• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Young environmentalist
ସହରର ଚାକଚକ୍ୟ ଛାଡ଼ି, ବଣ ଜଙ୍ଗଲରେ ବୁଲନ୍ତି ଏହି ଯୁବକ

ପରିବେଶ ବଞ୍ଚିଲେ ମଣିଷ ବଞ୍ଚିବ। କଥାଟିକୁ ବୁଝିଛନ୍ତି ଏହି ଯୁବକ। ସେଥିପାଇଁ ଚାକିରି ବାକିରି ନକରି, ସେ ବୁଲୁଛନ୍ତି ବଣ ଜଙ୍ଗଲରେ। ତାଙ୍କୁ ସମସ୍ତେ ଡାକନ୍ତି ବାର୍ଡମ୍ଯାନ୍। ଆସନ୍ତୁ ଭେଟିବା ଏହି ଯୁବକଙ୍କୁ।

Jojona Ra Na Hariloot
ଟଙ୍କା ଉଠୁଛି, କାମରେ ଲାଗୁନି ! ଗୋଟିଏ ରାସ୍ତାକୁ ଦେଖାଇ ତିନି ତିନି ଥର ବିଲ୍

ପଞ୍ଚାୟତ ଲୋକଙ୍କ କହିବା ଅନୁସାରେ, ଏଠାରେ ରାସ୍ତାର କୌଣସି ଆବଶ୍ୟକତା ନାହିଁ, ନହେଲେ ଚଳିବ । ହେଲେ ଟଙ୍କା ଆତ୍ମସାତ୍ ପାଇଁ ଏମିତି ଉପାୟ କରିଛନ୍ତି ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧି ।

Ban On Carrying Smartphones Inside Puri Srimandir
ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ମନା, କଡ଼ା ନିର୍ଦ୍ଦେଶ ଲାଗୁ

ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିରକୁ ପ୍ରବେଶ କରିବେ।

Free Treatment
ସନ୍ତୋଷଙ୍କ ଚିକିତ୍ସା ପାଇଁ ଗ୍ରାମବାସୀଙ୍କ ଭିକ୍ଷାବୃତ୍ତି

ଚିକିତ୍ସିତ ହେବେ ସନ୍ତୋଷ । ଅର୍ଥ ସାଜିଛି ବାଧକ । ଭିକ୍ଷାବୃତ୍ତି କରୁଛନ୍ତି ଗ୍ରାମବାସୀ....

New Year Celebrations: Bhubaneswar DCP Appeal To People
ନୂଆବର୍ଷ ସେଲିବ୍ରେସନ୍: ମାନନ୍ତୁ ଏହିସବୁ ନିୟମ, ନହେଲେ ଅସୁବିଧାରେ ପଡ଼ିପାରନ୍ତି...

ନୂଆବର୍ଷ ଦିନ ବିଭିନ୍ନ ସ୍ଥାନରେ ପୋଲିସ୍‌ର କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡ଼ି ଚଲାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Kids in Jajpur
ଆଧ୍ୟାତ୍ମିକ ଚେତନାରେ ଭାଇ ଭଉଣୀ

ଭଗବତ୍ ଗୀତାର ୧୭ଟି ଶ୍ଲୋକକୁ ୧ ମିନିଟରେ ବୋଲି ଇଣ୍ଡିଆ ବୁକ୍ ଅଫ ରେକର୍ଡ କରିଛନ୍ତି ଯାଜପୁର ଝିଅ....

Rishabh Pant
କେମିତି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଲେ ଋଷିଭ ପନ୍ତ?

ମଝି ରାସ୍ତାରେ କେମିତି ଏତେ ବଡ ଦୁର୍ଘଟଣାର ସାମ୍ନା କଲେ ଋଷଭ? ବର୍ତ୍ତମାନ କେମିତି ଅଛନ୍ତି ପନ୍ତ?

News Fuse
ରାସ୍ତା କଡ଼ରେ ଜମୁଛି, ଭିତରକୁ ଯିବୁ କିଆଁ?

ରାସ୍ତା କଡ଼ରେ ଭଲ ଜମୁଛି, ଆମେ କାହିଁକି ଭିତରକୁ ଯିବୁ ?

