• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Drunk Driving
ଟୁଇନସିଟିର ମଦ୍ୟପ ଗାଡ଼ି ଚାଳକ ସାବଧାନ; ଫାଇନ୍ କି ଥାନାରୁ ଜାମିନ୍ ନୁହେଁ, ସିଧା ଯିବେ ଜେଲ୍ !  

ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ ।

Cuttack's Silver Filigree
କଟକ ପ୍ରସିଦ୍ଧ ରୁପା ତାରକସୀ କାମକୁ ମିଳିଲା GI ଟ୍ୟାଗ୍‌ ମାନ୍ୟତା

ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।

Apartments Rule
ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଖୁସି ଖବର; ସଂଶୋଧନ ହେଲା ଆଇନ୍, ବଦଳିଲା ୩ ସଂଜ୍ଞା

ଛୋଟ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଖୁସି ଖବର। ଏଣିକି ବାସଗୃହ ପ୍ରକଳ୍ପ କମନ ଏରିଆ ରକ୍ଷଣାବେକ୍ଷଣ ପାଇଁ ସେମାନେ ଦେବେ ଅପେକ୍ଷାକୃତ କମ୍ ଟଙ୍କା। ଅର୍ଥାତ୍ ହାଉସିଂ ପ୍ରକଳ୍ପରେ ଯେଉଁ ଆପାର୍ଟମେଣ୍ଟର ଆକାର ଯେତେ ବଡ଼ ହେବ, ତା’ର ମାଲିକ ସେତେ ଅଧିକ ମେଣ୍ଟେନାନ୍ସ ଚାର୍ଜ ଗଣିବେ।

  • Saturday, 02 March 2024
Apartments Rule
ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ସ୍ୱତ୍ୱ ଓ ପରିଚାଳନା ଆଇନ୍, ବଦଳିଲା ୩ ସଂଜ୍ଞା

ବର୍ଷେ ନ ପୂରୁଣୁ ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଓ ପରିଚାଳନା ଆଇନ। ବଦଳିଲା ୩ ସଂଜ୍ଞା। ଆଉ ଛୋଟ ଆପାର୍ଟମେଣ୍ଟ କ୍ରେତାଙ୍କ ଲାଗି ଆଣିଲା ଖୁସି ଖବର ।

Brahampur bus stand
ଅବହେଳିତ ଅବସ୍ଥାରେ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ: ଶହ ଶହ ବସ୍‌କୁ ଅଳ୍ପ ଯାଗା

ଓଡ଼ିଶାର ଅନ୍ୟତମ ବୃହତ୍ତମ ସହର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଏବେ ଅବହେଳିତ ଅବସ୍ଥାରେ ରହିଛି ବସ୍‌ଷ୍ଟାଣ୍ଡ । ସିଟି ବସ୍‌ଷ୍ଟାଣ୍ଡ ନାମରେ ନାମିତ ଏହି ବସ୍‌ଷ୍ଟାଣ୍ଡରେ ଆବଶ୍ୟକୀୟ ସ୍ଥାନ ନାହିଁ । ଯାତ୍ରୀଙ୍କ ସୁବିଧା ଲାଗି ତୁରନ୍ତ ଅନ୍ୟ ଏକ ବସ୍‌ଷ୍ଟାଣ୍ଡର ଆବଶ୍ୟକତା ରହିଛି ବୋଲି ସହରବାସୀ କହିଛନ୍ତି ।

Cycle Yatra
ରାମଲାଲାଙ୍କ ପ୍ରେମରେ ମତୁଆଲା ଭକ୍ତ; ସାଇକେଲ୍‌ରେ ବାହାରିଲେ ଅଯୋଧ୍ୟା..

ଯୁବକ ଜଣକ ରାମଲାଲାଙ୍କ ପ୍ରେମରେ ମତୁଆଲା ହୋଇ ଶ୍ରୀରାମଙ୍କୁ ଦର୍ଶନ ପାଇଁ ସାଇକେଲରେ ବାହାରିଛନ୍ତି। ସୋର ଠାରୁ ଅଯୋଧ୍ୟା ପାଖାପାଖି ୯ ଶହ କିଲୋମିଟର ଦୂର ହୋଇଥିବା ବେଳେ ତାଙ୍କୁ ପହଂଚିବାକୁ ପାଖାପାଖି ୮ ଦିନ ରୁ ଉର୍ଦ୍ଧ ସମୟ ଲାଗିବ।

