• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

pramod udyan
ଶ୍ରୀ ହରାଉଛି ପୁରୀ ଜଗନ୍ନାଥ ବଲ୍ଲଭର ପ୍ରମୋଦ ଉଦ୍ୟାନ, ଆଉ ଶୁଭୁନି କୋଇଲିର ଡାକ

ମହାପ୍ରଭୁଙ୍କ ଜଗନ୍ନାଥ ବଲ୍ଲଭରେ ଅବସ୍ଥିତ ପ୍ରମୋଦ ଉଦ୍ୟାନର ପରିବେଶ ବଦଳି ଯାଇଛି। ପୂର୍ବପରି ଆଉ ଜଙ୍ଗଲ ଭରା ପରିବେଶ ନାହିଁ। କୋଇଲିର ଶବ୍ଦ ଶୁଭୁ ନାହିଁ କି ଶୁଆ,ସାରିଙ୍କ ବସା ନାହିଁ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ବହୁ ସ୍ଥାନ କଂକ୍ରିଟ ଉଦ୍ୟାନ ପାଲଟିଛି।

Divyang
ହ୍ୱିଲ୍ ଚେୟାରରେ ଫାଇଭ୍ ଟି

ଦାରିଦ୍ରତାର ଏହା ହେଉଛି ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ଦୁହେଁ ବାହାରିଛନ୍ତି ୧୫ କିମି ବାଟ ଚାଲିବେ । ଏତକ ବାଟ ଚାଲି ଗଲେ କଟି ଥିବା ରାସନ କାର୍ଡରେ ନା ଆଉ ଥରେ ଯୋଡ଼ିବାକୁ ଅନୁରୋଧ କରିପାରିବେ...

Biju Patnaik
ମନେ ପଡନ୍ତି ବିଜୁବାବୁ

ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ । କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ ।

Kashi Vishwanath
କାଶୀ ବିଶ୍ୱନାଥ

ଉତ୍ତରପ୍ରଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବାବା ବିଶ୍ୱନାଥ। ଯିଏ ସମଗ୍ର ବିଶ୍ୱର ଅଧିପତି ସେ ହେଉଛନ୍ତି ଭଗବାନ ବିଶ୍ୱନାଥ ଶଙ୍କର। ଗଙ୍ଗା ନଦୀର ପାଖରେ ରହିଛି ଭାରତର ଏହି ପ୍ରମୁଖ ତଥା ପ୍ରସିଦ୍ଧ ନଗରୀ । ଜାଣନ୍ତୁ କାଶୀ ବିଶ୍ୱନାଥକୁ ନେଇ ଅନେକ ଅକୁହା କଥା ଓ କାହାଣୀ...

hospital
ସରୁନି ଜୟପୁର DHH କାମ,ନାହାଁନ୍ତି ବିଶେଷଜ୍ଞ ଡାକ୍ତର

ସରିବ ସରିବ ହେଉଛି , ସରୁନି ଜୟପୁର DHH କାମ । ମନ୍ଥର ଗତିରେ ଚାଲିଛି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାମ । ଆସୁନାହାଁନ୍ତି ପ୍ରଶାସନିକ ଅଧିକାରୀ, ନାହିଁନ୍ତି ବିଶେଷଜ୍ଞ ଡାକ୍ତର

Biju Patnaik
Biju Jayanti: ବିଜୁଙ୍କ ଜନ୍ମ ଦିନରେ ପାଳନ ହୁଏ ପଞ୍ଚାୟତିରାଜ ଦିବସ

୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।

Pihu
ମୋଦିଙ୍କୁ ଭେଟିବାକୁ ଯିବେ ପିହୁର ମାଆ, ଝିଅ ନିଖୋଜର ଦୁଃଖ ଜଣାଇବେ

'ମୋଦିଙ୍କୁ ଭେଟିବାକୁ ଯିବା ବେଳେ ପୋଲିସ ନ ଅଟକାଉ' । ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ଦେଲେ ପିହୁର ମାଆ ।

8-year-old organ donor
କୁନି ପୁଅ କଲା ଅଙ୍ଗଦାନ, ସରକାର ଦେଲେ ଗାର୍ଡ ଅଫ୍‌ ଅନର

ନା ସେ ଥିଲା ଦେଶର କୌଣସି ସୈନିକ...ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ। ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ, ସାବାସୀ ଦେଉଛନ୍ତି ୮ ବର୍ଷର ପୁଅ ଶୁଭଜିତକୁ ସମସ୍ତେ ।

Puri Srimandir
କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ?

କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା। ଘଟଣା ରୋକିବାକୁ ମନ୍ଦିର ଆଇନରେ ପରିବର୍ତ୍ତନ ଦାବି କଲେ ଭକ୍ତ- ସେବକ। ଶ୍ରୀମନ୍ଦିର ପ୍ରଶାସନ କହିଲା ଘଟଣାକୁ ଗୁରୁତ୍ବର ସହ ନେଇଛୁ । 

8-year-old organ donor
ସୁନା ପୁଅକୁ ଲୁହରେ ବିଦାୟ...ଶୁଭଜିତଙ୍କୁ ଗାର୍ଡ ଅଫ୍ ଅନର୍ ଦେଲା ଓଡ଼ିଶା ପୋଲିସ...

