Advertisment

ଗଙ୍ଗା ନଈ କୂଳରେ ଛକିଥିଲା ଯମ...ଗାଧୋଇବାକୁ ଯାଇ ୬ ଭାଇଭଉଣୀଙ୍କର ଗଲା ଜୀବନ

ବିଜୟା ଦଶମୀରେ ଶୋକାକୁଳ ହେଲା କାନପୁର। ସାଙ୍ଗ ହୋଇ ଗଙ୍ଗା ନଈକୁ ଗାଧୋଇବାକୁ ଯାଇଥିଲେ ୬ ଭାଇ-ଭଉଣୀ...ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଜଣଙ୍କୁ ବଂଚାଇବାକୁ ଯାଇ ୬ ଜଣଙ୍କ ଗଲା ପ୍ରାଣ....ପିଲାଙ୍କୁ ହରାଇ ଭୋ ଭୋ କାନ୍ଦୁଛି ପୂରା ପରିବାର

author-image
Pallipuspa Samal

Drowning
Advertisment
Advertisment