 Naxal attack
ସତେଜ ରହିଛି କ୍ଷତ, ମିଳିଲାନି ସହାୟତା

ଆଜି ବି ସତେଜ ରହିଛି ତାଙ୍କ ଶରୀରରେ ସବୁ କ୍ଷତ ଚିହ୍ନ… ଗୁଳିର ଦାଗ ହି ଲିଭିନି। ତାଜା ରହିଛି ସେଇ କାଳରାତ୍ରି ର ଅଭୁଲା ସ୍ମୃତି। ଧମାଧମ୍ ମାଓ ଗୁଳିର ଶବ୍ଦ ସହ ମନେ ଅଛି ଆତଙ୍କୀଙ୍କ ସମର । ଆମେ କହୁଛୁ କୋରାପୁଟର ସୁନିଲ ଦିଗାଲଙ୍କ କଥା।

Yojana Ra Hariloot
ବସୁନି ୩୦ ଲକ୍ଷର ହାଟ !

ଏତେ ଟଙ୍କା ଖର୍ଚ୍ଚ କାହା ପାଇଁ ? କି କାମ ହେଲା ଯେ SDC ବାଦ୍ ଆହୁରି ୨୦ ଲକ୍ଷ ଦରକାର ପଡ଼ିଲା ?

OTV Impact
ଷ୍ଟାଡିୟମ୍ ହେବ କ୍ରିକେଟ୍ ହବ୍

ଅସଜଡା ହୋଇ ପଡ଼ି ରହିଥିଲା ଏଇ ଷ୍ଟାଡିୟମ୍... ଏବେ ହରାଭରା ହେବ...ଦିନେ ଖାଲଖମାରେ ପରିପୂର୍ଣ୍ଣ ଥିବା ଏଇ ଷ୍ଟାଡିୟମ୍ ଏବେ ସବୁଜ ଘାସ ଗାଲିଚାରେ ରଙ୍ଗୀନ୍ ହୋଇଯିବ। ଓସିଏ ଚୁକ୍ତି କରିବା ପରେ ଏବେ ଏଇ ଷ୍ଟାଡିୟମ୍ ପାଲଟିବ କ୍ରିକେଟ୍ ହବ।

Gujarat couple gets married
ଆପଣ ଏମିତି ବାହାହେବେ କି!

ଯେଉଁଠି ନିଃଶ୍ୱାସ ନେବା ବି କଷ୍ଟକର, ସେଇଠି ଯାଇ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମପକ୍ଷୀ.. ଭିଡିଓ ଭାଇରାଲ୍ !

mental illness
ନିୟତିର ନିୟମ ସବୁକିଛି ସାରିଦେଲା

ଦିନଥିଲା ବେଶ୍ ହସଖୁସିରେ ବିତୁଥିଲା ତାଙ୍କ ଜୀବନ...ସ୍ୱପ୍ନ ଥିଲା ବଡ଼ ସହରରେ ରହି ପାଠ ପଢିବେ... ଆଶା ଥିଲା ଭଲ ଶିକ୍ଷୟିତ୍ରୀଟିଏ ହୋଇ ନାଁ କରିବେ। ବାପା ମାଙ୍କ ନାଁ ଉଜ୍ଜ୍ୱଳ କରିବେ। କିନ୍ତୁ ନିୟତିର ନିୟମ ସବୁକିଛି ସାରିଦେଲା। ଭାଙ୍ଗିଦେଲା ସବୁ ଆଶା ଆକାଙ୍କ୍ଷା।

President
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଶେଷ ଦିନ; ସମ୍ବଲପୁର ଯିବେ ମାଡାମ୍ ପ୍ରେସିଡେଣ୍ଟ

ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧ୍ବନି ମଣ୍ଡପ ଓ ସନ୍ଥ କବି ଭୀମଭୋଇ ଆଶ୍ରମ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

World fourth largest aral sea shrinking ship not find way
ଏଠି ଶୁଖିଗଲାଣି ଚତୁର୍ଥ ବୃହତ୍ତମ ସମୁଦ୍ର; ଏଥିପାଇଁ ଦାୟୀ କିଏ…

ଆରାଲ ସାଗର ଏକଦା ବିଶ୍ୱର ଚତୁର୍ଥ ବୃହତ୍ତମ ସମୁଦ୍ର ଥିଲା, ଯାହା କଜାଖସ୍ତାନ ଏବଂ ଉତ୍ତର ଉଜ୍‌ବେକିସ୍ତାନ ମଧ୍ୟରେ ପ୍ରବାହୀତ ହେଉଥିଲା। କିନ୍ତୁ ଏହି ସମୁଦ୍ର ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ଶୁଖିଯାଇଛି ଯାହା ଦିନେ ୬୮,୦୦୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା।

childrens organs
ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ; ମରି ବି ପୁଣି ଅମର...