ନା ସେ ଥିଲା ଦେଶର କୌଣସି ସୈନିକ । ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ । ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ । 

Congress MLA Md Moquims
ରଦ୍ଦ ହେଲା ମୋକିମଙ୍କ ବିଧାୟକ ପଦ; ନିର୍ବାଚନ ପୂର୍ବରୁ ଏଭଳି ରାୟ ବଢ଼ାଇବ କି ଅଡୁଆ ? 

କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଅପରାଧିକ ତଥ୍ୟ ଲୁଚାଇଥିବାରୁ ରାୟ । 

Puri Srimandir
ଶ୍ରୀମନ୍ଦିରକୁ ଟେନ୍‌ସନ୍‌ ଅଣହିନ୍ଦୁ; କଡ଼ା ସୁରକ୍ଷାକୁ ଭେଦି କରି କେମିତି ପଶିଲେ ? 

କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା । 

Aadhar Card Update
ଏବେ ଘରେ ବସି ନିଜେ କରି ନିଅନ୍ତୁ ଆଧାରକାର୍ଡ ତ୍ରୁଟି ସଂଶୋଧନ

ତ୍ରୁଟି ସଂଶୋଧନ ବା ଅପ୍‌ଡେଡ୍‌ କରିବାକୁ ହେଲେ ଆପଣଙ୍କୁ ଅନ୍‌ଲାଇନ୍‌ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ ।

  • Monday, 04 March 2024
Road Problem
ବିପଦରେ ଚାନ୍ଦବାଲି ବୈତରଣୀ ସେତୁ; କେତେବେଳେ ବି ଘଟିପାରେ ଅଘଟଣ

ଦୁର୍ବଳ ହେଲାଣି ଚାନ୍ଦବାଲି ବୈତରଣୀ ସେତୁ । ବ୍ରିଜର ଆପ୍ରୋଚ ରୋଡ୍ରେ ଅଢ଼େଇ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ଚାନ୍ଦବାଲି ବୈତରଣୀ ବ୍ରିଜ୍ ୪ଟି ଜିଲ୍ଲାର ଗମନା ଗମନରେ ମାଧ୍ୟମ ସାଜିଥିବା ବେଳେ ଏବେ ଭାରି ଯାନ ପାଇଁ ବଢ଼ିଲାଣି ବିପଦ ଆଶଙ୍କା ..

Woman Seeks Govt Help
ହେ ନବୀନ ବାବୁ ମୋତେ ଘର ଖଣ୍ଡେ ଦିଅ, ମୁଁ ମୋ ପରିବାର ସହ ରହିବି

ନବୀନ ସରକାରଙ୍କୁ ଗୁହାରୀ କରୁଛି ମୋତେ ଘର ଖଣ୍ଡ ଦିଅ, ମୁଁ ମୋର ଦୁଇ ପିଲାଙ୍କୁ ଧରି ଭଲରେ ରହିବି l ଏଭଳି କହି ସରକାରଙ୍କୁ ଗୁହାରୀ କରିଛନ୍ତି ଜଣେ ୭୦ ବର୍ଷୀୟା ବୃଦ୍ଧା । ଆବାସ ଘର ପାଇଁ ୨୦ ବର୍ଷ ହେଲା ଗୁହାରୀ ଜରି କରି ଥକି ଗଲେଣି ହେଲେ ଆବାସ ଯୋଜନାରେ ଘର ଖଣ୍ଡ ମିଳୁନାହିଁ । ଏଭଳି ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ମାତାକୁପା ଗାଁରେ …

Apana Eka Nuhanti
ପରିବାର ପାଇଁ ଦିନ ରାତି ଏକ କରି ଦୌଡ଼ୁଥିଲେ ଏବେ ଚାଲିବାକୁ ବଳ ନାହିଁ

ପରିବାର ପାଇଁ ଦିନ ରାତି ଏକ କରି ଦୌଡ଼ୁଥିଲେ ଏବେ ଚାଲିବାକୁ ବଳ ନାହିଁ..

Education System
କେବେ ରାସ୍ତା କଡ଼େ କେବେ ଗଛ ମୂଳେ; ଏମିତି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

ରାଜ୍ୟ ସରକାର ଥିରେ ଆଖି ଖୋଲି ଦେଖନ୍ତୁ ଏଠି କେମିତି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ହେଇଗଲା ଏମିତି, କେବେ ରାସ୍ତା କଡ଼େ ତ ପୁଣି କେବେ ଗଛ ମୂଳେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ନୀଳଗିରିରୁ ଦେଖନ୍ତୁ ଏହି ରିପୋର୍ଟ..