Love Wins
ସଫଳ ହେଲା ପ୍ରେମ...ମଝି ରାସ୍ତାରେ ପଡିଲା ହାତଗଣ୍ଠି

ସଫଳ ହେଲା ପ୍ରେମ। ମଝି ରାସ୍ତାରେ ପଡିଲା ହାତଗଣ୍ଠି...ପ୍ରେମିକାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କଲେ ପ୍ରେମିକ। ଶହଶହ ଲୋକଙ୍କ ଉପସ୍ଥିତିରେ ସଂପନ୍ନ ହେଲା ବାହାଘର

Mayurbhanj’s Debakunda
ପର୍ଯ୍ୟଟକଙ୍କ ମନମୋହୁଛି ଦେବକୁଣ୍ଡର ପ୍ରାକୃତିକ ପରିବେଶ

ନୂଆ ବର୍ଷ ଆସିଲେ ମନେପଡେ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ l ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ କରିଥାଏ ଆନମନା l ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ଅବସ୍ଥାପିତ କରିଛନ୍ତି ମା ଅମ୍ବିକା। ପ୍ରକୃତିର ସବୁଜିମା ଭିତରେ ବହିଯାଉଥିବା ଝରଣାକୁ ଉପଭୋଗ କରି ବଣ ଭୋଜି କରି ବେଶ ମଜା ଉଠାଇଥାନ୍ତି ପର୍ଯ୍ୟଟକ l

Anganwadi
ରାତିରେ ଗାଈ ଦିନରେ ଅଙ୍ଗନବାଡ଼ି

ନବରଙ୍ଗପୁର ତେନ୍ତୁଳୀଖୁଣ୍ଟିରେ ୨୦୪ଟି ଅଙ୍ଗନବାଡ଼ି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୪ଟି କେନ୍ଦ୍ର ନିଜସ୍ୱ ଗୃହ ନାହିଁ। ତେବେ ୩୪ଟି ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ପ୍ରଶାସନ ସ୍ୱୀକୃତି ଦେଇଥିବାବେଳେ ଆଉ ବାକି ଥିବା ୧୦ଟି କେବେ ମିଳିବ ସ୍ୱୀକୃତି ତାହା ଉପରେ ଗ୍ରାମବାସୀଙ୍କ ନଜର....

Puducherry CM M
ନିଆରା ମୁଖ୍ୟମନ୍ତ୍ରୀ, ନିଆରା ପୋଜ୍‌

ଲୁଙ୍ଗି ପିନ୍ଧି ନିମନ୍ତ୍ରଣ ପତ୍ର ଗ୍ରହଣ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ। କହିଲେ,ଜଗନ୍ନାଥଙ୍କ ଦେଶରୁ ଆସିଥିଲେ ଦରକାର ନାହିଁ ଅନୁମତି ପତ୍ର। ହକି ବିଶ୍ୱକପ ପାଇଁ ନିମନ୍ତ୍ରଣ ନେଇଯାଇଥିଲେ ଅତୁନ...ଏମିତି ଖୋଲା ଦେହରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ। ଭାଇରାଲ ହେଉଛି ଫଟୋ

special report
ଗାଁ ଦାଣ୍ଡରେ ପଡ଼ିଲା ହାତଗଣ୍ଠି ! ପାଞ୍ଚ ଦିନର ଧାରଣା ପରେ ସିନ୍ଦୂର ନାଇଲା ଅଭିମାନୀ ପ୍ରେମିକା

ପାଞ୍ଚ ଦିନ ଶୀତକାକରରେ ପ୍ରେମିକ ଘର ସାମ୍ନାରେ ବସିବା ପରେ ନ୍ୟାୟ ପାଇଲା ପ୍ରେମିକା ।

fight in flite
ମଝି ଆକାଶରେ...ସିଟ୍‌ ପାଇଁ ପିଟାପିଟି

ମଝି ଆକାଶରେ ଉଡୁଥିଲା ବିମାନ। ସିଟ୍‌ ଲାଗି ପ୍ରଥମେ ଦୁଇ ଯାତ୍ରୀଙ୍କ ମଧ୍ୟରେ ଲାଗିଲା ଝଗଡା...ପରେ ଉଭୟଙ୍କ ମଧ୍ୟରେ ହେଲା ମାଡଗୋଳ। ଦେଖନ୍ତୁ ଏହି ଭିଡିଓ

News Fuse
ରାଇଜ ମୁଖିଆଙ୍କ ଜହ୍ନ ରାତିରେ ବିହାର

ଏ ବର୍ଷର ସୁପର ହିଟ୍ ଆଇଟମ୍ । ବ୍ୟକ୍ତିଗତ ସଚିବଙ୍କ ସହ ରାଇଜ ମୁଖିଆଙ୍କ ଜ୍ୟୋସ୍ନା ବିହାର...

Bhubaneswar Railway Station
ଭୁବନେଶ୍ୱର ରେଳ ଷ୍ଟସନ୍‌ରେ ଖର୍ଚ୍ଚ ହେବ ୩୯୮ କୋଟି, ବିମାନବନ୍ଦର ଭଳି ଚମକିବ

ଭୁବନେଶ୍ୱରର ରେଳ ଷ୍ଟେସନର ହେବ ନବୀକରଣ । ବିମାନ ବନ୍ଦର ଭଳି ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଷ୍ଟେସନ ନବକଳେବର ପ୍ରକଳ୍ପର ଶୁଭ ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ ।

Renovation Of Bhubaneswar Railway Station
ଏୟାରପୋର୍ଟ ଭଳି ଦିଶିବ ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ

ଭୁବନେଶ୍ୱର ଷ୍ଟେସନର ନବୀକରଣ ସହ ବିଶ୍ୱସ୍ତରୀୟ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ବିଶ୍ୱ ସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ମିଳିବ।

 Father-Daughter Duo Dive 70 Feet
ବାପ ଝିଅଙ୍କ ଦୁଃସାହସିକ ଜଳକ୍ରୀଡା । ସମୁଦ୍ରର ୭୦ ଫୁଟ ଗର୍ଭରେ ସାର୍କ୍ ସହ କଲେ ଡାଇଭ...

ଦୁବାଇରେ ରହୁଥିବା ଓଡ଼ିଆ ବାପ ଝିଅ ସ୍କୁବା ଡାଇଭିଂ ଯୋଡି ପ୍ରିୟଦର୍ଶୀ ଏବଂ ତିସ୍ୟା ପାଣିଗ୍ରାହୀ ରଚିଲେ ଆଉ ଏକ ସ୍ମରଣୀୟ ମୁହୂର୍ତ୍ତ । ପ୍ରିୟଦର୍ଶୀ ଏବଂ ତାଙ୍କର ୧୨ ବର୍ଷୀୟ ଝିଅ ତିସ୍ୟା ଗତ ସପ୍ତାହରେ ମାଲଦ୍ୱୀପ ଯାଇ ଚିର ସ୍ମରଣୀୟ ଡାଇଭ କରିଛନ୍ତି...

State pollution board notices to shut factories in Rourkela
ହକି ବିଶ୍ୱକପ୍ ପାଇଁ ବିପଦରେ ସୁନ୍ଦରଗଡ଼ର ୧୫ ହଜାର ଶ୍ରମିକଙ୍କ ଦାନାପାଣି

ସିଟୁ କହିଛି, ବିଶ୍ୱକପ୍‌ର ଦ୍ୱାହି ଦେଇ ଶ୍ରମିକମାନଙ୍କ ପେଟକୁ ଲାତ ମାରିଛନ୍ତି ସରକାର।

prof. sunilkant Behera passes away
ଚିରନିଦ୍ରାରେ ସୁନୀଲ ସାର୍, ମେଡିକାଲ୍ କଲେଜକୁ ଦାନ ହେଲା ଶରୀର 

ତାଙ୍କ ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।

  • Wednesday, 28 December 2022
Group of farmers cut mountain
ପାହାଡ ଚିରି ଜମିକୁ ପାଣି ଆଣିଲେ ଚାଷୀ

ପାଣି ନାହିଁ ବୋଲି ଚାଷ ବନ୍ଦ କଲେନି। ଦେଶୀ ବୁଦ୍ଧି ଆପଣାଇଲେ...ଅଢେଇ କିମି ପର୍ଯ୍ୟନ୍ତ ପାହାଡର ପଥର ଚିରି କ୍ଷେତକୁ ଆଣିଲେ ପାଣି। ପଥୁରଆ ଜମିରେ ଏବେ ହସୁଛି ସୁନାର ଫସଲ

tragic incident
ଦୁଃଖଦ !!! ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ଶିକ୍ଷକ

ଛାତ୍ରଙ୍କୁ ନୂଆ ଜୀବନ ଦେଲେ, ନିଜେ ଜୀବନ ହାରିଦେଲେ । ଛାତ୍ରକୁ ବଞ୍ଚାଇ ଶିକ୍ଷକ ମୃତ ।

Nuapada’s Tikhali
ସରି ସରି ଯାଉଛି ବିଦାୟୀ ବର୍ଷ ୨୦୨୨, ଏବେ ୨୦୨୩କୁ ସ୍ୱାଗତ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ...

ହାତରେ ଆଉ ଦିନ କେଇଟା, ସରିଯିବ ବର୍ଷ 2022 । 2023କୁ ସ୍ୱାଗତ ପାଇଁ ଏବେ ସବୁଠି ପ୍ରସ୍ତୁତି ଚାଲିଛି, ଏହାରି ମଧ୍ୟରେ 2022କୁ ଅଧିକ ସ୍ମୃତିମୟ କରିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍....

Divyang youth
ଦିବ୍ୟାଙ୍ଗ ହୋଇ ବି ସଫଳତାର ସ୍ୱାଦ ଚାଖିଲେ ସୋରଡ଼ାର ବୀରେନ୍ଦ୍ର

ବାପାଙ୍କ ସ୍ୱପ୍ନକୁ ସାକାର କଲା ଦିବ୍ୟାଙ୍ଗ ପୁଅ । ସନ୍ତାନର ସଫଳତା ଦେଖିବାକୁ କିନ୍ତୁ ବାପା ନାହାନ୍ତି, ସୁଟର୍ ପୁଅକୁ ନେଇ ଏବେ ଗର୍ବିତ ମାଆ.....