ଜୀବନ ଯିବା ପୂର୍ବରୁ ଅନ୍ୟକୁ ଜୀବନ ଦାନ। ନିଜ ଅଙ୍ଗରେ ଆଉ ଜଣେ ପାଇବେ ନୂଆ ଜୀବନ। ମହତ ଏ ଦାନ, ମହତ ଏ ଉଦ୍ଦେଶ୍ୟ। ରାଜ୍ୟରେ ଅଙ୍ଗଦାନ କ୍ଷେତ୍ରରେ ସାମିଲ ହୋଇଛି ଆଉ ଦୁଇଟି କାହାଣୀ। ଗୋଟିଏ କେନ୍ଦ୍ରାପଡା ଆଉ ଗୋଟିଏ ମୟୂରଭଂଜର। ଦୁଇ ଜଣ ଯାକ ଯୁକ୍ତ ଦୁଇ ଛାତ୍ର। ଜଣଙ୍କର ଦୁଇଟି କିଡନୀ ଦାନ କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ଆଖି ଦାନ କରାଯାଇଛି... 

Foreign tourists
ଓଡ଼ିଶାରେ ଏମିତି ଅତିଥି ସତ୍କାର ? ବିଦେଶୀ ରହିଲେ ଭିକାରୀ କେନ୍ଦ୍ରରେ...

ଅତୁଲ୍ୟ ଭାରତ ଓ ଅତୁଲ୍ୟ ଭାରତର ଆତ୍ମା କୁହାଯାଉଥିବା ଓଡ଼ିଶା ପରିଭ୍ରମଣ କରି ଅନେକ ସ୍ମୃତି ସାଉଁଟିବାକୁ ଅତି ଆଗ୍ରହରେ ଛୁଟି ଆସିଥିଲେ ନେଦରଲାଣ୍ଡସର ଜଣେ ବିଦେଶୀ ଅତିଥି। କିନ୍ତୁ ଭୁବନେଶ୍ବରରୁ ଚାନ୍ଦିପୁର ଯିବା ବାଟରେ ନିଜ ଟ୍ୟାକ୍ସି ଡ୍ରାଇଭର ଦ୍ବାରା ଚୋରି, ତା ପରେ ପୁଣି ଠକେଇ ଓ ପୁରୀରେ ଭିକାରୀ ଥଇଥାନ କେନ୍ଦ୍ରରେ ରହଣି ସେହି ବିଦେଶି ଅତିଥିଙ୍କୁ ଦେଇଛି ତିକ୍ତ ଅଭିଜ୍ଞତା ...

Leopard population in Odisha
ରାଜ୍ୟରୁ କୁଆଡ଼େ ଗଲେ ୧୯୨ କଲରାପତରିଆ ବାଘ ?

୪ ବର୍ଷରେ ରାଜ୍ୟରୁ ୧୯୨ କଲରାପତରିଆ ବାଘ ଉଭାନ ହୋଇଯିବା ନେଇ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରିପୋର୍ଟରୁ ଜଣାପଡ଼ିବା ପରେ ଉଠିଛି ନାନା ପ୍ରଶ୍ନ। ତେବେ ବନ ବିଭାଗ କହିଛି, ୨୦୨୨ରେ NTCA ମାତ୍ର ୩ଟି ଜଙ୍ଗଲରେ କ୍ୟାମେରା ଟ୍ରାପ୍ ଖଞ୍ଜିଥିବାରୁ କମିଛି କଲରାପତରିଆ ସଂଖ୍ୟା। ଏଣୁ ଚଳିତ ମେ’ରୁ ନିଜସ୍ବ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର....

children's organs
ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ; ମରି ବି ପୁଣି ଅମର ଦୁଇ +୨ ଛାତ୍ର

ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ । ମରି ବି ପୁଣି ଅମର ଦୁଇ +2 ଛାତ୍ର । ଓମ୍ ଶିବୁ ଓ ରାଜେନ୍ଦ୍ରଙ୍କ ମହତ ଦାନ । ପୁଅର ଅଙ୍ଗଦାନ କରି ପ୍ରେରଣା ସାଜିଲେ ପରିବାର  । 

Foreign tourists
ଓଡ଼ିଶାରେ ଏମିତି ଅତିଥି ସତ୍କାର ? ନେଦରଲାଣ୍ଡ ନାଗରିକଙ୍କ ସବୁ ଚୋରି କଲା ଟାକ୍ସି ଡ୍ରାଇଭର...

ଅତୁଲ୍ୟ ଭାରତର ଆତ୍ମା ଓଡ଼ିଶା ବୁଲିବାକୁ ଆସି ବିଦେଶୀ ଅତିଥିଙ୍କ ତିକ୍ତ ଅଭିଜ୍ଞତା ... ଟ୍ୟାକ୍ସି ଡ୍ରାଇଭର ଚୋରି ନେଲା ୫ ଲକ୍ଷ ଟଙ୍କା, ହୀରା ମୁଦି ସହିତ ଦାମୀ କ୍ୟାମେରା ...

