ଅତୁଲ୍ୟ ଭାରତ ଓ ଅତୁଲ୍ୟ ଭାରତର ଆତ୍ମା କୁହାଯାଉଥିବା ଓଡ଼ିଶା ପରିଭ୍ରମଣ କରି ଅନେକ ସ୍ମୃତି ସାଉଁଟିବାକୁ ଅତି ଆଗ୍ରହରେ ଛୁଟି ଆସିଥିଲେ ନେଦରଲାଣ୍ଡସର ଜଣେ ବିଦେଶୀ ଅତିଥି। କିନ୍ତୁ ଭୁବନେଶ୍ବରରୁ ଚାନ୍ଦିପୁର ଯିବା ବାଟରେ ନିଜ ଟ୍ୟାକ୍ସି ଡ୍ରାଇଭର ଦ୍ବାରା ଚୋରି, ତା ପରେ ପୁଣି ଠକେଇ ଓ ପୁରୀରେ ଭିକାରୀ ଥଇଥାନ କେନ୍ଦ୍ରରେ ରହଣି ସେହି ବିଦେଶି ଅତିଥିଙ୍କୁ ଦେଇଛି ତିକ୍ତ ଅଭିଜ୍ଞତା ...
Published By: Otv Khabar Bureau
Last updated: 01 March 2024, 09:54 PM IST
୪ ବର୍ଷରେ ରାଜ୍ୟରୁ ୧୯୨ କଲରାପତରିଆ ବାଘ ଉଭାନ ହୋଇଯିବା ନେଇ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରିପୋର୍ଟରୁ ଜଣାପଡ଼ିବା ପରେ ଉଠିଛି ନାନା ପ୍ରଶ୍ନ। ତେବେ ବନ ବିଭାଗ କହିଛି, ୨୦୨୨ରେ NTCA ମାତ୍ର ୩ଟି ଜଙ୍ଗଲରେ କ୍ୟାମେରା ଟ୍ରାପ୍ ଖଞ୍ଜିଥିବାରୁ କମିଛି କଲରାପତରିଆ ସଂଖ୍ୟା। ଏଣୁ ଚଳିତ ମେ’ରୁ ନିଜସ୍ବ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର....