ଦୁର୍ବଳ ହେଲାଣି ଚାନ୍ଦବାଲି ବୈତରଣୀ ସେତୁ । ବ୍ରିଜର ଆପ୍ରୋଚ ରୋଡ୍ରେ ଅଢ଼େଇ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ଚାନ୍ଦବାଲି ବୈତରଣୀ ବ୍ରିଜ୍ ୪ଟି ଜିଲ୍ଲାର ଗମନା ଗମନରେ ମାଧ୍ୟମ ସାଜିଥିବା ବେଳେ ଏବେ ଭାରି ଯାନ ପାଇଁ ବଢ଼ିଲାଣି ବିପଦ ଆଶଙ୍କା ..
Published By: Manoranjan Behera
Last updated: 04 March 2024, 02:27 PM IST
ନବୀନ ସରକାରଙ୍କୁ ଗୁହାରୀ କରୁଛି ମୋତେ ଘର ଖଣ୍ଡ ଦିଅ, ମୁଁ ମୋର ଦୁଇ ପିଲାଙ୍କୁ ଧରି ଭଲରେ ରହିବି l ଏଭଳି କହି ସରକାରଙ୍କୁ ଗୁହାରୀ କରିଛନ୍ତି ଜଣେ ୭୦ ବର୍ଷୀୟା ବୃଦ୍ଧା । ଆବାସ ଘର ପାଇଁ ୨୦ ବର୍ଷ ହେଲା ଗୁହାରୀ ଜରି କରି ଥକି ଗଲେଣି ହେଲେ ଆବାସ ଯୋଜନାରେ ଘର ଖଣ୍ଡ ମିଳୁନାହିଁ । ଏଭଳି ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ମାତାକୁପା ଗାଁରେ …