Non-Cadre Law Officers
ଲ’ ଅଫିସରମାନଙ୍କ ବଢ଼ିଲା ୫୦ ପ୍ରତିଶତ ଫି’

ଲ’ ଅଫିସରମାନଙ୍କ ୫୦ ପ୍ରତିଶତ ଫି’ ବୃଦ୍ଧି କଲେ ରାଜ୍ୟ ସରକାର। ଅତିରିକ୍ତ ସରକାରୀ ଓକିଲଙ୍କ ଦୈନିକ ଫି' ୧୮୭୫ ଟଙ୍କାକୁ ବୃଦ୍ଧି କରାଯାଇଛି।

 Manmath Manoj Smaraki memorial
ନୂଆ ରୂପରେ..ମନ୍ମଥ-ମନୋଜଙ୍କ ଏନ୍ତୁଡ଼ିଶାଳ

ବଡ ବଡ଼ ଅଟ୍ଟାଳିକା ଓ ସୁସଜ୍ଜିତ ଆଲୋକ ତରଣରେ ଝଲସି ଉଠୁଛି ସମଗ୍ର ପୀଠ.. ଓଡ଼ିଶା ସାହିତ୍ୟ ଜଗତ ପାଇଁ ମନୋଜ ଦାସଙ୍କ ରହିଛି ଅନେକ ଅବଦାନ.. ୧୬ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟ ଯୁଗ ଯୁଗ ପାଇଁ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ..ପଦ୍ମଭୂଷଣ ମନୋଜ ଦାସଙ୍କୁ ମନେ ପକାଇବ ସାରା ଦେଶ ବିଦେଶ..

Koraput Ginger
ପଚାରୁନି ଓଡ଼ିଶା, ବୋହି ନେଉଛି ପଡ଼ିଶା

ପ୍ରତିବର୍ଷ ବାହାରୁଛି ୫୦ ହଜାର ମେଟ୍ରିକ୍ ଟନ୍, ମିଳିଛି ସ୍ୱତନ୍ତ୍ର ମାନ୍ୟତା.. ତଥାପି ଅଦାକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି କି ଗୁରୁତ୍ୱ ଦେଉନାହାନ୍ତି..

Jaleswar
ଦାଦନରୁ ଦିବ୍ୟାଙ୍ଗ ହେଇଗଲି.. କିନ୍ତୁ କେବେ ଭିକ ମାଗିବିନି..

ଶିବଙ୍କ ଗୁହାରି ମୋତେ କୃତ୍ରିମ ଗୋଡ଼ଟେ ଦେଲେ ମୁଁ ନିଜ ଗୋଡରେ ଠିଆହେବି.. ନ ଦେଲେ ବି ଜୀବନରେ କେବେ ଭିକ ମାଗିବିନି..

Strawberry farming
ଦାଦା ସହ ପୁତୁରା ମିଶି.. ଏମିତି ହେଲେ ଲକ୍ଷପତି

କୁହନ୍ତି ନା ହାତକୁ ହାତ ମିଶିଲେ ବଳ ବଢିଯାଏ.. ଯେମିତି ଏ ଦାଦା ପୁତୁରା ଯୋଡ଼ି ଗରିବ ଚାଷୀରୁ ହେଇଗଲେ ଲକ୍ଷପତି

Leopard
ଓଡ଼ିଶାରେ ଅସୁରକ୍ଷିତ କଲରାପତରିଆ ବାଘ, ୪ ବର୍ଷରେ କମିଲେ ୧୯୨

ଗତ ୪ ବର୍ଷରେ ରାଜ୍ୟରୁ ଉଭାନ ହୋଇଗଲେଣି ୧୯୨ଟି କଲରାପତରିଆ।

OTET Teachers
ଗଣଶିକ୍ଷକଙ୍କ ପାଇଁ ଖୁସି ଖବର... ବଢ଼ିଲା ଦରମା...ନିୟମିତ ହେବେ OTET ପାସ୍ ଶିକ୍ଷକ

OTET ପାସ୍ କରିଥିବା ସହକାରୀ ଶିକ୍ଷକଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ଦିଆଯିବାକୁ ଘୋଷଣା ହୋଇଛି। ଏହି ନିଷ୍ପତ୍ତି ପରେ ରାଜ୍ୟର ମୋଟ୍ ୧୨ ହଜାର ୧୧୩ ଗଣଶିକ୍ଷକ ଉପକୃତ ହେବେ।