20-ft breach in Indravati river south canal
ଚାହୁଁ ଚାହୁଁ ଭୁଶୁଡ଼ିଗଲା କେନାଲ...ମାଡ଼ି ଆସିଲା ପାଣି...ଆଜବେଷ୍ଟସ୍ ଭାଙ୍ଗି କରାଗଲା ରେସ୍କ୍ୟୁ

କେନାଲ ଭୁଶୁଡ଼ିବା ଯୋଗୁଁ ଏବେ ଦେପୁର ଓ ଆଖପାଖ ଅଞ୍ଚଳରେ ୫ ଫୁଟର ପାଣି ପ୍ରବାହିତ ହେଉଛି। ଚାଉଳ ଡାଲି ସହ ସମସ୍ତ ଆସବାବପତ୍ର ଭାସି ଯାଇଛି।

construction labourers
 ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର; ବୃଦ୍ଧି ହେଲା ପେନସନ୍...

ବଢିଲା ନିର୍ମାଣ ଶ୍ରମିକଙ୍କ ପେନସନ। ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ଶ୍ରମିକ ମାନଙ୍କ ପେନସନ ରାଶିରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

puri
ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ; ୯ ଜଣଙ୍କୁ ଅଟକ ରଖିଲା ପୋଲିସ...

ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ତଥା ବିଦେଶୀଙ୍କ ପ୍ରବେଶ ଅଭିଯୋଗ । ଜଣେ କି ଦୁଇ ଜଣ ନୁହଁନ୍ତି, ୪ ଜଣ ଅଣହିନ୍ଦୁ ଆଜି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।

Drunk Driving
ଟୁଇନସିଟିର ମଦ୍ୟପ ଗାଡ଼ି ଚାଳକ ସାବଧାନ; ଫାଇନ୍ କି ଥାନାରୁ ଜାମିନ୍ ନୁହେଁ, ସିଧା ଯିବେ ଜେଲ୍ !  

ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ ।

Cuttack's Silver Filigree
କଟକ ପ୍ରସିଦ୍ଧ ରୁପା ତାରକସୀ କାମକୁ ମିଳିଲା GI ଟ୍ୟାଗ୍‌ ମାନ୍ୟତା

ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।

Apartments Rule
ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଖୁସି ଖବର; ସଂଶୋଧନ ହେଲା ଆଇନ୍, ବଦଳିଲା ୩ ସଂଜ୍ଞା

ଛୋଟ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଖୁସି ଖବର। ଏଣିକି ବାସଗୃହ ପ୍ରକଳ୍ପ କମନ ଏରିଆ ରକ୍ଷଣାବେକ୍ଷଣ ପାଇଁ ସେମାନେ ଦେବେ ଅପେକ୍ଷାକୃତ କମ୍ ଟଙ୍କା। ଅର୍ଥାତ୍ ହାଉସିଂ ପ୍ରକଳ୍ପରେ ଯେଉଁ ଆପାର୍ଟମେଣ୍ଟର ଆକାର ଯେତେ ବଡ଼ ହେବ, ତା’ର ମାଲିକ ସେତେ ଅଧିକ ମେଣ୍ଟେନାନ୍ସ ଚାର୍ଜ ଗଣିବେ।

  • Saturday, 02 March 2024
Apartments Rule
ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ସ୍ୱତ୍ୱ ଓ ପରିଚାଳନା ଆଇନ୍, ବଦଳିଲା ୩ ସଂଜ୍ଞା

ବର୍ଷେ ନ ପୂରୁଣୁ ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଓ ପରିଚାଳନା ଆଇନ। ବଦଳିଲା ୩ ସଂଜ୍ଞା। ଆଉ ଛୋଟ ଆପାର୍ଟମେଣ୍ଟ କ୍ରେତାଙ୍କ ଲାଗି ଆଣିଲା ଖୁସି ଖବର ।

Brahampur bus stand
ଅବହେଳିତ ଅବସ୍ଥାରେ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ: ଶହ ଶହ ବସ୍‌କୁ ଅଳ୍ପ ଯାଗା

ଓଡ଼ିଶାର ଅନ୍ୟତମ ବୃହତ୍ତମ ସହର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଏବେ ଅବହେଳିତ ଅବସ୍ଥାରେ ରହିଛି ବସ୍‌ଷ୍ଟାଣ୍ଡ । ସିଟି ବସ୍‌ଷ୍ଟାଣ୍ଡ ନାମରେ ନାମିତ ଏହି ବସ୍‌ଷ୍ଟାଣ୍ଡରେ ଆବଶ୍ୟକୀୟ ସ୍ଥାନ ନାହିଁ । ଯାତ୍ରୀଙ୍କ ସୁବିଧା ଲାଗି ତୁରନ୍ତ ଅନ୍ୟ ଏକ ବସ୍‌ଷ୍ଟାଣ୍ଡର ଆବଶ୍ୟକତା ରହିଛି ବୋଲି ସହରବାସୀ କହିଛନ୍ତି ।