ଆଜି ବି ସତେଜ ରହିଛି ତାଙ୍କ ଶରୀରରେ ସବୁ କ୍ଷତ ଚିହ୍ନ… ଗୁଳିର ଦାଗ ହି ଲିଭିନି। ତାଜା ରହିଛି ସେଇ କାଳରାତ୍ରି ର ଅଭୁଲା ସ୍ମୃତି। ଧମାଧମ୍ ମାଓ ଗୁଳିର ଶବ୍ଦ ସହ ମନେ ଅଛି ଆତଙ୍କୀଙ୍କ ସମର । ଆମେ କହୁଛୁ କୋରାପୁଟର ସୁନିଲ ଦିଗାଲଙ୍କ କଥା।
Published By: Pallipuspa Samal
Last updated: 02 March 2024, 04:23 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।