ଦୁବାଇରେ ରହୁଥିବା ଓଡ଼ିଆ ବାପ ଝିଅ ସ୍କୁବା ଡାଇଭିଂ ଯୋଡି ପ୍ରିୟଦର୍ଶୀ ଏବଂ ତିସ୍ୟା ପାଣିଗ୍ରାହୀ ରଚିଲେ ଆଉ ଏକ ସ୍ମରଣୀୟ ମୁହୂର୍ତ୍ତ । ପ୍ରିୟଦର୍ଶୀ ଏବଂ ତାଙ୍କର ୧୨ ବର୍ଷୀୟ ଝିଅ ତିସ୍ୟା ଗତ ସପ୍ତାହରେ ମାଲଦ୍ୱୀପ ଯାଇ ଚିର ସ୍ମରଣୀୟ ଡାଇଭ କରିଛନ୍ତି...
Published: Pallipuspa Samal
Last updated: 29 December 2022, 08:55 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।