ଜଗତପୁର ଅଞ୍ଚଳରେ ମଣିଷମରା ହାତୀକୁ କାବୁ କରିବା ପରେ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ଅଣାଯାଇଥିଲା । ଏଠାରେ ପହଞ୍ଚିବା ପରେ ଉଦ୍ଧାର ବଣୁଆ ମାଇ ହାତୀକୁ ନେଇ ଅନେକ ରୋଚକ କଥା ସାମ୍ନାକୁ ଆସିଛି ।