ଉତ୍ତରପ୍ରଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବାବା ବିଶ୍ୱନାଥ। ଯିଏ ସମଗ୍ର ବିଶ୍ୱର ଅଧିପତି ସେ ହେଉଛନ୍ତି ଭଗବାନ ବିଶ୍ୱନାଥ ଶଙ୍କର। ଗଙ୍ଗା ନଦୀର ପାଖରେ ରହିଛି ଭାରତର ଏହି ପ୍ରମୁଖ ତଥା ପ୍ରସିଦ୍ଧ ନଗରୀ । ଜାଣନ୍ତୁ କାଶୀ ବିଶ୍ୱନାଥକୁ ନେଇ ଅନେକ ଅକୁହା କଥା ଓ କାହାଣୀ...
ଏଣିକି କାଶୀ ବିଶ୍ୱନାଥ ମନ୍ଦିରରୁ ସିଧାସଳଖ ଗଙ୍ଗା ନଦୀ ଯାଏ ଶ୍ରଦ୍ଧାଳୁ ଯାଇପାରିବେ।